ମାସିକ ଧର୍ମ ରେ ଏହି ସବୁ କାମ କଲେ ଭିକାରି ବି ହୋଇଯିବ ମାଲାମାଲ

ଆଜି ଆମେ ଜାଣିବା ମାସିକ ଧର୍ମ ରେ ମହିଳା ମାନଙ୍କୁ କଣ ସବୁ କରିବା ଉଚିତ୍ । କଣ ମାସିକ ଧର୍ମ ରେ ମହିଳା ମାନଙ୍କୁ ପୂଜା ପାଠ କରିବା ଉଚିତ୍ , କଣ ମାସିକ ଧର୍ମ ରେ ମହିଳା ମାନଙ୍କୁ ଗଛ ରେ ପାଣି ଦେବା ଉଚିତ୍ । ତେବେ ଏହି ସବୁ ର ଉତ୍ତର ଆଜି ଆମେ ଜାଣିବା । ତେବେ ମାସିକ ଧର୍ମ ମହିଳା ମାନଙ୍କ ର ସାଧାରଣ ପ୍ରକ୍ରିୟା ଅଟେ । କିନ୍ତୁ ଏହି ବିଷୟ ରେ ଖୋଲି କହିବା ପାଇଁ ଆମ ସମାଜ ରେ ଅନୁମତି ନଥାଏ ।  କିନ୍ତୁ ଏହି ସବୁ ଭୁଲ୍ ଅଟେ। କାରଣ ସମସ୍ତ ଝିଅ ମାନେ ଜାଣି ରଖିବା ଉଚିତ୍ ଯେ ମାସିକ ଧର୍ମ ଏକ ସାଧାରଣ ଯୌଗିକ ପକ୍ରୀୟ ଅଟେ ।

ଏହାର କୌଣସି ଅନ୍ଧ ବିଶ୍ବାସ ସହିତ କୌଣସି ପ୍ରକାର ଲିଙ୍କ୍ ନାହିଁ ।ତେଣୁ ଏହି ବିଷୟ ରେ ସମସ୍ତ ତଥ୍ୟ ଝିଅ ମାନଙ୍କୁ ଜାଣିବା ଉଚିତ୍ । ତେବେ ଆଜି ଆମେ ଏମିତି କିଛି ଜିନିଷ ବିଷୟ ରେ ଜାଣିବା ଯାହା ପିରିଆଡ୍ ସମୟ ରେ କରିଲେ ମଧ୍ୟ କିଛି ଚିନ୍ତା କରିବା ଉଚିତ୍ ନୁହେଁ ।

1- ଗଛ ରେ ପାଣି ଦେବା , ତେବେ ଆପଣ ମାନେ ଅନେକ ସମୟ ରେ ଦେଖି ଥିବେ କି ଶୁଣି ଥିବେ ଯେ ଘର ର ଲୋକ ମାନେ ପୀରିଆଡ୍ ସମୟ ରେ ଝିଅ ମାନଙ୍କୁ ଗଛ ରେ ପାଣି ଦେବା ଓ ଗଛ ଆଖ ପାଖ ରେ ବୁଲିବା ପାଇଁ ମନା କରି ଥାନ୍ତି କାରଣ ଏହା କରିବା ଦ୍ଵାରା ଗଛ ଲତା ଶୁଖି ଯାଇ ଥାଏ କିନ୍ତୁ ଏମିତି କିଛି ବି ହୁଏ ନାହିଁ । ପିରିଆଡ ସହିତ ଏହି ସବୁ ଜିନିଷ ର କୌଣସି ମଧ୍ୟ ଲିଙ୍କ୍ ନାହିଁ ।

2- ଆଚାର ଠାରୁ ଦୂରେଇ ରହିବା , ଏମିତି କୌଣସି ମଧ୍ୟ ଧର୍ମ ଗ୍ରନ୍ଥ ରେ ଏହା ଲେଖା ହୋଇ ନାହିଁ । ଆପଣ ମଧ୍ୟ ଏହି ଭାବନା ରେ ବଞ୍ଚୁ ଥିବେ ଯେ ମାସିକ ଧର୍ମ ସମୟ ରେ ଆଚାର ଛୁଇଁବା ଦ୍ଵାରା ଏହା ନଷ୍ଟ ହୋଇ ଜାଏ ଏହା ଭୁଲ୍ ଅଟେ । କାରଣ ଏହା ଏକ ସାଧାରଣ ବାଓଲୋଜିକଲ୍ ପକ୍ରୀୟା ଅଟେ । ଏହା ଈଶ୍ୱର ଙ୍କ ଦାନ ଅଟେ ।

କାରଣ ଆମର ଯାହା ସବୁ ହୋଇଥାଏ ତାହା ଈଶ୍ୱର ଙ୍କ ରଚନା ଅଟେ । ତେବେ ଈଶ୍ୱର ଙ୍କ ଏହି ରଚନା ରେ ଆମେ କିପରି ଅପବିତ୍ର ହୋଇ ପାରିବା। ମାସିକ ଧର୍ମ ହେବା ଦ୍ବାରା ଆମେ ମା ହେବାର ସ୍ଵଭଗ୍ୟ ପ୍ରାପ୍ତି କରି ଥାଉ। ମାସିକ ଧର୍ମ ସହିତ ମା ହେବା ର ସମ୍ପର୍କ ରହି ଥାଏ । ତେବେ ଯେଉଁ ମହିଳା ମାନଙ୍କ ର ମାସିକ ଧର୍ମ ହୁଏ ନାହିଁ ତାକୁ ଆମ ସମାଜ ଅନେକ ନିନ୍ଦା କରି ଥାଏ । ଯାହା ଶୁଣି ଅନେକ ମହିଳା ଅନେକ ସମୟ ରେ ଆତ୍ମହତ୍ୟା କରି ଥାଆନ୍ତି ।

ତେବେ ଆମର ପିଲା ବେଳୁ ହିଁ ମାଇଣ୍ଡ ରେ ଥାଏ ଯେ ଆମେ ମାସିକ ଧର୍ମ ସମୟ ରେ ପୂଜା ପାଠ କରିବା ଅନୁଚିତ୍ ଅଟେ । କିନ୍ତୁ ଏହା କେବେ ବି ସତ ନୁହେଁ । ମାସିକ ଧର୍ମ ହେବା ଦ୍ବାରା କୌଣସି ଝିଅ କେବେ ଅପବିତ୍ର ହୁଏ ନାହିଁ । ତେବେ ଆପଣ ନିଶ୍ଚିତ ରୁହନ୍ତୁ ମାସିକ ଧର୍ମ ସମୟ ରେ ଆପଣ ପୂଜା ପାଠ ଓ ଗଛ ରେ ପାଣି ଦେଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।