ବାପ ରେ ଏତେ କମିଲା ସୁନା ଦର ! ଜାଣନ୍ତୁ ଆଜି ଦିନରେ ବଜାରରେ କେତେ ରହିଛି ସୁନା ଏବଂ ରୁପା ଦାମ…..

ଜାଣିଥିବେ ଯେ ସୁନl ଦର କ୍ରମାଗତ ରୂପେ କମିବାରେ ଲାଗିଥିଲା କିନ୍ତୁ ବର୍ତ୍ତମାନ ସୁନା ଦର ଏବଂ ରୁପା ଦର କ୍ରମାଗତ ରୂପେ କମି ବାରେ ଲାଗିଛି l ତେଣୁ ଚାଲନ୍ତୁ ଜାଣିବା ନଭେମ୍ବରରେ ସୁନା ର ଦର କେତେ ଅଛି ଆଉ କେତେ ବଢିଛି l ଜାଣିଥିବେ ଯେ ଅଗଷ୍ଟ ମାସ ସୁନା କିଂମ୍ବ ରୁପା ଦର ସବୁଠୁ ଅଧିକ ବଢିଥିଲା, ଏହି ସମୟରେ ସୁନାର ଦର 51 ହଜାର ପର୍ଯ୍ୟନ୍ତ ବଢ଼ି ଯାଇଥିଲା l କିନ୍ତୁ ଧୀରେ ଧୀରେ ଏହି ସୁନା ଏବଂ ରୁପା ଦର କମିବାର ଲାଗିଛି l

ଭାରତୀୟ ଗୋଲଡ ଜୁଏଲାରୀ ରେ ଆଜି ସୁନାର ଦର ଦଶ ଗ୍ରାମ କୁ ପାଞ୍ଚ ହଜାର କମି ଯାଇଛି l

ବର୍ତମାନ ସୁନାର ଦର 48, 480 ଅଛି 24କ୍ୟାରେଟ ସୁନାର ଦର ଏହି ଭଳି ଅଛି l ତେଣୁ ଗ୍ରାମ କୁ ପ୍ରାୟ 500 ଟଙ୍କା ପର୍ଯ୍ୟନ୍ତ ସୁନା ଦର କମି ଯାଇଛି l ଏହା ସହିତ ମଧ୍ୟ 22 କ୍ୟାରେଟ ସୁନାର ଦର ମଧ୍ୟ କମି ଯାଇଛି l ଏହି ସୁନାର ଦର ମଧ୍ୟ 47250 ପର୍ଯ୍ୟନ୍ତ କମି ଯାଇଛି l ଏହା ସହିତ ମଧ୍ୟ ରୂପlର ଦର କମି ଯାଇଛି l

ଜଣା ଯାଇଛି ଯେ ଆମେରିକା ର ଡଲାର ର ପରିମାଣ ସନ୍ତୁଳିତ ହେଲା ପରେ ସୁନାର ଦର ମଧ୍ୟ ବହୁତ କମି ଯିବ l ଜଣl ଯାଉଛି ଯେ ଆମ ଦେଶରେ ସବୁଠୁ କମ ଟଙ୍କାର ଅର୍ଥାତ ସୁନାର ଦର କମି ଯିବ l ଏହି ସୁନାର ଦର ମଧ୍ୟ ମୁମ୍ବାଇ ରେ ଏହାର ଦର ବହୁତ କମି ଯାଇଛି, ଏଠାରେ ମଧ୍ୟ ସୁନାର ଦର ଗ୍ରାମ ପିଛା ପ୍ରାୟ 500 ଟଙ୍କା କମି ଯାଇଛି 24 କ୍ୟାରେଟ ସୁନାର l ଏହି ପରି ସୁନାର ଦର ମଧ୍ୟ ଆଗକୁ କମିବ ବୋଲି ଅନୁମାନ କରାଯାଇଛି l

ଜାଣିଥିବେ ଯେ ସବୁଠୁ ଅଧିକ ସୁନା ଦର ଅଗଷ୍ଟ ରେ ବଢ଼ି ଯାଇଥିବାରୁ l ଲୋକେ ସୁନl କିଣିବl ପାଇଁ ସକ୍ଷମ ହୋଇ ପାରୁ ନଥିଲେ l ଲୋକେ ନିଜର ଝିଅ ର ବିବାହ ତଥା ଘରକୁ ସୁନା ଆଣି ପାରୁନଥିଲେ l ଆମ ଦେଶରେ ସୁନା କୁ ପ୍ରାୟ ଗହଣl ରୂପେ ବ୍ୟବହlର କରନ୍ତି l କିନ୍ତୁ ସୁନା ଦର ଏହିଭଳି ଅମୁଲ୍ୟ ରୂପେ ବଢ଼ିବାରୁ ସାଧାରଣ ପରିବାର ଲୋକ ମାନେ ସୁନା କିଣି ପାରୁ ନଥିଲେ l

ସୁନା ଦର ଯୋଗୁଁ ଆମ ଦେଶରେ ସୁନାର କିଣା ବିକ୍ରି କମି ଯାଇଛି l ଆଶା କରା ଯାଇଛି ଆଗକୁ ଏଭଳି ସୁନା ଦର ବଢିବ ନାହିଁ l ସୁନା ସହିତ ରୁପାର ଦର ରେ kg 1500 ପର୍ଯ୍ୟନ୍ତ ଦର କମି ଯାଇଛି l ମାତ୍ର ଗୋଟିଏ ସପ୍ତାହ ରେ 250 ଟଙ୍କା ଦର କମିଛି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।