ଧାତୁ ରୋଗର ପ୍ରତିକାର ଏବଂ ବୀର୍ଯ କୁ ଗାଡ଼ କରିବା ପାଇଁ ଆଜି ହିଁ ଆପଣାନ୍ତୁ ଏହି ସହଜ ଘରୋଇ ଉପାୟ ୧୦୦% ଗ୍ୟାରେଣ୍ଟି…..

ଶରୀରରେ ଧାତୁ ଏକ ବିଶେଷ କାର୍ଯ୍ୟ କରିଥାଏ। ଧାତୁ ବିହୀନ ଶରୀର ନିରସ ଏବଂ ନିସ୍ତେଜ ଭଳି ଲାଗିଥାଏ। ଚମକ ଦେଖିବାକୁ ମିଳି ନଥାଏ। ଯେଉଁ ପାଇଁ କୁହାଯାଏ ଧାତୁ ହେଉଛି ଶରୀରର ରାଜା।ତେବେ ଆଜିକାଲିର ଦୁନିଆରେ ବିଭିନ୍ନ କାରଣ ପାଇଁ ଶରୀରରୁ ଧାତୁ କ୍ଷୟ ହେବା, ଧାତୁ ପତଳା ହେବା ଆଦି ରୋଗ ଦେଖିବାକୁ ମିଳିଥାଏ।

ଯାହା କିଶୋର ଏବଂ ଯୁବା ଵସ୍ଥା ସମୟରେ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଅନେକଙ୍କ ପାଖରେ ଏଥିପାଇଁ ଭିନ୍ନ ଭିନ୍ନ ରୋଗ ଦେଖାଯାଏ ଏବଂ ଅକାଳରେ ମୃତ୍ୟୁ ମଧ୍ୟ ଘଟିଥାଏ ଅତ୍ୟଧିକ ଧାତୁ କ୍ଷୟ ପାଇଁ।

ଏଥିପାଇଁ ଆପଣ ଅନେକ ପ୍ରକାର ଉପାୟ ଏବଂ ଉପଚାର ମାନ ଅବଲମ୍ବନ କରିଥାନ୍ତି। କିନ୍ତୁ ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ନଥାଏ।ତେବେ ଏହାର ଉଚିତ୍ ସମାଧାନ ଏବଂ ଉପଚାର ସଦୃଶ ଆମେ ଆୟୁର୍ବେଦିକ ଚିକିତ୍ସା କୁ ଅଧିକ ଗୁରୁତ୍ବ ଦେଇଥାଉ। ଏଥିପାଇଁ ଆୟୁର୍ବେଦ ରେ ବର୍ଣ୍ଣିତ ଥିବା ଔଷଧ ଏବଂ ବିଧି ଅନୁସାରେ ଆମକୁ ଯିବାକୁ ପଡିବ ଯାହା ସ୍ବପ୍ନ ଦୋଷ, ଧାତୁ ସମସ୍ୟା ଏବଂ ଧାତୁ ପତଳା ହେବା ଆଦି ସମସ୍ୟା କୁ ଦୂର କରିଥାଏ।

ତେବେ ଆସନ୍ତୁ ଆଜି ଆମେ ଏହି ଲେଖାରେ ଏହି ସମ୍ବନ୍ଧିତ ସମସ୍ୟା ର ସମାଧାନ ଏବଂ ତାର ଉଚିତ ପ୍ରତିକାର ବିଷୟରେ ଆଲୋଚନା କରିବା, ଯାହା ବହୁତ ସହଜ ଉପଚାର ଅଟେ ଏବଂ ଲାଭଦାୟକ ମଧ୍ୟ ଅଟେ।

ତେବେ ଏଥିପାଇଁ ଆପଣଙ୍କୁ ଏକ ପଲାଶ ଫୁଲ ଗଛରେ ଯାଇ ଦୁଇ ତିନି ଚୋଟ ମାରିବାକୁ ପଡ଼ିବ।ଏହାପରେ ଗୋଟିଏ ଦିନ ପରେ କିମ୍ବା ୨ଦିନ ପରେ ଆପଣ ଏହି ଗଛରୁ ବାହାରିଥିବା କ୍ଷୀର କୁ ଆଣିବାକୁ ପଡ଼ିବ। ଏହି ଗଛ କୁ ହାଣିବା ପରେ ଅର୍ଥାତ୍ ତାର ବକଳ ରେ ଚୋଟ ମାରିବା ଦ୍ବାରା ଏଥିରୁ ଯେଉଁ ଅଂଶ ବାହାରିବ ତାହା ଗୋଟିଏ ବା ଦୁଇଦିନ ପରେ ଅଠା ଭଳି ଅଂଶରେ ପରିଣତ ହୋଇଯିବ।

ଆପଣ ଏହାକୁ ନେଇ ଆସନ୍ତୁ ଏବଂ ଏଥିରେ ମିଶ୍ରି ଗୁଣ୍ଡ କରି ମିଶାନ୍ତୁ। ଧ୍ୟାନ ଦିଅନ୍ତୁ ଆପଣ ଯେତିକି ପରିମାଣରେ ଏହି ଗଛର ଅଠା ଅଂଶକୁ ନେବେ ସେତିକି ପରିମାଣରେ ମିଶ୍ରି ମଧ୍ୟ ନେବେ।ଏହି ଦୁଇ ପଦାର୍ଥ କୁ ସମାନ ପରିମାଣରେ ନେଇ ଆପଣଙ୍କୁ ଗୁଣ୍ଡ କରିବାକୁ ପଡ଼ିବ।

ତେବେ ଆସନ୍ତୁ ଜାଣିବା ଏହାକୁ କିପରି ସେବନ କରିବେ। ଆପଣ ଏହି ଦୁଇ ପଦାର୍ଥକୁ ଭଲଭାବରେ ଗୁଣ୍ଡ କରି ଏହାର ଏକ ଚାମଚ ଗୁଣ୍ଡ ନେଇ ଉଷୁମ ପାଣିରେ ମିଶାଇ ଖାଲି ପେଟରେ ପ୍ରତିଦିନ ସକାଳେ ସେବନ କରନ୍ତୁ।ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ଅଟେ ଯାହାର ଫଳ ଆପଣ ଅଳ୍ପ କିଛି ଦିନ ସେବନ କରିବା ପରେ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।