ଭୁଲରେ ବି ଗର୍ଭବତୀ ମହିଳା ମାନେ ଖାଆନ୍ତୁ ନାହିଁ ଏହି ୫ ଟି ଜିନିଷ ନହେଲେ ହେବ ଗର୍ଭପାତ….

ବନ୍ଧୁ ଗଣ ଆଜି ଆମେ ଜାଣିବା ଯେ କଣ ଖାଇଲେ ଗର୍ଭବତୀ ମହିଳା ର ଗର୍ଭ ପାତ ହୋଇଥାଏ l ବନ୍ଧୁଗଣ ଜାଣିଥିବେ ଯେ ଯେତେ ବେଳେ ଜଣେ ମହିଳା ଗର୍ଭବତୀ ଥାଏ ସେତେ ବେଳେ ସେ କଣ ସବୁ ଖାଇଥାଏ ସେ ସବୁ ତାହାର ଗର୍ଭ ଉପରେ ପ୍ରଭାବ ପକାଇ ଥାଏ l ଚାଲନ୍ତୁ ଜାଣିବା କଣ ଗର୍ଭବତୀ ଖାଇଲେ ଗର୍ଭପାତ ହେବାର ସମ୍ଭାବନା ରହିଛି l

1-କିଛି ଲୋକ ଭାବନ୍ତି ଯେ ଗର୍ଭବତୀ ଥିଲା ବେଳେ ଅମୂର୍ତ୍ତଭାଣ୍ଡl ଖାଇବା ଦରକାର l କିନ୍ତୁ ଏହା ସମ୍ପୂର୍ଣ ଭୁଲ ଅଟେ କାରଣ ଗର୍ଭବତୀ ସମୟରେ ଏହାକୁ ଖାଇଲେ ଗର୍ଭବତୀ ର ଗର୍ଭବତୀ ଧାରଣ କ୍ଷମତା ସଂକୁଚିତ ହୋଇ ଯାଇଥାଏ l ଯାହା ଯୋଗୁଁ ଗର୍ଭପାତ ହୋଇ ଥାଏ l

2-ଏହି ସମୟରେ ଯଦି ଜଣେ ଗର୍ଭବତୀ ସବୁଦିନ ସପୁରି ଖାଉ ଥାନ୍ତି ସବୁଦିନ ତାହାଲେ ସେହି ଗର୍ଭବତୀ ର ଗର୍ଭପାତ ଅତି ଶୀଘ୍ର ହୋଇ ପରେ l କାରଣ ଏହା ପିଲାକୁ ବହୁତ ବଡ଼ ଅର୍ଥାତ ପିଲା ବଳି ଯାଏ ଯାହା ଯୋଗୁଁ ଶୀଘ୍ର ଗର୍ଭପାତ ହୋଇ ଯାଏ l

3-ଯଦି ଜଣେ ମହିଳା ଗର୍ଭବତୀ ଥିଲା ବେଳେ ପ୍ରତିଦିନ କଞ୍ଚା କ୍ଷୀର ପିଉ ଥାନ୍ତି ତାହାଲେ ଏହାକୁ କେବେବି ପିଅନ୍ତୁ ନାହିଁ ଏହା ପିଲାର ଗର୍ଭପାତ କରିବାରେ ସାହାଯ୍ୟ କରିଥାଏ l ଯଦି ପିଉ ଥାନ୍ତି ତାହାଲେ ଆପଣ ଏହାକୁ ବହୁତ ଫୁଟେଇ ପିଅନ୍ତୁ l

4-ଯଦି ଜଣେ ଗର୍ଭବତୀ ମହିଳା ଅଙ୍ଗୁରୁ ଖାଉ ଥାନ୍ତି ତାହାଲେ ଆପଣ ଅଙ୍ଗୁରୁ କୁ ପିଲା ହେବାର ତିନି ମାସ ପୂର୍ବରୁ କେବେବି ଖାଆନ୍ତୁ ନାହିଁ l କାରଣ ଏହା ବହୁତ ଗରମ ଅଟେ ଯାହା ଯୋଗୁଁ ପେଟ ଅଧିକ ଗରମ ହୋଇ ଥାଏ l ଯାହା ଫଳରେ ଗର୍ଭପାତ ଅତି ଶୀଘ୍ର ହୋଇ ଥାଏ l

5-ଗର୍ଭବତୀ ଥିଲା ବେଳେ ବି ନିଶା ଦ୍ରବ୍ୟ ଖାଆନ୍ତୁ ନାହିଁ l ଯଦି ଏହାକୁ ମାତା ପାନ କରେ ଏହା ପିଲା ଉପରେ ସିଧା ପ୍ରଭାବ ପକାଏ l ଯାହା ଫଳରେ ପିଲାର ହୃତପିଣ୍ଡ କୁ କୁପ୍ରଭାବ ପକାଏ l

6-ଯଦି ଜଣେ ଗର୍ଭବତୀ ମହିଳା ଅଧିକ ରାଗ ଜାତୀୟ ଖାଦ୍ୟ ଖାଉ ଥାନ୍ତି ତାହାଲେ ମଧ୍ୟ ଗର୍ଭପାତ ହେବାର ସମ୍ଭାବନା ରହିଥାଏ l

7-ଗର୍ଭବତୀ ଥିଲା ବେଳେ କେବେବି କୁରକୁରି ତଥା କୌଣସି ପ୍ରକାର ପକେଟ ରେ ଥିବା ଖାଦ୍ୟ ଖାଆନ୍ତୁ ନାହିଁ କାରଣ ଏହା ଖାଇଲେ ଗର୍ଭବତୀ ର ଗର୍ଭପାତ ଅତି ଶୀଘ୍ର ହୋଇ ଥାଏ l

8-ଗର୍ଭବତୀ ଥିଲା ବେଳେ କେବେବି ଥଣ୍ଡା ଜାତୀୟ ପାନୀୟ କରନ୍ତୁ ନାହିଁ ଏଥିରେ ବହୁତ କେମିକାଲ ମିଶି ଥାଏ ଯେଉଁଥିରେ ପିଲାର ଗର୍ଭପାତ ହେବାର ସମ୍ଭାବନା ବଢିଯାଏ l

9-ଗର୍ଭବତୀ ଥିଲା ବେଳେ ଚା କିମ୍ବା କଫି ପିଅନ୍ତୁ ନାହିଁ କାରଣ ଏହା ଦ୍ୱାରା ପିଲାର ଗର୍ଭପାତ ହେବାର ସମ୍ଭାବନା ବଢ଼ି ଯାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।