IPL ପ୍ରେମୀଙ୍କ ପାଇଁ ଖୁସି ଖବର । ୨୦୨୧ ରେ ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ମହେନ୍ଦ୍ର ସିଂ ଧୋନି କଣ IPL ଖେଳିବେ ? ଜାଣନ୍ତୁ….

ଏବେ ଜାଣି ଥିବେ ସମସ୍ତେ ଆମ ଦେଶର ଏବେ IPL ବା ଇଣ୍ଡିଆନ ପ୍ରିମିୟର ଲିଗ କ୍ରିକେଟ ଖେଳ ଚାଲିଛି I ଏହି IPL ଖେଳ ରେ ବହୁତ ରାଜ୍ୟ ରୁ ଖେଳାଳି ମାନେ ଆସି ଥାନ୍ତି ଏହି ଖେଳ କୁ l ଏହି ଖେଳାଳି ମାନଙ୍କ ମଧ୍ୟରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ l ଚେନ୍ନାଇ ଓ କିଙ୍ଗ ଏକାଦଶ ପଞ୍ଜାବ (KXIB) ର ସହିତ IPL ଖେଳ ହୋଇ ଥିଲା l ଏଥିରେ ପଞ୍ଜାବ ସୁପର ଉଭର ଖେଳି ଏହି ମ୍ୟାଚ ରେ ଖେଳି ସେ ଜିତି ଥିଲେ l

ଏହି ଖେଳ ରେ ଆମ ର ପଞ୍ଜାବ ବିଜୟୀ ଲାଭ କରି ଥିଲା l ଏହି ବିଜୟୀ ପରେ ଦିଲ୍ଲୀ ର ଖେଳାଳି କେ. ଏଲ. ରାହୁଲ ଅନେକ ପ୍ରକାର ର କଟୁ କଥା କହି ଥିଲେ ତାଙ୍କ କନ୍ନଡା ଭାଷା ରେ କହି ଥିଲେ l

ଏହି ଭିଡ଼ିଓ ଏବେ ସୋସିଆଲ ମେଡ଼ିଆ ରେ ଭାଇରଲ ହୋଇଛି l ଏହି ଭିଡ଼ିଓ ଟି ଚେନ୍ନାଇ ସୁପର କିଙ୍ଗ ଧୋନି ସେ ତାଙ୍କର ମତ ପୋଷଣ କରି ଛନ୍ତି l ସେ ପୁଣି 2021 ଆଇପିଲ ଖେଳିବେ କି ନାହିଁ l

ଧୋନି କହି ଛନ୍ତି ଯେ ସେ ଖେଳାଳି ଜଣ ଙ୍କ ଆଗରୁ ତାଙ୍କ ଖେଳ ଟିମ ଏହି ବର୍ଷ ଭଲ ଭାବରେ ଖେଳି ପାରି ନ ଥିଲେ l ତେଣୁ se ଏହି ପ୍ରକାର କଥା ସମସ୍ତ ଙ୍କୁ କହି ଥିଲେ l ସେ କହି ଥିଲେ ଯେ ଦୀର୍ଘ 2008 ରୁ 2020 ମସିହା ଭିତରେ ସେ 8 ଥର ଖେଳ ରେ ଅମପେୟାର ହୋଇ ଥିଲେ I ଏହି ଖେଳ ରେ ସେ ବହୁତ ପ୍ରକାର ଆକର୍ଷଣ ଜନକ ଖେଳ ଖେଳି ଛନ୍ତି l

କିନ୍ତୁ ତାଙ୍କ ପାର୍ଟି ଭଲ ଖେଳ ରେ ସୁପର ହୋଇ ପାରି ନାହାନ୍ତି l କିନ୍ତୁ ଧୋନି ଖେଳ ରେ ରେ ସେ ଆଉଟ ଷ୍ଟାଣ୍ଡିଙ୍ଗ କରି ପଞ୍ଜାବ ପାର୍ଟି କୁ ଜିତେଇ ଆଣି ଥିଲେ l ଯାହା ଫଳରେ ଲୋକ ମାନେ ତାଙ୍କର କୌଶଳ କୁ ସମସ୍ତ ପ୍ରକାର ଉନ୍ନତି ଆଣି ଛନ୍ତି l ସେ କହି ଛନ୍ତି ଯେ ମୁଁ ପୁଣି 2020 ipl ଖେଳ ରେ ଭଲ କରି ଖେଳିବେ l ଓ ତାଙ୍କ ପାର୍ଟି କୁ ସୁପର କରିବେ ବୋଲି କହି ଛନ୍ତି l

ଏବେ ଏହି ipl ଖେଳ ସମୟରେ ଏପରି କହି ଛନ୍ତି l ତାଙ୍କର ଏହି ଖେଳ ପାଇଁ ସେ ତାଙ୍କର ଫେନ ଙ୍କୁ ପ୍ରତିଭା ଭାବରେ ଜଣେଇ ଦେଇ ଛନ୍ତି l ସେ ଏହି ପରି ଅନେକ ସମୟ ରେ ପ୍ରତିଭା ଏବେ ସୋସିଆଲ ମେଡ଼ିଆ ରେ ଭାଇରଲ ହୋଇଛି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।