ଦେଖନ୍ତୁ ଭିଡ଼ିଓ । ଅଭିନେତ୍ରୀ ବର୍ଷାଙ୍କ ମାଆ ‘ ଲକ୍ଷ୍ମୀ ‘ ଙ୍କ ପୂଜା ପାଳନର ଭିଡିଓ, କଣ ସତରେ ବର୍ଷା ଏବଂ ଅନୁଭବ…..

ଆପଣ ମାନେ ଜାଣିଛନ୍ତି ଓଡ଼ିଆ ସିନେମା ଜଗତର ବା ଓଲିଉଡର ସବୁଠାରୁ ଲୋକପ୍ରିୟ ଓ ଚର୍ଚ୍ଚିତ ଚେହେରା ହେଉଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।ତାଙ୍କର ଅଭିନୟ ଏବଂ ବିଶେଷ କରି ତାଙ୍କର ବ୍ୟକ୍ତିତ୍ଵ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଏହା ସତ ଯେ ହିନ୍ଦୁ ଧର୍ମର ସଂସ୍କୃତି ରେ ସେ ବାନ୍ଧି ହୋଇ ରହିଥାନ୍ତି ଯାହା ତାଙ୍କ ସଂସ୍କାର ରୁ ଜଣା ଯାଇଥାଏ।

ତେବେ ଜଣେ ପାରମ୍ପରିକ ବୋହୂ ହିସାବରେ ତାଙ୍କର ବ୍ୟକ୍ତିଗତ ଜୀବନର ମୂଲ୍ୟବୋଧ ରହିଛି।ଅଭିନୟ ଜଗତ ବାହାରେ ବି ପ୍ରକୃତ ଜୀବନରେ ସେ ଜଣେ ସଫଳ ନାରୀ ଭାବରେ ନିଜକୁ ଅଭିହିତ କରନ୍ତି। ତାଙ୍କୁ ସେଥିପାଇଁ ଏକ ସୁ ଗୃହିଣୀ ମଧ୍ୟ କୁହାଯାଏ।

ଏବେ ଅଭିନେତ୍ରୀ ବର୍ଷା ତାଙ୍କର ଏକ ଭିଡିଓ କୁ ତାଙ୍କର ୟୁ ଟ୍ୟୁବ୍ ଚ୍ୟାନେଲ ରେ ପୋଷ୍ଟ କରିଛନ୍ତି। ଯାହା ହେଉଛି ଗତକାଲି ର ମାତା ଲକ୍ଷ୍ମୀ ଙ୍କ ପୂଜା ର ଭିଡିଓ। ଆପଣ ତ ଜାଣିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ ତାଙ୍କର ଅନେକ ଭିଡିଓ କୁ ତାଙ୍କ ୟୁ ଟ୍ୟୁବ୍ ଚ୍ୟାନେଲ ରେ ଛାଡିଥାନ୍ତି ତାଙ୍କ ପ୍ରଶଂସକ ମାନଙ୍କ ପାଇଁ।ସେହିଭଳି ଏହି ଭିଡିଓ ଟି ହେଉଛି ବର୍ଷା ଙ୍କ ଭଗବାନଙ୍କୁ ପୂଜାର୍ଚ୍ଚନା କରୁଥିବା ସମୟର ଭିଡିଓ ।

ପବିତ୍ର ଲକ୍ଷ୍ମୀ ପୂଜା ଅବସରରେ ସେ ଝୁଟି କାଟି ସେଥିରେ ରଙ୍ଗୋଲି କରି ସୁନ୍ଦର ଭାବରେ ଏହାକୁ ସଯାଉ ଛନ୍ତି। ଏହାପରେ ସେ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରୁଛନ୍ତି।ତେବେ ଭକ୍ତ ଏବଂ ଭଗବାନ ଙ୍କ ଏହି ପବିତ୍ର ମୁହୂର୍ତ୍ତର ଭିଡିଓ କୁ ରେକର୍ଡ କରା ଯାଇଛି।

ପୂର୍ବଥର ମାନଙ୍କ ଭଳି ଏହି ଭିଡିଓ ରେ ମଧ୍ୟ ଶାଢ଼ୀ ପିନ୍ଧି ମାଆଙ୍କ ପୂଜା କରୁଛନ୍ତି ଏବଂ ମୁଣ୍ଡରେ ସିନ୍ଦୂର ଟୋପା ଲଗାଇଛନ୍ତି। ପୂଜା ପରେ ମାଆଙ୍କୁ ମୁଣ୍ଡିଆ ମାରୁଛନ୍ତି। ପୂର୍ବରୁ ନବରାତ୍ରି ପୂଜା ସମୟର ଭିଡିଓ ମଧ୍ୟ ସେ ସେୟାର କରିଥିଲେ।ତେବେ ଓଲିଉଡ ର କୁଇନ କୁହା ଯାଉଥିବା ଚୁଲବୁଲି, ସୁନ୍ଦରୀ ନାୟିକା ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ।ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି।

କିଏ ବା ତାଙ୍କୁ ଭଲ ନପାଏ। ସମସ୍ତେ ତାଙ୍କ ପାଇଁ ଦିୱାନା। ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ି ଯାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ପାଇଁ ଅଧିକ ଆକର୍ଷିତ ଲାଗନ୍ତି।

ତେବେ ବର୍ଷା ଙ୍କ ର ଏହିଭଳି ଭିଡିଓ ବାସ୍ତବରେ ତାଙ୍କ ପ୍ରଶଂସକ ମାନଙ୍କ ପାଇଁ ଏକ ଗୁରୁତ୍ଵ ପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରୁଛି ନିଶ୍ଚିତ ଭାବରେ।ତେବେ ଆଗରୁ ମଧ୍ୟ ବହୁତ୍ ଥର ବର୍ଷା ପ୍ରିୟଦର୍ଶିନୀ ତାଙ୍କ ପ୍ରଶଂସକ ମାନଙ୍କ ଉଦ୍ଦେଶ୍ୟରେ ଅନେକ ଭିଡିଓ କରିଛନ୍ତି ଏବଂ ସେମାନଙ୍କର ଆଶିର୍ବାଦ ପାଇବା ପାଇଁ ଚାହିଁଛନ୍ତି ଏବଂ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।