ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ । ଅଭଦ୍ର ଶ୍ୱଶୁରର କାରନାମା ବୋହୁକୁ ଗାଁ ଦାଣ୍ଡରେ ଚୁଟି ଘୋଷାଡି ଶେଷରେ କଲା ଏମିତି ଛିଃ ଛିଃ……

ଆମଦେଶରେ କେଉଁଠି ନା କେଉଁଠି ନାରୀ ଉପରେ ଅତ୍ୟାଚାର ହେଉଛି ଯାହାକୁ ଆପଣ ଦେଖିଲେ କହିବେ ଆମ ଦେଶରେ କେଉଁଠି ନାରୀ ସୁରକ୍ଷିତ l ନାରୀ କୁ ସୁରକ୍ଷା ଦେବା ପାଇଁ ଆମ ଦେଶରେ ଆଇନ ପ୍ରଚଳିତ ହେଉଥିଲେ ମଧ୍ୟ ଆମ ଦେଶରେ ଆଇନ ର ଉପଯୁକ୍ତ ଜାଗାରେ ପ୍ରୟୋଗ ହୋଇ ପାରୁ ନାହିଁ l ସ୍ୱାଧୀନତା ପୂର୍ବରୁ ନାରୀ ମାନେ ଯେମିତି ଅବହେଳିତ ଅତ୍ୟାଚାର ରେ ସ୍ୱୀକାର ହେଉଥିଲେ ଆଜିବି ନାରୀ ମାନେ ସେହି ପରି ଅତ୍ୟାଚାରିତ ହେଉଛନ୍ତି l

ଆମ ଦେଶରେ ନାରୀ ମାନେ ଏବେ ନିଜକୁ ଅସୁରକ୍ଷିତ ମାନୁଛନ୍ତି ଏହି ପୁରୁଷ ପ୍ରଧାନ ସମାଜରେ l

ଆଜି ନାରୀ ମାନେ ଆମ ସମାଜରେ ଅବହେଳିତ ଏମିତି ହେଉଛନ୍ତି ତଥା ଏମାନଙ୍କ ଉପରେ ଏମିତି ଅତ୍ୟାଚାର ହେଉଛି ଯାହା ପାଖରେ ପ୍ରମାଣ ନଥିବାରୁ ନାରୀ ମାନେ ଆଇନ ଦ୍ୱାରା ମଧ୍ୟ ନ୍ୟାୟ ପାଇଁ ପାରୁନାହାନ୍ତି l

ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଦେଖେଇବୁ ଯାହାକୁ ଆପଣ ଦେଖିଲେ ନାରୀ ଉପରେ ଅତ୍ୟାଚାର କରୁଥିବା ପୁରୁଷ କୁ କେଉଁ ଭଳି ଦଣ୍ଡ ଦିୟଯିବା ଡର କାର ଆପଣ ନିଜେ ବିଚାର କରନ୍ତୁ l ଏହି ଭିଡିଓ ଦେଖିଲେ ଆପଣ ଜାଣି ପାରିବେ ଆମ ଦେଶରେ ନାରୀ ମାନଙ୍କୁ କେଉଁ ଭଳି ଅତ୍ୟାଚାର ହେଉଛି l

ଆମେ ଯେଉଁ ଭିଡିଓ ଦେଖେଇବୁ ଯାହା ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି l ଏହି ଭିଡିଓ ଟି ହେଉଛି ଭଦ୍ରକ ଜିଲ୍ଲାର କେନ୍ଦୁଆ ପଦାର ବାଲହା ସାହିର ହୋଇଛି l ଏହି ଭିଡିଓରେ ନିଜର ପୁଅର ସ୍ତ୍ରୀ ମାନେ ବହୁକୁ ଚୁଟି ଘୋଷାଡ଼ି ଘୋଷାଡ଼ି ଗାଁ ଦାଣ୍ଡରେ ପିଟୁଛନ୍ତି ନୃସିଂହ ଶସୁର l ଆଉ ବହୂ ଚିତ୍କାର କରି କାନ୍ଦିବା ସହିତ କହିଚାଲିଛି ଭିଡିଓ କର ଆମ ଦେଶରେ ନ୍ୟାୟ ପାଇବା ପାଇଁ ପ୍ରମାଣ ଦରକାର l

ଏତିକି ଶସୁରର ମନ ପୁରି ନାହିଁଯେ ବହୂ କୁ ମାଡ ମାରିଚାଲିଛି l ମାତ୍ର ଚାରି ବର୍ଷ ର ପୁଅ ନିଜର ମାଆକୁ ନୃସିଂହ ଜେଜେବାପା ଠାରୁ ମାଆ କୁ ରକ୍ଷା କରିବା ପାଇଁ ଆଉ ନପାରି କେମିତି ଚିତ୍କାର କରୁଛି l ଏହି ଭିଡିଓରେ ଏକ ଗ୍ରାମର ସ୍ତ୍ରୀ ଲୋକ ଟିଏ ବହୂ କୁ ଛଡାଇବା ପାଇଁ ଆଉ ସେ ଛଡେଇ ପାରୁନାହାନ୍ତି ଶସୁର ପାଖରୁ ବହୂଟି ମାଡ ଖାଉଛି କିନ୍ତୁ ତାର ଦେହରୁ ଲୁଗା ଖସିଯାଉଥିବାରୁ ସେ ଶଶୁର ଠାରୁ ନିଜକୁ ମୁକ୍ତି କରି ପାରୁନାହଁ l

ଜଣା ଯାଇଛି ଯେ ବହୂଟିର ସ୍ୱାମୀ ବିଦେଶରେ ରହୁଛନ୍ତି l ପୁଅ ନଥିବାରୁ ଶସୁର ବହୂ ଉପରେ ସମ୍ପୂର୍ଣ ଅଧିକାର କରିବାକୁ ଚାହିଁଛି l କିନ୍ତୁ ବହୂ ଏହା କୁ ବିରୋଧ କରି ପାଖ ଥାନାରେ ଅଭିଯୋଗ କରିଥିଲା କିନ୍ତୁ ପୋଲିସ ଏହାର ଏକ ଘରୋଇ ବୁଝାମଣା କରିଥିଲେ l ଏବେ କିନ୍ତୁ ଏହି ଶସୁର କୁ କଠିନ ଦଣ୍ଡ ଦିୟା ଯିବା ଦରକାର l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।