ଆମେରିକା ରେ ବଡ ପରିବର୍ତ୍ତନ ! ଡନାଲ୍ଡ ଟ୍ରମ୍ପ କୁ ପଛରେ ପକାଇଲେ ଏହି ବ୍ୟକ୍ତି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…..

ଆମେରିକା ବାଛୁଚି ଏବେ ରାଷ୍ଟ୍ରପତି । ଏଥି ପାଇଁ ମଧ୍ୟ ଶେଷ ହୋଇ ସାରିଛି ଭୋଟ ଗ୍ରହଣ । ବର୍ତ୍ତମାନ ସମସ୍ତ ଙ୍କ ର ନଜର ରହିଛି ଭୋଟ ଗଣତି ଉପରେ । କିଏ ହେବ ବର୍ତ୍ତମାନ ଆମେରିକା ର ରାଷ୍ଟ୍ରପତି । ଏହା ଉପରେ ବର୍ତ୍ତମାନ ସାରା ବିଶ୍ବ ର ନଜର ରହିଛି। ଆମେରିକା ରେ ରାଷ୍ଟ୍ରପତି ହେବା ପାଇଁ ଦରକାର ରହିଛି 270 ଇଲେକ୍ଟ୍ରିକାଲ କଲିଜ୍ ଫୋର୍ସ ।

ସୂଚନା ମିଳିଛି ଯେ ବର୍ତ୍ତମାନ ସୁଦ୍ଧା ବାଇଡେନ ଙ୍କୁ ପଛ ରେ ପକାଇ ଅଛନ୍ତି ତ୍ରମ୍ପ । ବାଇଡେନ ଙ୍କୁ ମିଳିଛି 223 ଭୋଟ ଓ ଟ୍ରମ୍ପ କୁ 136 ଟି ଇଲେକ୍ଟ୍ରିଲ ଭୋଟ ମିଳିଛି ।

ପ୍ରାଥମିକ ରିପୋର୍ଟ ଅନୁସାରେ ଦେମୋକ୍ରାଟି ପାର୍ଥୀ ଜାଏ ବାଇଡେନ ପୂର୍ବତନ ରାଷ୍ଟ୍ରପତି ଡନାଲ୍ଡ ଟ୍ରମ୍ପ ଙ୍କ ଆଗରେ ଅଛନ୍ତି । ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ଦନାଲ୍ଡ ଟ୍ରମ୍ପ ଆଲବାମା , ନିଶିଶିପି , ଓକାର୍ହୋମ , ପେନ୍ସି ରେ ବିଜୟ ହୋଇ ଅଛନ୍ତି । ଦେମୋକ୍ରାଟିି ପାର୍ଥି ଜାଏ ବାଇଡେନ କନେକ୍ତିକାର , ଦେରା ଦୟାର , ମେରିଲାଣ୍ଡ , ରୋଡ ଆଇଲ୍ୟାଣ୍ଡ ରେ ବିଜୟ ପ୍ରାପ୍ତି କରି ଅଛନ୍ତି। କେନୁଟୁକ୍ ଓ ଇନ୍ଦ୍ଯାନୀ ରେ ଟ୍ରମ୍ପ ବିଜୟ ପ୍ରାପ୍ତି କରି ଅଛନ୍ତି ।

ଆରକାନ୍ସ ରେ ପୂର୍ବତନ ରାଷ୍ଟ୍ରପତି ଡନାଲ୍ଡା ତ୍ରମ୍ପ୍ ଓ ନିୟୂୟାର୍କ ରେ ଜାଏ ବାଇଡେନ ବିଜୟ ହୋଇ ଅଛନ୍ତି । ତେବେ ଏହା ସହିତ ଆମେରିକା ର ବହୁତ୍ ସଂଖ୍ୟକ ନାଗରିକ ମେଲ ଇନ୍ ବ୍ୟାଲେଡ ଓ ପୋଷ୍ଟାଲ ଜରିଆ ରେ ନିଜର ମତ ରଖି ଭୋଟ ଦେଇ ଅଛନ୍ତି କିନ୍ତୁ ଏହାର ଏପର୍ଯ୍ୟନ୍ତ ଗଣତି ସରି ନାହିଁ । ଏହି ସବୁ କୁ ମିଶାଇଲେ ପରେ ହିଁ ଏକ ଚୁଡାନ୍ତ ଫଳା ଫଳ ଆସିବ ।

ଆମେରିକା ର ଟରିଡା , କରୋନିଲା , ଓହିଓ , ପେନ୍ସିଲ ଭାନିଆ ରେ ପୂର୍ବତନ ରାଷ୍ଟ୍ରପତି ଦନାଲ୍ଡ ଟ୍ରମ୍ପ ଓ ବାଇଡେନ ଙ୍କ ମଧ୍ୟ ରେ କଡ଼ା ଟକ୍କର ଲାଗି ଥିବାର ର ଜଣା ପଡିଛି । ଯାହାକି ଆମେରିକା ର ରାଷ୍ଟ୍ରପତି ନିର୍ବାଚନ କୁ ଅଧିକ ରୋଚକ କରି ଅଛି । ଏହି ନିର୍ବାଚନ ବର୍ତ୍ତମାନ ବହୁତ୍ ଟପ୍ ରେ ଅଛି କାରଣ ଏହାର ଗୋଟିଏ ପକ୍ଷ ରେ ପୂର୍ବତନ ରାଷ୍ଟ୍ରପତି ଦନାଲ୍ଡା ଟ୍ରଂପ୍ ଥିବା ବେଳେ ତାଙ୍କୁ ଅଧିକ ଭୋଟ ପାଇ ଟକ୍କର ଦେଉ ଅଛନ୍ତି ଜାଏ ବାଇଡେନ ।

ସମସ୍ତେ ବର୍ତ୍ତମାନ ଏହାର ଫଳ କୁ ଅପେକ୍ଷା କରି ଅଛନ୍ତି । ତେବେ ଯାହା ଆମେ ଦେଖିଲେ ଦନାଲ୍ଡ ଟ୍ରମ୍ପ ଙ୍କ ର ସ୍ଥିତି ଏହି ରାଷ୍ଟ୍ରପତି ନିର୍ବାଚନ ରେ ଏତେ ଭଲ ନାହିଁ କାରଣ ତାଙ୍କୁ ବହୁତ୍ ଅଧିକ ସଂଖ୍ୟା ଭୋଟ ପ୍ରାପ୍ତି କରି ତାଙ୍କ ସହିତ ଟକର ଦେଇ ଅଛନ୍ତି ଜାଏ ବାଇଡେନ ।

କଣ ଲୋକ ମାନେ ପୁଣି ଥରେ ରାଷ୍ଟ୍ରପତି ହିସାବ ରେ ଆସିବେ ନା ଆମେରିକା କୁ ବର୍ତ୍ତମାନ ନୂତନ ରାଷ୍ଟ୍ରପତି ବାଇଡେନ ହେବେ । ଆମେରିକା ଏକ ବିକଶିତ ରାଷ୍ଟ୍ର ହୋଇ ଥିବା ରୁ ବର୍ତ୍ତମାନ ସାରା ବିଶ୍ବ ର ନଜର ଏହାର ରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।