ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ଲାଗୁଛନ୍ତି କି ? ମାତ୍ର ୨ ମିନିଟ ରେ ହେବ ସମାଧାନ, କରନ୍ତୁ ଏହି ୫ଟି ଉପାୟ ୧୦୦% ଗ୍ୟାରେଣ୍ଟି

ଆପଣ ମାନେ ଜାଣି ଥିବେ ଯେ ଭାରତୀୟ ପୁରାଣ ଶାସ୍ତ୍ର ଆଦିରେ ନାରୀ ମାନଙ୍କର ଚରିତ୍ର ବର୍ଣନା କରାଯାଇଛି l ପୁରୁଷ ମାନଙ୍କର ମଧ୍ୟ ବର୍ଣ୍ଣନା କରା ଯାଇଛି, କିନ୍ତୁ ମହିଳା ମାନଙ୍କର ଚରିତ୍ର ଉପରେ ଅଧିକ ଗୁରୁତ୍ୱ ଦିଆ ଯାଏ l କାରଣ ହିନ୍ଦୁ ପରମ୍ପରା ରେ ମହିଳା ମାନଙ୍କୁ ଘରର ମହାଲକ୍ଷ୍ମୀ କହନ୍ତି l ଶାସ୍ତ୍ର ରେ ଅଧିକ ମହିଳା ମାନଙ୍କ ଚରିତ୍ର ବର୍ଣ୍ଣନା କରାଯାଇଛି l ଶାସ୍ତ୍ର ରେ ବର୍ଣିତ ଅନୁସାରେ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ଯୁଗ ଯୁଗ ର ହୋଇ ଥାଏ l

ତେଣୁ ସେମାନଙ୍କ ର କିଛି କାରଣ ପାଇଁ ବା ଲକ୍ଷଣ ପାଈଁ ସେମାନେ ଝଗଡା ଲାଗି ଥାନ୍ତି ତେବେ ସେହି ଘଟଣା ଗୁଡିକ କିଛି କାର୍ଯ୍ୟ କରି ଆମେ କଳହ କୁ ଦୁରେଇ ଦେଇ ପlରିବା l

ତେବେ ଚାଲନ୍ତୁ ଜାଣିବା କେଉଁ ଭଳି କାର୍ଯ୍ୟ ହୋଇ ଥିଲେ ଘରେ କେଉଁ ଭଳି ଆଚରଣ କଲେ, କେମିତି ବ୍ୟବହାର କଲେ ସେମାନଙ୍କ ଠାରୁ କଳହ ଦୁରେଇ ଘର କୁ ଶାନ୍ତି ଆସିବ l ସେ ଗୁଡିକ ନିମ୍ନରେ ବର୍ଣନା କରାଯାଇଛି l

1, ପୁର୍ଣିମା ଦିନ ସକାଳୁ ଉଠି ସ୍ନାନ ସାରି ଆମ୍ବ ଗଛ ରୁ କିଛି ଆମ୍ବ ପତ୍ର ଆଣି ଆମ୍ବ ପାତ୍ର କୁ ମାଳ କରି ଗୃହ ର ମୁଖ୍ୟ ଦ୍ୱାର ରେ ଟାଙ୍ଗୀ ଦେବା ଓ ଦୁଇ ଦିନ ପରେ ସେହି ଆମ୍ବ ପତ୍ର ମାଳ କୁ ସେଠାରୁ ଆଣି ପାଣିରେ ପକାଇ ଦେବା l ଏହା ଦ୍ୱାରା ଝଗଡା ଦୂର ହୋଇ ଯିବ l

2, ପ୍ରତି ଦିନ ଘରେ ଠାକୁର ପୂଜା କରି ସାରି ସମସ୍ତ ଙ୍କର ଘରେ ଶଙ୍ଖ ବଜାଇ ବା ଦ୍ୱାରା ଘରକୁ ଶାନ୍ତି ଆସି ଥାଏ l ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାନ୍ତି l

3, ପୁର୍ଣିମା ଦିନ ସକାଳୁ ଉଠି ସ୍ନାନ ସାରି କିଛି କଞ୍ଚା ହଳଦୀ କୁ ପେଷ୍ଟ କରି ସେହି ହଳଦୀ ପେଷ୍ଟ କୁ ଘର ର ମୁଖ୍ୟ ଫାଟକ ରେ ‘ଓଁ’ ଲେଖିଲେ ଘର କୁ ଭଗବାନ ବିଷ୍ଣୁ ଆସି ଥାନ୍ତି ଯାହା ଫଳରେ ଘରେ ଶାନ୍ତି ରହି ଥାଏ l ଓ ଘରେ ଝଗଡା ହୁଏ ନାହିଁ l

4, ଘରେ ସୁନା ର ବୁଦ୍ଧ ଲକ୍ଷ୍ମୀ କୁ ରଖିବା ଓ ସେହି ଲକ୍ଷ୍ମୀ ର ମୂର୍ତ୍ତି କୁ ପୂର୍ବ ଦିଗ କୁ ରଖିବା l ଏହା କାହାର ଦାନ ହୋଇ ନ ଥିବ l

5, ଘରେ କୌଣସି ପ୍ରକlର ପୁରୁଣା ଜିନିଷ, ଭାଙ୍ଗି ଯାଇଥିବା ଜିନିଷ ବା ବ୍ୟବହାର ହଉନଥିବା ଜିନିଷ କୁ ଘରେ ରଖିବା ନାହିଁ l ଏହା ଦ୍ୱାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ହୋଇ ନ ଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।