ଦେଖନ୍ତୁ ଭିଡିଓ । ଓଡ଼ିଶାରେ ପୁଣି ଲଜ୍ୟା ଜନକ ଘଟଣା ସାମ୍ନା କୁ ଆସିଲା । କଳାହାଣ୍ଡି ଜଙ୍ଗଲରେ ଗଣଦୁଷ୍କର୍ମ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ…..

ବାରମ୍ବାର ସମାଜରେ ଘଟି ଚାଲିଛି ଲଜ୍ୟାଜନକ ଏବଂ ନିନ୍ଦନୀୟ ଘଟଣା। ଓଡ଼ିଶାରେ ପୁଣି ଏକ ଲଜ୍ୟା ଜନକ ଘଟଣା ସାମ୍ନା କୁ ଆସିଲା। କଳାହାଣ୍ଡି ରେ ଘଟିଲା ଏହି ନିନ୍ଦନୀୟ ଘଟଣା।କଳାହାଣ୍ଡି ଜୁନାଗଡ଼ ଥାନା ଜରିଂ ନିକଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଭିଡିଓ ଭାଇରାଲ ଘଟଣା ଏବେ ସମସ୍ତଙ୍କୁ ଚକିତ ଏବଂ ସ୍ତବ୍ଧ କରି ଦେଇଛି। ଦୁଷ୍କର୍ମ କାରୀ ମାନଙ୍କର ଏହି ଭଳି ମାନସିକତା ଯାହାକୁ ବର୍ଣ୍ଣନା କରିବା ମଧ୍ୟ ଯନ୍ତ୍ରଣା ଦାୟକ ଅଟେ ।

ତେବେ କଳାହାଣ୍ଡି ର ଜୁନାଗଡ଼ ର ଜାରିଂ ଜଙ୍ଗଲ ଭିତରେ ଘଟିଛି ଏହିଭଳି ପଶୁତୁଲ୍ୟ ଘଟଣା। ଯାହା ସମାଜ ପାଇଁ ଏକ ନିନ୍ଦା ଏବଂ ଘୃନ୍ୟତାର ପରିଚୟ ସୃଷ୍ଟି କରିଛି।

ଦୁଷ୍କର୍ମ ପରେ ଯେଉଁ ଭିଡିଓ ଭାଇରାଲ କରା ଯାଇଛି ସେହି ଭିଡିଓ ଅନୁସାରେ ଏହା ଅତ୍ୟନ୍ତ କଷ୍ଟ ଦାୟକ ଏବଂ ହୃଦୟ ବିଦାରକ ବୋଲି ସ୍ପଷ୍ଟ ଭାବରେ ଅନୁମୟ। ଯାହା ଆପଣଙ୍କୁ ଦେଖାଇବା ସମ୍ଭବ ପର ନୁହେଁ। କାରଣ ଏହି ଭିଡିଓ ସହିତ ରହିଛି ଏହା ସରଳ ନିରୀହ ଝିଅର ଭବିଷ୍ୟତ ଏବଂ ତାର ବଞ୍ଚି ରହିବାର ରାହା।ଏହା ଯେତିକି ଯନ୍ତ୍ରଣା ଦାୟକ ଏବଂ ସେତିକି ସମ୍ବେଦନ ଶିଳ ଅଟେ।

କାରଣ ଦୁଷ୍କର୍ମ କାରୀ ମାନେ ଯୁବତୀଙ୍କୁ ଜଙ୍ଗଲକୁ ଟାଣି ନେଇ ତାଙ୍କ ସହ ଯେଉଁଭଳି ଘୃଣ୍ୟ କାମ କରିଛନ୍ତି ଏବଂ ଏହି ସମୟରେ ଯୁବତୀଙ୍କ କରୁଣ ଚିତ୍କାର ସମସ୍ତଙ୍କ ହୃଦୟକୁ ଥରାଇ ଦେଇଛି ଯାହା ଏହି ଭିଡିଓରେ ଭାଇରାଲ ହେଉଛି।

ତେବେ କିଛି ମାସ ତଳେ ଏହି ଭଳି ଲୋମହର୍ଷଣକାରୀ ଘଟଣା ଘଟିଥିଲା ଜାରିଂ ଜଙ୍ଗଲରେ।ଏହି ଘଟଣା ଘଟିବା ପରେ ଏହାର ଭିଡିଓ ଭାଇରାଲ ହେବା ପରେ ପୀଡ଼ିତାଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରା ଯାଇଥିଲା ।ତେବେ ଘଟଣା ଅନୁସାରେ ଯୁବତୀ ଜଣଙ୍କ ଭବାନୀପାଟଣା ରୁ ଜଣଙ୍କ ସହ ନିଜ ଘରକୁ ଫେରୁଥିବା ବେଳେ ଜାରିଂ ଜଙ୍ଗଲ ଭିତରେ କିଛି ଯୁବକ ଛୁରୀ ଦେଖାଇ ଦୁଷ୍କର୍ମ କରିଥିଲେ।

ଯୁବତୀ ଜଣଙ୍କ ତାଙ୍କୁ ଛାଡ଼ିଦେବା ପାଇଁ ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ କେହି ଶୁଣି ନଥିଲେ । ତେବେ ଯୁବତୀଙ୍କ ପକ୍ଷରୁ ଅଭିଯୋଗ ହେବାପରେ ସେପଟେ ଏହି ଘଟଣାର ଅନୁଧ୍ୟାନ ପାଇଁ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଘଟଣାସ୍ଥଳକୁ ଯାଇଥିଲେ ଏବଂ ପରେ ଜାରିଂ ଜଙ୍ଗଲରେ ଯୁବତୀ ଗଣଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର ଲଳିନ୍ଦ୍ର ଶବର ଗିରଫ ମଧ୍ୟ କରାଯାଇଛି।

ଲଳିନ୍ଦ୍ର ଶବରକୁ ଗିରଫ କରିଛି ଜୁନାଗଡ଼ ପୋଲିସ ପୀଡ଼ିତାଙ୍କ ସାନି ବୟାନ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ପରେ JMFC କୋର୍ଟ ଚାଲାଣ କରିଛି ପୋଲିସ। ଏହାସହ କଳାହାଣ୍ଡି ଏସ୍‌ପିଙ୍କ ନେତୃତ୍ୱରେ ପୋଲିସ ଘଟଣାର ତଦନ୍ତ କରୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।