ମାଳିକାର ବଡ ଭବିଷ୍ୟ ବାଣୀ । ଭୁବନେଶ୍ୱର ରେ ୯୦ ଫୁଟ ଉପରେ ଚାଲିବ ପାଣି । ଜାଣନ୍ତୁ କେବେ ?

ଆଜି ଆମେ ସେହି ୬୦୦ ବର୍ଷ ପୂର୍ବର ମାଳିକା ଯାହା କୁ ମାଳ ମାଳ କରି ଲେଖି ଦେଇ ଥିଲେ ମହାପୁରୁଷ ମାନେ ଆମ ଆଗାମୀ ଭବିଷ୍ୟତ ପାଇଁ ଯାହା ଆମର ଅଟେ ଅକାତ୍ୟ ବଚନ। ତେଣୁ ଅଚ୍ୟୁତ ମହାପୁରୁଷ କହିଛନ୍ତି ପର୍ବତ ଶିଖରେ ଫୁଟିବା କଇଁ । ଆଜି ଆମେ ସେହି ପଦ ବିଷୟ ରେ ଜାଣିବା ଯେଉଁ ପଦ କୁ ମହାପୁରୁଷ ୬୦୦ ବର୍ଷ ପୂର୍ବେ ଲେଖି ଦେଇ ଯାଇଥିଲେ ।

“ସମ୍ବଲପୁର ରେ ସମଲେଇ ଠାରେ ବ୍ରଜପାତ ହେବ ଯହିଁ , ଭୁବନେଶ୍ୱର ରେ ବରଫ ପଡ଼ିବ ଶୀତଳ ଜଳ ମୁହାଇ ” । ତେବେ ସମ୍ବଲପୁର ଠାରେ ସେହି ମାତା ସମଲେଇ ଙ୍କ ପୀଠ ରେ ବଜ୍ରପାତ ହେବ ।

ଆଗରୁ ବଜ୍ରପାତ ଏତେ ହେଉ ନଥିଲା ଯାହା ଆପଣ ଜାଣି ଥିବେ ଚାଷୀ ଟିଏ ପଖିଆ ନେଇ ମଧ୍ୟ କ୍ଷେତ କୁ ଯାଇ ପାରୁ ଥିଲା କିନ୍ତୁ ଏବେ ଆପଣ ମାନେ ବିଭିନ୍ନ ସମୟ ରେ ଶୁଣି ଥିବେ ଯେ ବଜ୍ରପାତ ରେ ଅନେକ ଲୋକ ଙ୍କ ର ମୃତ୍ୟୁ ହେଇଚି ବୋଲି । ତେଣୁ ଏବେ ବଜ୍ରପାତ ରେ ଅନେକ ଲୋକ ମାନେ ମରି ଯାଉଛନ୍ତି ।

ଏବେ ହାଲୁକା ବର୍ଷା ହେଲେ ମଧ୍ୟ ଲୋକ ମାନେ କ୍ଷେତ କୁ ଯିବା ପାଇଁ ଡରି ଅଛନ୍ତି। ତେବେ ସେହି କଥା ମହାପୁରୁଷ କହିଲେ ଯେତେବେଳେ ପୃଥିବୀ ର ଭାରସାମ୍ୟ ଅଧିକ ହୋଇ ଯିବ , ପାପ ର ମାତ୍ରା ବଢ଼ି ଯିବ ସେତେବେଳେ ସମଲେଇ ଠାରେ ବଜ୍ରପାତ ହେବ । ଅର୍ଥାତ୍ ବିଶାଳ ବିଶାଳ ପଥର ଖଣ୍ଡ ପଡ଼ିବ।

ଭୁବନେଶ୍ୱର କୁ ପାଣି ମାଡି ଆସିବ । ଶୀତଲ ଜଳ ରେ ପ୍ଲାବନ ହୋଇ ଯିବ ଭୁବନେଶ୍ୱର । ତେବେ ଏହା ଲେଖି ଯାଇଛନ୍ତି ମହାପୁରୁଷ ମାନେ ।ତେବେ ଆପଣ କହିବେ ଏହା କେବେ ଘଟିବ । ମହାପୁରୁଷ କହି ଯାଇଛନ୍ତି କଳି ଯୁଗର ଅନ୍ତ ରେ ଏହି ସବୁ ଘଟଣା ଘଟିବ। ଯେତେବେଳେ ପୃଥିବୀ ରେ ପାପ ର ଭରସ୍ୟମ ବଢିଯିବ ।

ଏହା ସହିତ ଯିଏ ମାଳିକା କଣ ଏହି ବିଷୟ ରେ ବୁଝିଛି ତାଙ୍କୁ ହିଁ ଏହି ବିଷୟ ରେ କହିବା ବା ବୁଝାଇବା ଉଚିତ୍ । ସମୟ ଆସିଲେ ତାହା ସେ ଆପେ ବୁଝି ପାରିବ । କଳିଯୁଗ ର କରାଳ ସମୟ ରେ ଏହା ସବୁ ଘଟିବ ।

ଏହା ସହିତ ଖଣ୍ଡଗିରି ଠାରେ ବଡ଼ ବଡ଼ ବିଶାଳ ପଥର ମାନ ଖସିବ । କିନ୍ତୁ ଯେଉଁ ମାନେ ସାଧୁ ସନ୍ଥ ଲୋକ ଯେଉଁ ମାନେ କେବେ ବି ଧର୍ମ କୁ ଛାଡ଼ି ନାହାନ୍ତି ସେମାନଙ୍କ ର କିଛି ହୁଏ ନାହି। ଯାହା ମହା ପୁରୁଷ ମଧ୍ୟ ଏହି ଧର୍ମ କୁ ଜଗି ଥିବା ଲୋକ , ବିଷ୍ଣୁ କୁ ପୂଜା କରୁ ଥିବା ଲୋକ ନା ସେ କେବେ ଭୟ କରେ ନା ତାର କୌଣସି ଅସୁବିଧା ହୁଏ କାରଣ ଭଗବାନ ସର୍ବଦା ତା ସହିତ ରହି ଥାଆନ୍ତି । ତେବୁ ଭଗବାନ ଙ୍କ ଭକ୍ତ ର କିଛି ହେବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।