ଏହି ଲକ୍ଷଣ ଥିବା ଝିଅ ମାନେ ଲକ୍ଷ୍ମୀ ହୋଇଥାନ୍ତି, ଶୀଘ୍ର ଦେଖନ୍ତୁ

ଆପଣ ମାନେ ଜାଣି ଥିବେ ଯେ ଭାରତୀୟ ପୁରାଣ ଶାସ୍ତ୍ର ଆଦିରେ ନାରୀ ମାନଙ୍କର ଚରିତ୍ର ବର୍ଣନା କରାଯାଇଛି l ପୁରୁଷ ମାନଙ୍କର ମଧ୍ୟ ବର୍ଣ୍ଣନା କରା ଯାଇଛି, କିନ୍ତୁ ମହିଳା ମାନଙ୍କର ଚରିତ୍ର ଉପରେ ଅଧିକ ଗୁରୁତ୍ୱ ଦିଆ ଯାଏ l କାରଣ ହିନ୍ଦୁ ପରମ୍ପରା ରେ ମହିଳା ମାନଙ୍କୁ ଘରର ମହାଲକ୍ଷ୍ମୀ କହନ୍ତି l ଶାସ୍ତ୍ର ରେ ଅଧିକ ମହିଳା ମାନଙ୍କ ଚରିତ୍ର ବର୍ଣ୍ଣନା କରାଯାଇଛି l

ଶାସ୍ତ୍ର ରେ ବର୍ଣିତ ଲକ୍ଷଣ ଅନୁସାରେ ଲକ୍ଷଣ ଥାଏ ତେବେ ସେହି ମହିଳା ଗୁଡିକ ଲକ୍ଷ୍ମୀ ହୋଇ ଥାନ୍ତି l

ତେବେ ଚାଲନ୍ତୁ ମହିଳା ମାନେ କେଉଁ ଭଳି ହୋଇ ଥିଲେ ଘରେ କେଉଁ ଭଳି ଆଚରଣ କଲେ, କେମିତି ବ୍ୟବହାର କଲେ ସେମାନଙ୍କ ଠାରୁ ମହାଲକ୍ଷ୍ମୀ ଘର କୁ ଅଶନ୍ତି l ସେ ଗୁଡିକ ନିମ୍ନରେ ବର୍ଣନା କରାଯାଇଛି l

ଲମ୍ବା ଏବଂ ସରୁ ନାକ ଏହି ପରି ନାକ ଥିବା ମହିଳା ବା ସ୍ତ୍ରୀ ସ୍ୱାମୀ ର ଅଧିକ ଧନ ଆୟର ସୂଚନା ଦେଇଥାଏ l ଗୋଡ଼ ର ଆଙ୍ଗୁଳି ମୋଟା ଓ ଲମ୍ବା ଥିବ ନାରୀ ଲକ୍ଷ୍ମୀ ମନ୍ତ ଅଟନ୍ତି ଅମାନଂକ ଜୀବନ ରେ କେବେବି ଅଭାବ ରହେ ନାହିଁ l

ନାଲି ଓଠ ଥିବା ଲୋକ ବା ସ୍ତ୍ରୀ ନିଜର ସ୍ୱାମୀ ନୁହେଁ କେବେବି ଧନର ଅଭାବ ଦେଖନ୍ତି ନାହିଁ l ଆଖିରେ ଥିବ ଧଳା ଅଂଶ ଦୁଧ ପରି ଧଳା ହୋଇ ଥାଏ ସେହି ନାରୀ ପଦ୍ମିନୀ ଜାତିଆ ଅଟନ୍ତି l

ଯେଉଁ ନାରୀର କପାଳ ସାମାନ୍ୟ ଆଗକୁ ବାହାରି ଥାଏ l ଏହି ଭଳି ନାରୀ ମାନେ ନିଜର ଘର ତଥା ସ୍ୱାମୀ ଙ୍କର ଉନ୍ନତି କରାନ୍ତି l ଯାହା ର ହାତ ଲମ୍ବା ଏମାନଙ୍କୁ ସୌଭାଗ୍ୟ ବତୀ କୁହାଯାଏ ll କାରଣ ଏହି ପରି କପାଳ ଥିବା ନାରୀ କେବେବି ଦୁଃଖ ପାଆନ୍ତି ନାହିଁ l ଯାହାର ପାଦ ନରମ ଏମାନେ ସଦା ସୁଖୀ ଅଟନ୍ତି l ଏମାନେ ଘରର ଲକ୍ଷ୍ମୀ ଅଟନ୍ତି l

ଯେଉଁ ସ୍ତ୍ରୀ ର ବେକ ସାମାନ୍ୟ ଛୋଟ ଏବଂ ଜିଭ ସାମାନ୍ୟ ଲମ୍ବା ଅଟେ ଏହି ଭଳି ମହିଳା ଅତ୍ୟନ୍ତ ଶୁଭ ଅଟନ୍ତି l ଏହି ନାରୀ ମାନେ ଯେଉଁ ଘରେ ଥାନ୍ତି ଏମାନେ କେବେବି ନିଜର ସ୍ୱାମୀ ଙ୍କୁ ଅଭାବରେ ପଡ଼ିବାର ଦେଖନ୍ତି ନାହିଁ lଯେଉଁ ମହିଳା ମାନଙ୍କର କାନ ସାମାନ୍ୟ ଲାଲ ରଙ୍ଗର ହୋଇଥାଏ ଏମାନେ ନିଜର ସ୍ୱାମୀ ଙ୍କୁ ଅତ୍ୟନ୍ତ ଧନଵାନ ର ସୂଚନା ଦିୟନ୍ତି l

ଯେଉଁ ମାନଙ୍କର ନାଭି ତଳକୁ କଳା ଜାଇ ଥିବ ଓ ନାଭି ଟିକେ ଭିତର କୁ ପଶି ଯାଇ ଥିବ l ଓ ସେମାନଙ୍କର ପାଦ ରେ ସର୍ପ ଭଳି ଚି଼ହ୍ନ ଆଦି ରହି ଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।