ସାବଧାନ ! ଚାବିକାଠି ଏପରି ରଖୁଛନ୍ତି କି ? ଏହିପରି ରଖୁଥିଲେ ହୋଇଯିବେ କାଙ୍ଗାଳ

ଆପଣ ମାନେ ଜାଣିଛନ୍ତି ଯେମିତି ହିନ୍ଦୁ ଧର୍ମ ରେ ବେଦ, ପୁରାଣ, ଧର୍ମ ଶାସ୍ତ୍ର ଆଦିରେ ନାରୀ କୁ ମାତା ଲକ୍ଷ୍ମୀ ବୋଲି ମାନା ଯାଇଥାଏ l ଯେଉଁ ଘରେ ଝିଅ ଟିଏ ଜନ୍ମ ହୁଏ ସମସ୍ତେ ଖୁସି ରେ ପlଳନ୍ତି l ଝିଅଟିଏ ଯେତେବେଳେ ବାହା ହୋଇ ଶାଶୁ ଘରକୁ ଯାଏ ସେତେବେଳେ ଶାଶୁ ଘରର ମାଳିକ ଅଥବା ଶାଶୁ ତାକୁ ଘରର ସବୁ ଚାବିକାଠି ପେନ୍ଥା କୁ ଏକାଠି କରି ବହୁ କୁ ଦେଇଥାନ୍ତ l

ଚାବି ପେନ୍ଥା କୋଉଠି ରହିଲେ ଶୁଭ ଆଉ କୋଉଠି ରହିଲେ ଅଶୁଭ ସେବିଷୟରେ ଜାଣିବା l ତେବେ ଚାଲନ୍ତୁ ଜାଣିବା ଚାବି ପେନ୍ଥା ରହିଲେ ଉଚିତ ଆଉ କୋଉଠି ରହିବା ଅନୁଚିତ, ଅନୁଚିତ ଜାଗାରେ ରହିଲେ କଣ ସବୁ ହେବ l

1-ଆପଣ ମାନେ ଜାଣିଛନ୍ତି ଆଗ କାଳରେ ଯେତେବେଳେ ନବ ବଧୂ ତା ଶାଶୁ ଘର କୁ ଆସିବା ବେଳେ ତାର ଶାଶୁ ଘରର ସବୁ ଚାବି ଆଣି ବହୂ କୁ ଦେଇ ଥାନ୍ତି l ବହୂ ତାର ଅଣ୍ଟା ରେ ଓଳେଇ ରଖି ଥାଏ l କିନ୍ତୁ ଏହି ପରି ଚାବି ପେନ୍ଥା କୁ ଅଣ୍ଟାରେ ଓଳେଇ ରଖିଲେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି l ଲକ୍ଷ୍ମୀ ଦୟାରୁ ଘରେ କେବେବି ଅଭାବ ରହେ ନାହିଁ l ଧନର ବର୍ଷା ସେହି ଘରେ ହୋଇଥାଏ l

2-ଆପଣ ମାନେ ବେଳେ ବେଳେ ବ୍ୟସ୍ତ ଥିଲା ବେଳେ ଆପଣ ଆପଣଙ୍କ ଶୋଇବା ଘର ତକିଆ ତଳେ ଆମେ ଚାବି କାଠି ରଖିଥାଉ କିନ୍ତୁ ଏହିପରି କଲେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାନ୍ତି ଯାହା ଦ୍ୱାରା ଘରେ ସବୁବେଳେ ଅଭାବ ଲାଗି ରହିଥାଏ l ଘରେ ଯେତେ ଆୟ କଲେ ମଧ୍ୟ ଧନ ଘରେ କେବେବି ରହେ ନାହିଁ l

3-ଆମେ ଆମର ଘରର ଚାବି ପେନ୍ଥା କୁ ଆମେ ଘରର କାନ୍ଥର କଣ୍ଟି ରେ ରଖି ଥାଉ କିନ୍ତୁ ଏହିପରି କରିବା ଅନୁଚିତ କାରଣ ଏହିପରି ରଖିବା ଦ୍ୱାରା ଘରର ଚୋରି ହେବାର ସମ୍ଭାବନା ଥାଏ, ଅନ୍ୟଥା ଚାବି କାଠି ହଜି ପାରେ l

4-ଆପଣ ଯଦି ଘରର ଚାବି କାଠିକୁ ଘରର ଗାଧୋଇବା ଘରେ ରଖି ଥାନ୍ତି ଏହିପରି ଆପଣ ରଖାନ୍ତୁ ନାହିଁ କାରଣ ଏହିପରି ରଖିବା ଦ୍ୱାରା ଭଗବାନ ଚନ୍ଦ୍ରଙ୍କର କୁଦୃଷ୍ଟି ଘର ଉପରେ ପଡି ଥାଏ ଯାହାଦ୍ୱାରା ଘରର ଧନ ପାଣି ପରି ଖର୍ଚ୍ଚ ହୋଇଯାଏ l ଯେତେ ଆୟ କଲେ ଘରେ ଅଭାବ ଲାଗି ରହେ, ତେଣୁ ଏହିପରି କେବେବି ରଖନ୍ତୁ ନାହିଁ l

5-ଘରର ଚାବି କାଠିକୁ ଘରର ଉତ୍ତର ଦିଗର ସମସ୍ତ ଙ୍କ ଅଡୁଆଳରେ ରଖିବା ଉଚିତ ଘରର ଏହିପରି ସ୍ଥାନରେ ରଖିଲେ ଘରର ଆୟ, ଧନ ବଢିଥାଏ l

ଆପଣ ମାନେ ଜାଣିଲେ ଏହିପରି ଚାବି କାଠି ରଖିଲା ବେଳେ ଉପଯୁକ୍ତ ସ୍ଥାନରେ ରଖନ୍ତୁ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।