ଦୀପାବଳୀ ର ନୂଆ ଧମାକା ! ଏକ ଟଙ୍କା ବଦଳରେ ପାଇ ପାରିବେ ଏକ ଲକ୍ଷ ପର୍ଯ୍ୟନ୍ତ ଟଙ୍କା, ଦେଖନ୍ତୁ କେମିତି ଉଠାଇବେ ଏହାର ଫାଇଦା….

ଦୀପାବଳି ପୂର୍ବରୁ ହୁଅନ୍ତୁ ଲକ୍ଷପତି । ଗୋଟିଏ ଟଙ୍କା ବିନିଯୋଗ କରି ପାଆନ୍ତୁ ଏକ ଲକ୍ଷ ଟଙ୍କା । ଦୀପାବଳି ପୂର୍ବରୁ ହେବା ପାଇଁ ଚାହୁଁ ଅଛନ୍ତି କି ଲକ୍ଷପତି । ଘରେ ବସି କରି ପାରିବେ ଏକ ଲକ୍ଷ ଟଙ୍କା ଜାଏ ରୋଜଗାର । ଏହି ଟଙ୍କା ରୋଜଗାର କରିବା ପାଇଁ ଆପଣ ଙ୍କ ପାଖରେ ଏକ ଟଙ୍କିଆ ନୋଟ୍ ଥିବା ନିହାତି ଆବଶ୍ୟକ ।

ଆପଣ ଙ୍କ ପାଖରେ ଯଦି ଏକ ଟଙ୍କିଆ ନୋଟ୍ ଅଛି ତେବେ ଏହାର ଫଟୋ ଉଠାଇ ଏକ ସାଇଟ୍ ରେ ଅପଲୋଡ଼ କରି ଦିଅନ୍ତୁ । ଏହା ପରେ ବିଭିନ୍ନ କମ୍ପାନୀ ପକ୍ଷ ରୁ ଏହି ନୋଟ୍ କୁ ନେଇ ନିଲାମ ଆରମ୍ଭ ହେବ ।

ଏହା ପରେ ଆପଣ ଯାହା କୁ ଚାହିଁ ଥିବେ ତାକୁ ନୋଟ୍ ବିକ୍ରି କରି ଏକ ଲକ୍ଷ ଟଙ୍କା ଜାଏ ରୋଜଗାର କରି ପାରିବେ । ତେବେ ଆପଣ ଙ୍କ ପାଖରେ ଯଦି ଏହି ସ୍ୱତନ୍ତ୍ର ଏକ ଟଙ୍କିଆ ନୋଟ୍ ରହିଛି ତେବେ ଏହା କୁ ଆପଣ ଇଣ୍ଡିଆ ମାର୍ଟ ୱେବସାଇଟ ରେ ବିକ୍ରି କରି ପାରିବେ । ଏଠାରେ ଆପଣ ଙ୍କୁ ଏହି ନୋଟ୍ ର ସର୍ବାଧିକ ଟଙ୍କା ମିଳି ପାରିବ ।

ଏକ ଟଙ୍କିଆ ନୋଟ୍ କେବେ ବି ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରି ନଥାଏ। ଏହା କୁ କେବଳ ଭାରତୀୟ ସରକାର ଜାରି କରି ଥାଆନ୍ତି ଏହି କାରଣ ରୁ ଏହି ନୋଟ୍ ଉପରେ ରିଜର୍ଭ ବ୍ୟାଙ୍କ ହସ୍ତଖେତ ବଦଳ ରେ ଅର୍ଥ ସଚିବ ଙ୍କ ହସ୍ତାକ୍ଷର ରହି ଅଛି ।

ଏକ ଟଙ୍କିଆ ନୋଟ୍ ର ମୁଦ୍ରଣ ପ୍ରଥମ ଥର ପାଇଁ ୧୯୮୧ ମସିହା ନଭେମ୍ବର ମାସ ୩୦ ତାରିଖ ରେ ହୋଇ ଥିଲା । ଏହି ନୋଟ୍ ରେ କିଙ୍ଗ ଚର୍ଜ୍ ର ହସ୍ତାକ୍ଷର ରହିଛି । ରିଜର୍ଭ ବ୍ୟାଙ୍କ ତଥ୍ୟ ମୁତାବକ ୧୯୨୬ ମସିହା ରେ ଏହି ଏକ ଟଙ୍କିଆ ନୋଟ୍ ଛପାଇବା ବନ୍ଦ କରା ଯାଇ ଥିଲା। ହେଲେ ୧୯୪୦ ମସିହା ରେ ପୁଣି ଏହି ନୋଟ୍ ଛପା ଯାଇ ଥିଲା ।

ଏହା ପରେ ପୁଣି ଥରେ ୧୯୯୪ ମସିହା ରେ ଏହି ନୋଟ୍ ଛପା ହେବା ବନ୍ଦ କରା ଯାଇ ଥିଲା । ତେବେ ପୁଣି ଥରେ ୨୦୧୫ ମସିହା ରେ ଏହି ନୋଟ୍ ଛପା ହେବା ଆରମ୍ଭ କରା ଯାଇଛି ।

ଏକ ଟଙ୍କିଆ ନୋଟ୍ ବିକ୍ରି କରି ଆପଣ ଏକ ଲକ୍ଷ ଟଙ୍କା ରୋଜଗାର କରି ପାରିବେ । ହେଲେ ଆପଣ ଙ୍କ ପାଖରେ ଥିବା ସବୁ ଏକ ଟଙ୍କିଆ ନୋଟ୍ ଏହି ବିକ୍ରି ବା ନିଲାମ ରେ ସାମିଲ ହୋଇ ପାରିବ ନାହିଁ । ଯଦି ଆପଣ ଙ୍କ ପାଖରେ ମାତା ବୈଷ୍ଣବ ଦେବୀ ଙ୍କ ଫଟୋ ଥିବା ଏକ ଟଙ୍କିଆ , ପାଞ୍ଚ ଟଙ୍କିଆ , ୧୦ ଟଙ୍କିଆ ନୋଟ୍ ରହିଛି ତେବେ ତାହାକୁ ଆପଣ ବହୁ ମୂଲ୍ୟ ରେ ବିକ୍ରି କରି ପାରିବେ । ତେବେ ଏହି ନିଲାମ ଏବେ ଆରମ୍ଭ ହେବାକୁ ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।