ଜଲଦି ଗର୍ଭବତୀ ହେବା ପାଇଁ କେଉଁ ଦିନ ସହବାସ କରିବେ ଜାଣି ରଖନ୍ତୁ….

ଆଜି ଆମେ ଜାଣିବା ଶୀଘ୍ର ଗର୍ଭବତୀ ହେବାର ଉପାୟ। ଗର୍ଭବତୀ ହେବା ସବୁ ମହିଳା ମାନଙ୍କ ପାଇଁ ଏକ ସୁଖଦ ଅନୁଭୂତି । କିନ୍ତୁ ଅନେକ ମହିଳା ଏହି ଅନୁଭୂତି ରୁ ବଞ୍ଚିତ ହୋଇ ଥାଆନ୍ତି । ବହୁତ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଗର୍ଭବତୀ ହୋଇ ପାରି ନାହାଁନ୍ତି । ଏହାର ଏକ ମାତ୍ର କାରଣ ହେଉଛି ସଠିକ୍ ସମୟ ରେ ସହବାସ ନକରିବା। ଗର୍ଭବତୀ ହେବା ପାଇଁ ଠିକ୍ ସମୟ ରେ ସହବାସ କରିବା ନିହାତି ଆବଶ୍ୟକ ହୋଇ ଥାଏ ।

ତେବେ ଏମିତି କିଛି ଦିନ ଥାଏ ଯେଉଁ ଦିନ ରେ ସହବାସ କରିବା ଦ୍ଵାରା ଗର୍ଭବତୀ ହେବାର ଅଧିକ ସମ୍ଭାବନା ଥାଏ । ଏହି ଦିନ ଗୁଡିକ ମାସିକ ଋତସ୍ରାବ ମଧ୍ୟ ରେ ହୋଇ ଥାଏ ।

ତେଣୁ ଗର୍ଭବତୀ ହେବା ପାଇଁ ସଠିକ୍ ସମୟ ଜାଣିବା କୁ ହେଲେ ଋତୁସ୍ରାବ ର ଦିନ ଗୁଡ଼ିକୁ ଭଲ ଭାବରେ ବୁଝିବାକୁ ହେବ । ପିରିଆଡ ର ଛ ଦିନ ପରେ ରକ୍ତ ସ୍ରାବ ହେବା ବନ୍ଦ ହୋଇ ଥାଏ। ଏହା ପରେ ମହିଳା ର ଅଣ୍ଡା ଶୟ ରେ ଗୋଟିଏ ଅଣ୍ଡା ତିଆରି ହୋଇ ଥାଏ । ଏ

ଏହି ଅଣ୍ଡା ବିକଶିତ ହେବା ପାଇଁ 5 ଦିନ ସମୟ ଲାଗି ଥାଏ ଅର୍ଥାତ୍ ପିରିଆଡ ହେବାର 11 ଦିନ ।ଏହାକୁ ଓଭୁଲେସନ୍ କୁହା ଯାଏ। ଏହି ଅଣ୍ଡା ପୁରୁଷ ଙ୍କ ଶୁକ୍ରାଣୁ ସହିତ ଭେଟିବା ପାଇଁ ସେଠାରେ ରହି ଥାଏ । ତେବେ ଗର୍ଭବତୀ ହେବା ପାଇଁ ପିରିଆଡ ହେବାର ପାଞ୍ଚ ଦିନ ହେଉଛି ସଠିକ୍ ସମୟ ।

ଅର୍ଥାତ୍ ରକ୍ତସ୍ରାବ ବନ୍ଦ ହେବା ପରେ ଲଗାତାର ପାଞ୍ଚ ଦିନ ସହବାସ କରିବା ଦ୍ଵାରା ଗର୍ଭବତୀ ହେବା ପାଇଁ ଅଧିକ ସମ୍ଭାବନା ଥାଏ। ତେଣୁ ଏହି ସମୟ ରେ ପୁରୁଷ ର ଶୁକ୍ରାଣୁ ସହିତ ମିଶି ଗଲେ ସହବାସ ହେବାର ଅଧିକ ସମ୍ଭାବନା ଥାଏ । ତେବେ ପିରିଆଡ ହେବାର 20 ଦିନ ପରେ ସହବାସ କରିବା ଦ୍ଵାରା ଗର୍ଭବତୀ ହେବାର ସମ୍ଭାବନା ବହୁତ୍ କମ୍ ସମ୍ଭାବନା ଥାଏ । ତେବେ ଏହି ସମୟ ରେ ଯେତେ ଚେଷ୍ଟା କଲେ ମଧ୍ୟ ଗର୍ଭବତୀ ହୋଇ ପାରିବେ ନାହିଁ।

ତେଣୁ ଆପଣ ପ୍ରଥମେ ଆପଣ ଙ୍କ ପିରିଆଡ ଡେଟ୍ କୁ ନୋଟ୍ କରି ରଖନ୍ତୁ । ଏହା ପରେ ଋତୁସ୍ରାବ ସରିବା ପାଞ୍ଚ ଦିନ ପରେ ସହବାସ କରନ୍ତୁ। ତେବେ ଯଦି ଆପଣ ନିଜ ଓଭୂଲେସନ୍ ବିଷୟ ରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ମାର୍କେଟ ରେ ଏହି ଓଭୁଲେଶନ କୀଟ ମଧ୍ୟ ମିଳୁଛି । ଏହା ଦ୍ବାରା ଆପଣ ନିଜ ୟୁରିନ୍ ପକାଇ ଟେଷ୍ଟ କରି ପାରିବେ ।

ଏହା ଦ୍ବାରା ଆପଣ ଜାଣି ପାରିବେ ଯେ କେଉଁ ଦିନ ଆପଣ ଙ୍କ ଅଣ୍ଡା ସୟ ରୁ ଅଣ୍ଡା ରିଲିଜ୍ ହେଲା। ତେବେ ଏହା ସହିତ ଆଉ କିଛି ଜିନିଷ ର ଧ୍ୟାନ ମଧ୍ୟ ରଖିବା ଉଚିତ୍ ଯେମିତି କି ସହବାସ କରିବା ପରେ ମହିଳା ମାନଙ୍କୁ ବେଡ୍ ରେ ଅଧ ଘଣ୍ଟା ଜାଏ ଚିତି ହୋଇ ଶୋଇବା ଆବଶ୍ୟକ । ଏହା ଦ୍ଵାରା ସ୍ପର୍ମ ଠିକ୍ ସମୟ ର ପହଞ୍ଚି ପାରି ଥାଏ ।

ଏହା ସହିତ ମହିଳା ମାନଙ୍କୁ ପ୍ରତିଦିନ ବାୟମ୍ କରିବା ଉଚିତ୍। ଏହା ସହିତ ଫଳ ଓ ପନିପରିବା ଖାଇବା ଆବଶ୍ୟକ । ଏହା ସହିତ ଗର୍ଭବତୀ ହେବା ପାଇଁ ଚାହୁଁ ମହିଳା ମାନେ ରକ୍ତ ପରୀକ୍ଷା କରି ହିମୋଗ୍ଲୋବିନି ଓ ଆଇରନ ବଟିକା ଖାଇବା ଆବଶ୍ୟକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।