ପୁତ୍ର ସନ୍ତାନ ଜନ୍ମ ପାଇଁ ଶାରୀରିକ ସମ୍ବନ୍ଧ ବନାଇବେ କେମିତି ? ଆଜି ହିଁ କରନ୍ତୁ ଏହି କାମ

ଆଇନ ଅନୁସାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରିବା ଏକ ବଡ଼ ଅପରାଧ ଅଟେ। ତେଣୁ ଏହାକୁ ନିଷେଧ କରା ଯାଇଛି।ତେବେ ଏବେ ଆପଣଙ୍କ ହାତରେ ରହିଛି ଏହାର ସମାଧାନ। କାରଣ ଆପଣ ଚାହିଁଲେ ଆପଣଙ୍କ ଇଚ୍ଛାରେ ଆପଣଙ୍କ କାର୍ଯ୍ୟରେ ଜାଣି ପାରିବେ ଯେ ଆପଣଙ୍କ ଗର୍ଭସ୍ଥ ଶିଶୁର ଲିଙ୍ଗ କଣ ଅଟେ। ଚାଇନା ର ଏକ ରାଜ ପରିବାରରେ କେବଳ ପୁତ୍ର ସନ୍ତାନ ଜନ୍ମ ନେଉଥିଲେ। ସେମାନେ ଏହି ଟେକନିକ୍ କୁ ଗ୍ରହଣ କରି ଏହାକୁ ସମ୍ଭବ କରି ପାରିଲେ।

ତେବେ ଏହାକୁ ଅନ୍ୟମାନେ ବି ଗ୍ରହଣ କରି ସଫଳ ହୋଇଥିଲେ।ପରେ ଏହାକୁ ଭାରତୀୟ ମାନେ ବି ଆପଣେଇ ଥିଲେ ଏବଂ ନିଜ ଇଚ୍ଛାରେ ଲିଙ୍ଗ ନିରୂପଣ ମଧ୍ୟ କରି ପାରୁଛନ୍ତି।

ଯେଉଁ ମାନଙ୍କର ପୁତ୍ର ସନ୍ତାନ ଅଧିକ ସେମାନେ ଚାହିଁଲେ ଏହି ଟେକ୍ ନିକ କୁ ଆପଣେଇ ପାରିବେ ଏବଂ ଯେଉଁ ମାନଙ୍କର ଝିଅ ସନ୍ତାନ ବାରମ୍ବାର ହେଉଛି ସେମାନେ ମଧ୍ୟ ଏହି ଫର୍ମୁଲା କୁ ଗ୍ରହଣ କରି ପୁତ୍ର ସନ୍ତାନ ହାସଲ କରି ପାରିବେ।ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ଫର୍ମୁଲା।

ଏମିତି ଟେକ୍ ନିକ ଅଛି ଯାହା ହେଉଛି ଶାରିରୀକ ସମ୍ପର୍କ ରଖିବାର ଧାରାକୁ ଆପଣେଇ ବା ଦ୍ବାରା ଆପଣ ପୁତ୍ର ସନ୍ତାନ କିମ୍ବା ଝିଅ ସନ୍ତାନ ପାଇ ପାରିବେ। ଶାରିରୀକ ସମ୍ବନ୍ଧ ସମୟରେ ଆପଣଙ୍କୁ ଗୋଟିଏ କଥାକୁ ଧ୍ୟାନ ଦେବାକୁ ପଡ଼ିବ। ଆପଣଙ୍କୁ ଏଥିପାଇଁ ନିଜ ସ୍ତ୍ରୀ ର ଜନ୍ମ ତାରିଖକୁ ଜାଣିବାକୁ ପଡ଼ିବ। ତେବେ ଆପଣ ପ୍ରଥମେ ଆପଣଙ୍କ ସ୍ତ୍ରୀ ର ଜନ୍ମ ତାରିଖରୁ ବର୍ତ୍ତମାନର ତାରିଖ ସହିତ ଫେଡାନ କରନ୍ତୁ।

ତେବେ ଏହି ଫେଡ଼ାଣ ପରେ ଆପଣ ଦେଖିବେ ଆପଣଙ୍କ ସ୍ତ୍ରୀ ର ବୟସ କେତେ ହେଉଛି। ଧରନ୍ତୁ ଆପଣଙ୍କ ସ୍ତ୍ରୀ ର ଜନ୍ମ ତାରିଖ ୧୯୯୧ ମସିହା ଏବଂ ଏବେର ମସିହା ହେଉଛି ୨୦୧୮ ମସିହା।ତେବେ ଆପଣଙ୍କୁ ଏବେର ମସିହା ରୁ ସ୍ତ୍ରୀ ର ଜନ୍ମ ଦିନର ମସିହା କୁ ବିୟୋଗ କରିବାକୁ ପଡ଼ିବ। ଏହାପରେ ଉତ୍ତର ହେଉଛି ୨୭ ବର୍ଷ।

ତେବେ ଏହି ବର୍ଷ ଅନୁସାରେ ଆପଣଙ୍କୁ ଚାଇନିଜ କେଲେଣ୍ଡାର ଦେଖିବାକୁ ପଡ଼ିବ।ଏହା ମେଲ୍ ନା ଫିମେଲ ଲେଖା ଯାଇଛି ଦେଖନ୍ତୁ। ଯାହା ଆପଣଙ୍କୁ ଏହି ଭିଡିଓ ରେ ଦେଖିବାକୁ ମିଳିବ। ପ୍ରତି ମାସ ଏବଂ ସେହି ମାସ ଅନୁସାରେ ଦିଆଯାଇଥିବା ଉପର ସଂଖ୍ୟା ଆପଣଙ୍କର ଯାହା ପଡ଼ିବ। ସେହିଥିରୁ ଆପଣ ଜାଣି ପାରିବେ ଆପଣଙ୍କର କେଉଁ ସନ୍ତାନ ହେବ।

ଏଥିରେ ଯେଉଁ ସଂଖ୍ୟା ତଳେ M ଲେଖା ଯାଇଛି, ଅର୍ଥାତ୍ ପୁତ୍ର ସନ୍ତାନ ହେବ।ଏବଂ F ଲେଖାଥିଲେ କନ୍ୟା ସନ୍ତାନ ହେବ। ଯେଉଁ ସଂଖ୍ୟାତଳେ ଯାହା ଉଲ୍ଲେଖ ରହିଛି ସେହି ତାରିଖ ଅନୁସାରେ ଯଦି ସ୍ବାମୀ ସ୍ତ୍ରୀ ଶାରିରୀକ ସମ୍ବନ୍ଧ ରଖନ୍ତି ତେବେ ଆପଣଙ୍କର ସେହି ସନ୍ତାନ ଜନ୍ମ ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।