ଆଶ୍ଚର୍ଯ୍ୟ ଘଟଣା – ୧୦ ଦିନ ପ୍ରେମ କରିବା ପରେ ଯୁବତୀ ସହ ଯାହା ଘଟିଲା, ଆପଣ ଜାଣିଲେ ହୋସ ଉଡିଯିବ…..

ପ୍ରେମ ଏକ ଏଭଳି ଶବ୍ଦ ଯାହା ବିଶ୍ଵ ବ୍ୟାପି ଅନନ୍ତ ଓ ପରିବ୍ୟାପ୍ତ।ଯାହା ମାଧ୍ୟମରେ ଆନନ୍ଦର ପରିତୃପ୍ତିର ସାଧିତ ହୁଏ ତାହା ହିଁ ପ୍ରେମ।ପ୍ରେମରେ ଜଣ ଜଣକୁ ନିଃସ୍ଵାର୍ଥପର ଭାବେ ଭଲ ପାଇଥାଏ।ଯେଉଁଠି କି କିଛି ବି ପରିସ୍ଥିତିରେ ସେ ନିଜ ଜୀବନକୁ ବାଜି ଲଗାଇବା ପାଇଁ ପ୍ରସ୍ତୁତ ଥାଏ। ପ୍ରେମ ର ଅନୁଭବ ରେ ପୁଲକିତ ହୋଇ ପ୍ରେମୀ ଯୁଗଳ ସମାଜ ଠାରୁ ବହୁ ଦୂରକୁ ଚାଲି ଯାଇଥାଆନ୍ତି।

ସେଥିପାଇଁ ସେମାନଙ୍କୁ ସମାଜ ସହ ଲଢେଇ କରିବା ପାଇଁ ପଡ଼େ। ଆଉ ସବୁ କିଛି କୁ ଭୁଲି ବିନା ଭୟରେ ସେମାନେ ନିଜ ପ୍ରେମକୁ ପାଇବା ପାଇଁ ପଣ କରି ଦୁନିଆ ସହ ଲଢ଼ନ୍ତି।ପ୍ରେମରେ ଥାଏ ତ୍ୟାଗ । ସେଠାରେ ଅନ୍ୟ କିଛି ର ସ୍ଥାନ ନାହିଁ।

ପ୍ରେମରେ ଜଣେ ଅନ୍ୟ ଜଣକର କଥାକୁ ସମ୍ମାନ ଦେଇ ଥାଆନ୍ତି। ସେଠାରେ ଅସମ୍ମାନର ପ୍ରଶ୍ନ ଉଠେ ନାହିଁ।ମାତ୍ର ଆଜିକାଲିର ଯୁବ ପିଢୀ ପ୍ରେମକୁ ବଜାର ର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି।ଏଠାରେ କହିବା ବାହୁଲ୍ୟ କି ପ୍ରେମ ର ମାନେ ଆଜିକାଲିର ଯୁବ ପୀଢ଼ି ଦୈହିକ ସମ୍ପର୍କ ଭାବେ ବିବେଚନା କରୁଛନ୍ତି।

ଯେଉଁଥିରେ କାମନା, ବାସନା ଭରି ରହିଛି।ନିଜସ୍ଵ ସ୍ବାର୍ଥ ହାସଲ ପରେ ପ୍ରେମିକ ପ୍ରେମିକା ପରସ୍ପର କୁ ଧୋକା ଦେଉଛନ୍ତି।ଯାହା ଦ୍ୱାରା ଅନେକ ଜୀବନ ଅସମୟରେ ହାନି ହେଉଛି।ତେବେ ଆଜି ଆମେ ଆପଣଙ୍କୁ ସେହିପରି କିଛି ଘଟଣା ଜଣାଇବାକୁ ଯାଉଛୁ।

ନିକଟ ଅତୀତରେ ଏକ ଦୁଃଖଦ ଘଟଣା ଘଟିଛି ପ୍ରେମର କରୁଣ ପରିଣତି ହିସାବରେ। ପ୍ରେମୀ ଯୁଗଳ ସାମାଜିକ ଗଣମାଧ୍ୟମରେ ଦୁହେଁ ଦୁହିଁଙ୍କ ସହ ପରିଚିତ ହୋଇଛନ୍ତି।ପ୍ରଥମେ ଚାଟିଂ ରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଗଢି ଉଠିଛି। ଏହା ପରେ ତାହା ପ୍ରେମରେ ପରିଣତ ହୋଇଛି।

ମାତ୍ର ଦଶ ଦିନ ମଧ୍ୟରେ ପ୍ରେମ ହେବା ପରେ ପ୍ରେମିକ ଜଣକ ପ୍ରେମିକାଙ୍କୁ ଶାରିରୀକ ସମ୍ବନ୍ଧ ରଖିବା ପାଇଁ ବାଧ୍ୟ କରିଛନ୍ତି।ମାତ୍ର ଏହା ଅନୁଚିତ୍ ହୋଇ ଥିବାରୁ ଝିଅ ଜଣକ ଏପରି କରିବା ପାଇଁ ବାରଣ କରିଛନ୍ତି।ବାରଣ କରିବା ହେତୁ ପୁରୁଷ ଜଣକ ରାଗି ଯାଇ ବିଭିନ୍ନ ପ୍ରକାର ବାହାନା କରିଛନ୍ତି କଥା ନହେବା ପାଇଁ।

ଏଥିରେ ଝିଅ ଟି ବାଧ୍ୟ ହୋଇ ଶାରିରୀକ ସମ୍ବନ୍ଧ ରଖିଛନ୍ତି ପୁରୁଷ ବନ୍ଧୁଙ୍କ ସହ। ଦୁହିଁଙ୍କ ମଧ୍ୟରେ ଅବୈଧ ଶାରିରୀକ ସମ୍ପର୍କ ଗଢ଼ି ଉଠିଛି ଯାହା ଫଳରେ ଝିଅ ଜଣକ ଅନ୍ତସତ୍ୱା ହୋଇଥିବା ଜାଣିବା ପାଇଁ ପାଇଛନ୍ତି।ଏହା ଜାଣିବା ପରେ ସେ ନିଜ ପ୍ରେମିକଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି। କିନ୍ତୁ ପ୍ରେମିକ ଜଣକ ତା ପାଇଁ ଦାୟୀ ନୁହନ୍ତି କିମ୍ବା ସେ ପିଲା ତାଙ୍କର ନୁହଁ ବୋଲି ଦାବି କରିବାରୁ ଝିଅଟି କିଛି ଉପାୟ ନପାଇ ଶେଷରେ ଆତ୍ମହତ୍ୟା କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।