ଦେଖନ୍ତୁ ଭିଡ଼ିଓ । TOP ହିରୋଇନ ଙ୍କ Tik Tok ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…..

ଅଭିନେତା ଓ ଅଭିନେତ୍ରୀ ମାନଙ୍କର ଜୀବନ ଶୈଳୀ ଟିକେ ଭିନ୍ନ ଅନ୍ଦାଜ ର ହୋଇଥାଏ। ସେମାନେ ବି ସାଧାରଣ ଲୋକଙ୍କ ଭଳି କିଛି ଏମିତି କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି ଯାହା ସମସ୍ତଙ୍କୁ ଆକୃଷ୍ଟ କରିଥାଏ ଏବଂ ସେମାନଙ୍କୁ ଅଧିକ ଲୋକପ୍ରିୟତା ଆଣି ଦେଇଥାଏ। ଅତ୍ୟାଧୁନିକ ଯୁଗରେ ଆଜିର ଯୁବ ସମାଜ ଅଧିକ ମାତ୍ରାରେ ସୋସିଆଲ ମିଡିଆ ପ୍ରତି ଆକର୍ଷିତ ହେଉ ଥିବାର ଦେଖିବାକୁ ମିଳୁଛି।

ସେହିପରି ନିଜକୁ ପରିଚିତ କରିବା ପାଇଁ ଏବଂ ଲୋକପ୍ରିୟତା ହାସଲ କରିବା ପାଇଁ କିଶୋର କିଶୋରୀ ମାନଙ୍କ ଭଳି ସେଲେବ୍ରି ଟି ମାନେ ମଧ୍ୟ କିଛି ମନୋରଞ୍ଜନ ଧର୍ମୀ ଭିଡିଓ ଜରିଆରେ ତାଙ୍କର ପ୍ରତିଭା ଦେଖାଉଛନ୍ତି ଏବଂ ଲୋକଙ୍କ ଅଧିକ ନିକଟତର ହେଉଛନ୍ତି।

ତେବେ ଏହିସବୁ ମନୋରଞ୍ଜନ ର ମାଧ୍ୟମ ପାଲଟିଛି ସୋସିଆଲ ମିଡ଼ିଆ।କାରଣ ଏହାରି ଭିତରେ ମନୋରଞ୍ଜନ ର ସୁରାକ ଯୋଗାଇ ଦେଉଥିବା କିଛି ଭିଡିଓ ଆପ ର ଚାହିଦା ବଢ଼ିବାରେ ଲାଗିଛି। ଯେମିତି ଟିକ ଟକ ଆପ ମାଧ୍ୟମରେ ଅନେକ ଯୁବକ ଯୁବତୀ ସେମାନଙ୍କ ର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।

ସେହିଭଳି ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏହିଭଳି ଆପ ମାଧ୍ୟମରେ ଲୋକଙ୍କ ନିକଟତର ହେବାର ପ୍ରୟାସ କରୁଛନ୍ତି ବିଭିନ୍ନ ପ୍ରକାର ହାସ୍ୟତ୍ମକ ଭିଡିଓ ମାଧ୍ୟମରେ। ଓଲିଉଡ ର ଜଣାଶୁଣା କଳାକାର ମାନେ ମଧ୍ୟ ଏହିଭଳି କିଛି ଭିଡିଓ କରି ଲୋକଙ୍କୁ ଖୁବ ହସାଇଛନ୍ତି ଏବଂ ଭଲପାଇବା ସାଉଁଟି ଛନ୍ତି।

ତେବେ ସେହି କଳାକାର ମାନଙ୍କର କିଛି ବଛା ବଛା ମନୋରଞ୍ଜନ ର ଭିଡିଓ କୁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଯାହା ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ। ଏଠାରେ ସିଦ୍ଧାନ୍ତ ମହାପାତ୍ର ଙ୍କ ଭଳି ଲୋକପ୍ରିୟ ପ୍ରମୁଖ କଳାକାର ଙ୍କ ପାଖରୁ ଆରମ୍ଭ କରି ନବାଗତ କଳାକାର ସ୍ବରାଜ, ଭୂମିକା ଏବଂ ଶିବାନୀ ଙ୍କ ଭିଡିଓ ମଧ୍ୟ ରହିଛି।

ଏହା ସହିତ ଅନ୍ୟ ପ୍ରିୟ କଳାକାର ମାନେ ଯଥା ବାବୁଶାନ୍, ଝିଳିକ୍, ଜିନା, ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ, ରିୟା, ଲିପ୍ସା ,ପପୁ ପମପମ୍ ଏବଂ ବର୍ଷା ପ୍ରିୟଦର୍ଶିନୀ ଭଳି ଜଣାଶୁଣା ଚେହେରା ମଧ୍ୟ ରହିଛି। ନବାଗତ ନାୟିକା ଭୂମିକା, ଶିବାନୀ ଙ୍କ ସହିତ ଆପଣ ଦିବ୍ୟାଦିସା ଙ୍କୁ ବି ଦେଖିବାକୁ ପାଇବେ।

କେବଳ କମେଡି ନୁହେଁ ବରଂ ଇମୋଶୋନାଲ୍ ଡ଼ାଇଲଗ୍ ରେ ମଧ୍ୟ ଏମାନେ ଏଇସବୁ ଭିଡିଓ ପ୍ରସ୍ତୁତ କରିଛନ୍ତି। ନିଜକୁ ବିଭିନ୍ନ ପ୍ରକାର ଢଙ୍ଗରେ ସଜାଇ, ଭିଡିଓ ର ସ୍କ୍ରିପ୍ଟ ଅନୁସାରେ ନିଜକୁ ପ୍ରସ୍ତୁତ କରି ଏହି ଅଭିନେତ୍ରୀ ମାନେ ଏହିସବୁ ଭିଡିଓ କରିଛନ୍ତି। କିଛି ଭିଡିଓ ଦେଖିଲେ ଆପଣ ହସି ହସି ବେଦମ୍ ହୋଇଯିବେ। ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ।

ତେବେ ନିଶ୍ଚିତ ଭାବରେ ଥରେ ଆପଣ ଏହି କଳାକାର ମାନଙ୍କର ଭିଡିଓ ଦେଖନ୍ତୁ ଏବଂ ନିଜକୁ ମନୋରଞ୍ଜନ କରାନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।