ଦେଖନ୍ତୁ ଭିଡ଼ିଓ । ଓଲିଉଡ଼ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ TIK TOK ଭିଡ଼ିଓ ଏବେ ନିଆଁ ଭଳି ଭାଇ ରାଲ ହେବାରେ ଲାଗିଛି…….

ଆପଣମାନେ ଦେଖିବାକୁ ପାଉଥିବେ ଆଜିକାଲି ର ଇଣ୍ଟରନେଟ୍ ଯୁଗରେ ଯୁବପିଢି ମାନଙ୍କ ପାଖରୁ ଆରମ୍ଭ କରି କଳାକାର ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଆଗ୍ରହ ସୋସିଆଲ ମିଡ଼ିଆ ରେ ଅଧିକ ରହିଥିବାର ଦେଖିବାକୁ ମିଳୁଛି। ସେମାନେ ତାଙ୍କର ଅଧିକତର ସମୟ ସୋସିଆଲ ମିଡିଆରେ ବିତେଇବାକୁ ପସନ୍ଦ କରିଛନ୍ତି। ଆଜିର ଯୁବ ସମାଜ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନେ ଅଧିକ ମାତ୍ରାରେ ଏଥିପ୍ରତି ଆକର୍ଷିତ ହେଉ ଥିବାର ଦେଖିବାକୁ ମିଳୁଛି।

ଏହାରି ଭିତରେ ମନୋରଞ୍ଜନ ର ସୁରାକ ଯୋଗାଇ ଦେଉଥିବା କିଛି ଭିଡିଓ ଆପ ର ଚାହିଦା ବଢ଼ିବାରେ ଲାଗିଛି। ଯେମିତି ଟିକ ଟକ ଆପ ମାଧ୍ୟମରେ ଅନେକ ଯୁବକ ଯୁବତୀ ସେମାନଙ୍କ ର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।

ସେହିପରି ଆମେ ଆଜି ଓଡ଼ିଶାର ଲୋକପ୍ରିୟ ସୁନ୍ଦରୀ ଅଭିନେତ୍ରୀ ଲିପ୍ସା ଦାସ୍ ଙ୍କର ମନୋରଞ୍ଜନ ର ଭିଡିଓ ଆପଣଙ୍କୁ ଦେଖେଇବାକୁ ଯାଉଛୁ ଯାହାକୁ ଆପଣ ଥରେ ଭଲ ଭାବରେ ଦେଖନ୍ତୁ। କିପରି ଭାବରେ ଏହି ଅଭିନେତ୍ରୀ ତାଙ୍କର ମଜା ମସ୍ତି କୁ ଦେଖାଉଛନ୍ତି, ଉଭୟ ଅଭିନୟ ଏବଂ ନୃତ୍ୟ ମାଧ୍ୟମରେ।

ବିଭିନ୍ନ ପ୍ରକାର ଓଡ଼ିଆ ଆଲବମ୍ ଏବଂ ଫିଲ୍ମ୍ ସଙ୍ଗୀତର ତାଳେତାଳେ ସେ ଏହି ସବୁ ଟିକ ଟକ ଭିଡିଓ କୁ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଏହି ଅଭିନେତ୍ରୀ ବହୁତ୍ ସୁନ୍ଦର୍ ଦେଖା ଯାଉଛନ୍ତି। ଏହି ଭିଡିଓ ମାନଙ୍କରେ ତାଙ୍କର ଅଭିନୟ ମଧ୍ୟ ବହୁତ୍ ପ୍ରଶଂସନୀୟ ରହିଛି। ଏହାଛଡା ତାଙ୍କର ନୃତ୍ୟ ମଧ୍ୟ ବହୁତ୍ ମନୋରଞ୍ଜନ ଧର୍ମୀ ହୋଇଛି।

ତେବେ ଏହି ଅଭିନେତ୍ରୀ ଅନେକ ଟିକ ଟକ ଭିଡିଓ କରିଛନ୍ତି। ଭିନ୍ନ ଭିନ୍ନ ଗୀତରେ ନୃତ୍ୟ କରିଥିବାର ନଜର ଆସିଛନ୍ତି। ଉଭୟ ଓଡ଼ିଆ ଓ ହିନ୍ଦୀ ଗୀତ ମାଧ୍ୟମରେ ସେ ନୃତ୍ୟ କରିଛନ୍ତି ଏବଂ ସେଥିରେ ସେ ବହୁତ୍ ଆକର୍ଷଣୀୟ ଲାଗୁଛନ୍ତି।ଏହି ଭିଡିଓ ଗୁଡ଼ିକରେ ସେ ତାଙ୍କର ଜଳବା ଦେଖାଉଛନ୍ତି।

ତେବେ ଅଭିନେତ୍ରୀ ଲିପ୍ସା ଏହି ଭିଡିଓ ରେକର୍ଡ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ ର ଡ୍ରେସ୍ ରେ କରିଛନ୍ତି, ଯେଉଁଥିରେ ତାଙ୍କର ସୁନ୍ଦରତା ଅଧିକ ଦୁଇ ଗୁଣିତ ହୋଇଥାଏ।ଭିଡିଓରେ ଆପଣ ଦେଖିବାକୁ ପାଇବେ ସେ କେତେବେଳେ ଶାଢ଼ୀରେ ତାଙ୍କର ଭିଡିଓ ରେକର୍ଡ କରିଛନ୍ତି ତ ପୁଣି କେଉଁ ସ୍ଥାନରେ ସାଲ୍ଵାର୍ ରେ ସୁନ୍ଦର୍ ଭିଡିଓ ମାନ ରେକର୍ଡ କରିଛନ୍ତି।

ତେବେ ଆଲବମ୍ ଗୀତ ଏବଂ ହିନ୍ଦୀ ଗୀତରେ ଅନେକ ଭିଡିଓ କରିଛନ୍ତି ଏହି ଅଭିନେତ୍ରୀ। ଆପଣ ବି ଥରେ ଦେଖନ୍ତୁ ଏହି ସବୁ ଭିଡିଓ ରେ କିଭଳି ଭାବରେ ଅଭିନୟ କରିଛନ୍ତି ଏହି ଛାତ୍ରୀ ମାନେ।ଆଧୁନିକ ପୋଷାକରେ ମଧ୍ୟ ବହୁତ୍ ସୁନ୍ଦର୍ ଦେଖା ଯାଉଛନ୍ତି ଲିପ୍ସା। ବିଭିନ୍ନ ବେଶଭୂଷା ରେ ନିଜକୁ ସଜେଇ ସେ ଅନେକ ଭିଡିଓ ରେକର୍ଡ କରିଛନ୍ତି।ଏହି ଭିଡିଓ ଗୁଡ଼ିକ ରେ ସେ ବହୁତ୍ ସୁନ୍ଦର ନୃତ୍ୟ କରିଛନ୍ତି ଏବଂ ଖୁବ୍ ସୁନ୍ଦର୍ ମଧ୍ୟ ଦେଖା ଯାଉଛନ୍ତି।

ତାଙ୍କର ପ୍ରତିଭା ଏହି ଭିଡିଓ ମାନଙ୍କରେ ସ୍ପଷ୍ଟ ଭାବରେ ବାରି ହେଉଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।