ମୋଟା ଝିଅଙ୍କୁ ବାହା ହେବାରେ ଫାଇଦା ହିଁ ଫାଇଦା, ଜାଣନ୍ତୁ କେମିତି ?

ବର୍ତମାନ ସମୟରେ ଅଧିକାଂଶ ଲୋକ ମୋଟି ଝିଅକୁ ବନ୍ଧୁ କିମ୍ବା ବିବାହ କରିବାକୁ ପସନ୍ଦ କରୁ ନାହାନ୍ତି l ସେମାନେ ସବୁ ବେଳେ ପତଳା ଝିଅଙ୍କୁ ପସନ୍ଦ କରୁଛନ୍ତି l ଭଗବାନ ଙ୍କର ସୃଷ୍ଟିରେ ସମସ୍ତେ ସମାନ l ଏମିତି ଭାବିବିଲେ ତାହା ସମ୍ଭବ ହୁଏ ନାହିଁକି ଯେ ପତଳା ଝିଅ ମାନେ କୌଣସି କାମକୁ ଫିଟ ନାହାନ୍ତି ଅଥବା ମୋଟି ଝିଅ ସମସ୍ତେ ନିଜ ନିଜ କ୍ଷମତା ହିସାବରେ କାମ କରିଥାନ୍ତି l ଆଜି ଆମେ ଆପଣଂକୁ ମୋଟି ଝିଅ ମାନଙ୍କର ଲାଭ ତଥା ଏମାନଙ୍କୁ ବିବାହ କଲେ କଣ ସବୁ ଲାଭ ହୋଇଥାଏ l

1-ମୋଟି ଝିଅଙ୍କୁ ବିବାହ କରିବା ଆବଶ୍ୟକ କାହିଁକିନା ଏମାନେ ସ୍ୱାମୀଙ୍କୁ ସୁଖ ଦେବାରେ କେବେବି ଅବହେଳିତ କରନ୍ତି ନାହିଁ କାହିଁକି ନା ଏମାନେ ଶୀଘ୍ର ଥକି ଯାଆନ୍ତି ନାହିଁ l ଏମାନେ କାର୍ଯ୍ୟ କରିବାର କ୍ଷମତା ଅଧିକ ରଖି ଥାନ୍ତି l

2-ମୋଟି ଝିଅଙ୍କୁ ବିବାହ କଲେ ଏମାନେ l ଘରର ସମସ୍ତ ସଦସ୍ୟଙ୍କୁ ନିଜର ଜୀବନର ଗୋଟିଏ ଗୋଟିଏ ଅଙ୍ଗ ବୋଲି ଭାବନ୍ତି ତେଣୁ ସେ ସମସ୍ତଙ୍କ ମନରେ ସୁଖ ଦେବା ପାଈଁ ସବୁ ବେଳେ ଚେଷ୍ଟl କରନ୍ତି l

3-ମୋଟି ଝିଅ ଘରର ସବୁ କାମ କରିବାକୁ ଭଲ ପାଇଥାନ୍ତି, କାରଣ ଏମାନଙ୍କୁ ଯେତେ କଠିନ କାମ ହେଲେ ତାହାକୁ ଅତି ସହଜରେ ସଫଳ ରୂପେ ସମାପନ କରିଥାନ୍ତି l କାରଣ ଏମାନେ କାମ କରିବାର ଇଛlରେ ରହିଥାନ୍ତି l

4-ମୋଟି ଝିଅକୁ ବିବାହ କଲେ ଏମାନେ ଘରର ଯେକୌଣସି କାମ ହେଲେ ତାହାକୁ ସହଜରେ କରି ସମସ୍ତଙ୍କ ପ୍ରିୟ ହୋଇ ଥାନ୍ତି l କାରଣ ଏମାନେ ପତଳା ଝିଅଙ୍କ ଅପେକ୍ଷା ଅତି ଶୀଘ୍ର କାମ କରିବା ସହ ସମସ୍ତଙ୍କ ମନକୁ ସହିଲା ଭଳି କାମ କରି ଥାନ୍ତି ଯାହା ଦ୍ୱାରା ସମସ୍ତଙ୍କୁ ସୁଖ ଦେବାରେ ସକ୍ଷମ ହୋଇ ଥାନ୍ତି l କିଛି ଲୋକଙ୍କର ଏମିତି ଧାରଣା ଅଛି କିଛି ଯେ ପତଳା ଝିଅ କାମ କୁ ଅତି ଫୁର୍ତିର ସହ କରନ୍ତି ମାତ୍ର ଏହା ପରୀକ୍ଷା କରି ଦେଖା ଯାଇଛି ଯେ ମୋଟି ଝିଅ ମାନେ ନିଜର କାମରେ ଅତ୍ୟଧିକ ଦକ୍ଷ ଅଟନ୍ତି ପାତଳା ଝିଅ ଙ୍କ ଅପେକ୍ଷା l5-

5- ମୋଟି ଝିଅ ମାନେ ରୋଷେଇ କାର୍ଯ୍ୟ ରେ ଅତ୍ୟଧିକ ଦକ୍ଷ ଅଟନ୍ତି ପତଳା ଝିଅ ଅପେକ୍ଷା କାରଣ ଏମାନେ ନିଆଁ ପାଖରେ ଅଧିକ ସମୟ ରହି ରୋଷେଇ କରିବା ପାଈଁ ସକ୍ଷମ ହୋଇ ଥାନ୍ତି l ଆଉ ସେ ସମସ୍ତଙ୍କ ମନକୁ ରୂଚିଲା ଭଳି ରୋଷେଇ କରନ୍ତି l

6-ପତଳା ଝିଅ ମାନେ ସାଧାରଣତଃ ସ୍ୱାର୍ଥପର ସ୍ୱଭାବର ହୋଇ ଥାନ୍ତି, ଏମାନେ ସବୁ ବେଳେ ନିଜର ସ୍ୱାର୍ଥ ପାଈଁ କାର୍ଯ୍ୟ କରନ୍ତି l କିନ୍ତୁ ମୋଟି ଝିଅ ସବୁ ବେଳେ ବୁଝି ବିଚାରି ତଥା ଅନ୍ୟର ହିତ ପାଈଁ କାର୍ଯ୍ୟ କରନ୍ତି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।