କେଶ ଝଡ଼ିବା, ରୁପି ହେବା ସମସ୍ୟାର ଘରୋଇ ଉପାୟ ଆଜି ହିଁ କରନ୍ତୁ ୧୦୦% ଗ୍ୟାରେଣ୍ଟି କେଶ ଝଡ଼ିବା ବନ୍ଦ ହୋଇଯିବ…..

ଆଜି ଆମେ ଆମ କେଶ ପାଇଁ ଆଲୋବରା କେତେ ଗୁରୁତ୍ୱପୂର୍ଣ୍ଣ ସେହି ବିଷୟ ରେ ଜାଣିବା । ତେବେ ଆଲିବେରା କୁ କେଶ ଓ ତ୍ବଚା ପାଇଁ ପ୍ରକୃତି ର ବରଦାନ ବୋଲି ମଧ୍ୟ କୁହା ଯାଏ । ଏହା କେବଳ ଆମ କେଶ ପାଇଁ ନୁହେ ଆମ ତ୍ୱଚ୍ୱା ପାଇଁ ମଧ୍ୟ ବହୁତ୍ ଭଲ ଅଟେ । ତେବେ ଆଜି ଆମେ ସେହି ଆଲୋବେରା କୁ ଆମ କିପରି କେଶ ରେ ବ୍ୟବହାର କରି ପାରିବା ସେହି ବିଷୟ ରେ ଜାଣିବା ।

ଆଲୋବରା ଆମ କେଶ ପାଇଁ ବହୁତ୍ ଗୁରୁତ୍ୱପୂର୍ଣ୍ଣ ଅଟେ ଏଥିରେ ଏମିତି କିଛି ତତ୍ତ୍ଵ ରହି ଥାଏ ଯାହା ଆମ କେଶ କୁ ଲମ୍ବା, ଘନ ଓ କେଶ ଝଡ଼ିବା ସମସ୍ୟା କୁ ଦୁର କରି ଥାଏ ।

ଏଥିରେ ପ୍ରୋଟିଓଲାଇଟିକ୍ ନାମକ ଏଞ୍ଜାଇମ ମଧ୍ୟ ରହି ଥାଏ ଯାହା ଆମ କେଶ ପାଇଁ ବହୁତ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଆମେ ଏହା ର ବ୍ୟବହାର କରି ଆମର କେଶ କୁ ଘନ ଓ ଲମ୍ବା କରି ପାରିବା । ତେବେ ଏହା ଏକ ପ୍ରାକୃତିକ ଉପାୟ ଯାହାର କୌଣସି ପ୍ରକାର ର ପାର୍ଶ୍ଵ ପ୍ରଭାବ ନାହିଁ । ଏହା ଆମକୁ ସହଜ ରେ ମଧ୍ୟ ମିଳି ଯିବ । ତେବେ ଆସନ୍ତୁ ଜାଣିବା ।

ପ୍ରଥମେ ଆଲୋବରା ର ଦୁଇଟି ବଡ଼ ବଡ଼ ଖଣ୍ଡ ନିଅନ୍ତୁ । ଏହା କୁ ପ୍ରଥମ କାଟି ଏହାର କଣ୍ଟା ବାହାର୍ କରି ଦିଅନ୍ତୁ ଓ ଏହାର ସବୁଜ ରଙ୍ଗ ପାର୍ତ୍ କୁ ମଧ୍ୟ ବାହାର କରି ଦିଅନ୍ତୁ । ଏହା ପରେ ଏହାର ରସ ବାହାର କରି ଏହା କୁ ଗ୍ରାଇଣ୍ଡିଗି କରି ଦିଅନ୍ତୁ । ତେବେ ପ୍ରଥମ ଆଲୋବରା ର ଯେଉଁ ଚୋପା ଅଂଶ ଥିବ ତାକୁ କେଶ ରେ ହାଲୁକା ଭାବରେ ମାସାଚ୍ଚ କରନ୍ତୁ ।

କେଶ ର ମୂଳ ରେ ଏହି ଚୋପା ଦ୍ଵାରା ଭଲ ଭାବରେ ମାଶାଚ କରନ୍ତୁ । କିଛି ସମୟ ମାଶାଚ୍ କରିବା ପରେ ଏହାକୁ ଛାଡ଼ି ଦିଅନ୍ତୁ । କିଛି ସମୟ ପରେ ପୂର୍ବ ରୁ ଯେଉଁ ଆଲୋବରା ଯୁସ ବାହାର୍ କରି ଥିଲେ ତାକୁ କେଶ ର ମୂଳ ରେ ହାଲୁକା ଭାବେ ମାଲିଶ୍ କରନ୍ତୁ ଯେମିତି ସବୁ କେଶ ମୂଳ ରେ ସେହି ରସ ପହଞ୍ଚିବ।

ତେବେ ଯଦି ଆପଣ ଙ୍କ ର କୌଣସି ପ୍ରକାର ରୁପି ସମସ୍ୟା ରହିଛି ତେବେ ଏହା ଆପଣ ଙ୍କ ରୁପି ସମସ୍ୟା କୁ ଦୁର କରି ଥାଏ । କେଶ ବଢିବା ପାଇଁ , ଲମ୍ବା ହେବା ପାଇଁ , ଓ ଘନ ହେବା ପାଇଁ ଆମର ମୁଖ୍ୟ କେରଟିନି ପ୍ରୋଟିନ ଦରକାର ହୁଏ ଯେଉଁ କେରଟିନ ପ୍ରୋଟିନ ଏହି ଆଲୋବରା ରେ ଭରି ହୋଇ ରହି ଥାଏ । ଏହା ଆମ କେଶ ର ମୂଳ କୁ ଏତେ ମଜବୁତ୍ କରି ଥାଏ ଯାହା ଦ୍ଵାରା ଆମ କେଶ ଝଡ଼ିବା ବନ୍ଦ ହୋଇ ଥାଏ ।

ତେବେ ଏହି ହେୟର ମାଷ୍କ କୁ ଲଗାଇ ସାରିବା ପରେ ଆପଣ କେଶ କୁ ବାନ୍ଧି ଦିଅନ୍ତୁ । ତେବେ ମନେ ରଖିବେ ଏହାକୁ ରାତି ରେ ଲଗାଇ ଶୋଇବା ଦ୍ବାରା ଏହାର ପ୍ରଭାବ ଅଧିକ ହୋଇ ଥାଏ ଓ ଲଗାଇବାର ପରଦିନ ସକାଳେ ଉଠି କେଶ କୁ ଭଲ ଭାବରେ ଧୋଇ ଦିଅନ୍ତୁ । ଦେଖିବେ କେଶ ଝଡ଼ିବା ବନ୍ଦ ହେବା ସହିତ କେଶ ଲମ୍ବା ହୋଇ ଥାଏ । ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।