ଫେସବୁକ ରେ ୩ ହଜାର ଝିଅଙ୍କୁ ଫସାଇ ପ୍ରତିଦିନ ଏହି ରିକ୍ସାବାଲା କରୁଥିଲା ଏମିତି……

ଉତ୍ତର ପ୍ରଦେଶ ବରେଲି ରୁ ଆସିଚି ଏକ ଏମିତି ଖବର ଯାହା କୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ଏହି ସ୍ଥାନ ର ଏକ ରିକ୍ସା ବାଲା ଫେସ୍ ବୁକ୍ ରୁ ହଜାର ହଜାର ଝିଅ ମାନଙ୍କୁ ଫେକ ଆଇଡି ରୁ ପଟେଇ ଅଛି । ସବୁଠୁ ଅଧିକ ଆଶ୍ଚର୍ଯ୍ୟ କଥା ହେଉଛି ଏହି ରିକ୍ସା ବାଲା ର ବୟସ 52 ବର୍ଷ ଅଟେ । ଏତେ ବୟସ ହେବା ସତ୍ୱେ ଫେସ୍ ବୁକ୍ ର ହଜାର ହଜାର ସୁନ୍ଦରୀ ଝିଅ ଏହି ରିକ୍ସା ଚାଳକ ପ୍ରେମ ରେ ପାଗଳ ଅଟନ୍ତି ।

ଏହି ରିକ୍ସା ଚାଳକ ପୋଲିସ୍ ହାତ ରେ ଧରା ପଡ଼ିବା ପରେ ଏହି ସବୁ କଥା ର ଖିଲାସା ହୋଇ ଅଛି । ତେବେ ଆସନ୍ତୁ ଜାଣିବା କିପରି ଫେସ୍ ବୁକ୍ ରେ ଝିଅ ପଟାଇ ଥିଲା ଏହି ରିକ୍ସା ବାଲା ।

ରିକ୍ସା ବାଲା ର ନାମ ଯାଭେଦ ଅଟେ । ସେ ନିଜ ପ୍ରୋଫାଇଲ୍ ରେ ଆଇପିଏସ୍ ନୁରୁଲ୍ ହୋଷେନ ଙ୍କ ଫଟୋ ରଖି ଥିଲା । 4000 ରୁ ଅଧିକ ଯୁବତୀ ଓ ନାବାଳିକା ତାଙ୍କୁ ଫେସ୍ ବୁକ୍ ରେ ଫ୍ରେଣ୍ଡ୍ ରିକୁଷ୍ଟ୍ ପଠାଇ ଥିଲେ । ଆଉ ଆଇପିଏସ ଫଟୋ ପଛରେ ରହି ଝିଅ ମାନଂକ ସହିତ ଖୁବ୍ ଚାଟିଂ କରି ଥିଲା ଏହି ରିକ୍ସା ବାଲା । ଆଉ ଅନେକ ଝିଅ କୁ ପ୍ରେମ ଜାଲ ରେ ଫସାଇବାରେ ସଫଳ ହୋଇ ଥିଲା ।

ଏହା ପରେ ପୋଲିସ୍ ହାତ ରେ ଧରା ପଡ଼ିବା ପରେ ସେ ସବୁ କଥା ପୋଲିସ୍ ସାମ୍ନା ରେ ସିୟୁକର୍ କରି ଅଛି । କହିଛିି ତାର ଏକ ଫେସ୍ ବୁକ୍ ଆକାଉଣ୍ଟ୍ ରହିଛି ଯେଉଁ ଠୀରେ ପ୍ରାୟ 500 ରୁ ଅଧିକ ଫ୍ରେଣ୍ଡ୍ ଲିଷ୍ଟ୍ ରହି ଅଛି । ମାତ୍ର ପ୍ରୋଫାଇଲ୍ ରେ ନୁରୁହସନ୍ ଙ୍କ ଫଟୋ ଲଗାଇବା ପରେ ଫ୍ରେଣ୍ଡ୍ ଲିଷ୍ଟ ବଢ଼ି 5000 ଜାଏ ପହଞ୍ଚି ଥିଲା। ଯେଉଁ ରେ ପ୍ରାୟ 3000 ଯୁବତୀ ରହି ଥିଲେ ।

ଏହା ସହିତ ଅନେକ ସ୍ଥାନ ରୁ ତାଙ୍କ ପାଇଁ ବିବାହ ର ପ୍ରସ୍ତାବ ଆସି ଥିଲା। ତେବେ ଏହି 52 ବର୍ଷୀୟ ରିକ୍ସା ଚାଳକ ଜାଭେଦ ଙ୍କ ର ଏକ ପତ୍ନୀ ଓ ଏକ ଯୁବକ ପୁଅ ରହିଛି । ନିଜ ସ୍ବାମୀ ର ଏହି ପରି ହରକତ ଦେଖି ସ୍ତ୍ରୀ ମଧ୍ୟ ବେସ୍ତ ହୋଇ ପଡ଼ି ଥିଲା। ଏମିତି କି ସେ ଜଭେଦ ର ଫୋନ୍ ମଧ୍ୟ ଭାଙ୍ଗି ଦେଇ ଥିଲା।

କିନ୍ତୁ ଝିଅ ମାନଂକ ସହିତ ଚାଟିଙ୍ଗି କରିବା ତାର ଏକ ଅଭ୍ୟାସ ରେ ପରିଣତ ହୋଇ ଯାଇ ଥିଲା । 52 ବର୍ଷୀୟ ଜଭେଦ ହାଏ ସ୍କୁଲ୍ ଫେଲ ହୋଇ ଥିଲେ ମଧ୍ୟ ତାକୁ କିଛି କିଛି ଇଂରାଜୀ ଭାଷା ଜଣା ଅଛି । ପୋଲିସ୍ ଯେତେବେଳେ ତାର ଚାଟିଙ୍ଗି ଦେଖିଲା ସେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲା ।

କାରଣ ସେ ବହୁତ୍ ଝିଅ ଙ୍କୁ ବିବାହ ପ୍ରସ୍ତାବ ର ପ୍ରତିଶ୍ରୁତି ଦେଇ ଥିଲା । ଏମିତି କି ଝିଅ ମାନଙ୍କୁ ଆଇ ଲଭ୍ ୟୁ ମେସେଜ କରି ଥିଲା । ଏହି ଘଟଣା ର ଖୁଲସା ପରେ ପୋଲିସ୍ ରିକ୍ସା ବାଲା କୁ ଗିରଫ କରି ଜେଲ୍ ପଠାଇ ଦେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।