ନଭେମ୍ବର ୧ ତାରିଖରୁ ଜାରି ହେଲା ଏହି ସବୁ ନିୟମ । ଶୀଘ୍ର ଦେଖନ୍ତୁ ନ ହେଲେ ଅସୁବିଧା ରେ ପଡ଼ି ପାରନ୍ତି

ଆମ ଦେଶର ଏବେ ମହାମାରୀ କରନା ଭାଇରସ ସବୁ ଆଡେ ବହୁତ ମାତ୍ରାରେ ଖେଳି ଯାଇଛି l ଏହି କରନା ଭାଇରସ ଅଧିକ ରୁ ଅଧିକ ମାତ୍ରାରେ ବଢ଼ି ଚାଲି ବାରୁ କରନା କୁ କମିବା ପାଇଁ କେନ୍ଦ୍ର ସରକାର ଲାକଦଉନ ପ୍ରକ୍ରିୟା ଆରମ୍ଭ କରି ଥିଲେ l ପରେ ଅଧିକ ରୁ ଅଧିକ ମାତ୍ରାରେ କରନା ହୋଇ ଯିବା ରୁ ସରକାର ସଟ ଡାଉନ ପ୍ରକ୍ରିୟା ମଧ୍ୟ ହୋଇ ଥିଲା l

ଏହି ପ୍ରକ୍ରିୟା ଆରମ୍ଭ ହୋଇ ଥିବାରୁ ଆମ ଦେଶର ଲୋକ ମାନେ ଅଧିକ ପରିମାଣ ରେ ଗରିବ ହୋଇ ଗଲେ l ଏହି କାରଣ ରୁ ସରକାର ପୁଣି ଅନଲକ ପ୍ରକ୍ରିୟା ଆରମ୍ଭ କରି ଥିଲେ l

ପର୍ଯ୍ୟନ୍ତ ପାଠ୍ୟ ସଂଗଠନ ଆରମ୍ଭ ହେବ କିନ୍ତୁ କିଛି ପରିମାଣ ରେ ଖୋଲି ଥିଲେ l ଖୋଲି ଥିଲେ ମଧ୍ୟ ସାମାଜିକ ଦୂରତା ଓ ସମସ୍ତ ନୀତି ନିୟମ ମାନି ଚାଲି ବାକୁ ହେବ ବୋଲି ସରକାର ମତ ପୋଷଣ କରି ଛନ୍ତି l ସରକାର ଆରମ୍ଭ କରିବା ପାଇଁ ଯାଉ ଛନ୍ତି ଏହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବା l ତେଣୁ ଏହି ନିୟମ ଗୁଡିକ ଲାଗୁ ହେବ ସବୁ ଆଡେ l

1. ଏଲପିଜି ଗ୍ୟାସ ରେ ଅନେକ ନିୟମ ପରିବର୍ତ୍ତନ ହୋଇଛି l ଏବେ ଗ୍ୟାସ ଚୋରା ବଣ୍ଟନ ହୋଇ ପାରିବ ନାହିଁ l ବିନା ଓଟିପି ନମ୍ବର ରେ ଗ୍ୟାସ ମିଳିବ ନାହିଁ l ଆଉ ଗ୍ୟାସ ର ବୁକିଂ ନମ୍ବର ମଧ୍ୟ୍ୟ ପରିବର୍ତ୍ତନ କରା ଯାଇଛି l ଗ୍ୟାସ ବୁକିଂ ନମ୍ବର ଏବେ ସମସ୍ତ ଙ୍କ ପାଇଁ ସମାନ କରା ଯାଇଛି l ଟ୍ରେନ ର ଚଳାଚଳ କୁ ନେଇ ମଧ୍ୟ ଅନେକ ନୀତି ନିୟମ ସମୟ ଆଦି ପରିବର୍ତ୍ତନ କରା ଯାଇଛି l

2. ଆଗରୁ ପ୍ରତି ବର୍ଷ ଅକ୍ଟୋବର 1 ତାରିଖ ରେ ଟ୍ରେନ ର ଚଳାଚଳ ସମୟ ପରି ବର୍ତନ ହୋଉ ଥିଲା ଏବେ ନଭେମ୍ବର 1 ତାରିଖ ରୁ ସମସ୍ତ ଟ୍ରେନ ର ସମୟ ପରିବର୍ତ୍ତନ କରା ଯାଇଛି l ନଭେମ୍ବର 1 ତାରିଖ ରୁ ଦେଶ ରେ ସମସ୍ତ ଟ୍ରେନ ନିୟମ ଅନୁସାରେ ଚଳାଚଳ କରିବା ବୋଲି ଘୋଷଣା ସରକାର କରିଛନ୍ତି l

3. ଏବେ inden ଏଲପିଜି ଗ୍ୟାସ ବୂକ ନମ୍ବର ସମସ୍ତ ଙ୍କର ସମାନ ଓ ଗ୍ୟାସ ର ଟଙ୍କା ର ଅଧିକ ହେବ କି କମ ହେବ ଏହାର ସଠିକ ଖବର ଆସି ନାହିଁ l ତେଣୁ ସରକାର ଶେଷରେ ଏମିତି କିଛି ଗାଇଡ଼ ଲାଇନ କୁ ପରିବର୍ତ୍ତନ କରି ଛନ୍ତି l ସମସ୍ତେ ସୋସିଆଲ ଡିଷ୍ଟାନ୍ସ ମେଣ୍ଟେନ କରିବା କୁ ନିର୍ଦେଶ କରା ଯାଇଛି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।