ଘରେ ଲଗାନ୍ତୁ – ଏହି ଚମତ୍କାରି 4ଟି ଗଛ | ଆପଣଙ୍କର ଭାଗ୍ୟ ବଦଳିଯିବ | ଜଲଦି ଦେଖନ୍ତୁ

ଆଜି ଆମେ ଏମିତି ଚାରୋଟି ଗଛ ବିଷୟ ରେ ଜାଣିବା ଯେଉଁ ଗଛ ଲଗାଇବା ଦ୍ଵାରା ଆପଣ ଙ୍କ ର କୌଣସି ସମସ୍ୟା ହେବ ନାହିଁ । ଘରେ ସୁଖ ଶାନ୍ତି ଲାଗି ରହିବ । ଘର ର ସମୃଦ୍ଧି ବଢିବ। ତେବେ ଆସନ୍ତୁ ଜାଣିବା ସେଇ ଗଛ ମାନଙ୍କ ବିଷୟ ରେ । ପ୍ରତ୍ୟେକ ବ୍ୟକ୍ତି ନିଜ ଘର ବାହାରେ କିଛି ପ୍ରକାର ବୃକ୍ଷ ଲତା ଲଗାଇବା ଉଚିତ୍ ।

କାରଣ ଏହାର ବୈଜ୍ଞାନିକ ମହତ୍ୱ ରହିବା ସହିତ ଆଧ୍ୟାତ୍ମିକତା କାରଣ ମଧ୍ୟ ରହିଛି। ସାଧାରଣ ଗଛ ରୁ ଆମକୁ ଅମ୍ଳଜାନ ମିଳି ଥାଏ ଆଉ ଅମ୍ଳଜାନ ଆମ ଜୀବନ ପାଇଁ ବହୁତ୍ ଉପକାରୀ ହୋଇ ଥାଏ ।

ବିଭିନ ଧର୍ମ ଶାସ୍ତ୍ର ରେ ବୃକ୍ଷ ଲଗାଇବା ବିଷୟ ରେ କୁହା ଯାଇଛି କାରଣ ଏଥିରୁ ଅନେକ ସକାରାତ୍ମକ ଊର୍ଯା ମିଳି ଥାଏ। ତେବେ ଆଜି ଆମେ ଏମିତି ଚାରୋଟି ଗଛ ବିଷୟ ରେ ଜାଣିବା ଯାହା କୁ ଘର ବାହାରେ ଲଗାଇବା ନିହାତି ଆବଶ୍ୟକ ।

1- ତୁଳସୀ ଗଛ , ତୁଳସୀ ଗଛ ର ମହତ୍ୱ ଧର୍ମ ଶାସ୍ତ୍ର ରେ ଭଲ ଭାବରେ କୁହା ଯାଇଛି। ତୁଳସୀ ଗଛ ମାତା ଲକ୍ଷ୍ମୀ ଙ୍କ ର ପ୍ରତୀକ ଅଟେ । ଏହା ଭଗବାନ ବିଷ୍ଣୁ ଙ୍କ ଅତି ପ୍ରିୟ ହୋଇ ଥାଏ ଏହା ସହିତ ତୁଳସୀ ର ବହୁତ୍ ଔଷଧୀୟ ଗୁଣ ରହିଛି। ତୁଳସୀ ଗଛ ଆମ ପାଇଁ ଏକ ବରଦାନ ସଦୃଶ୍ୟ ଅଟେ । ତୁଳସୀ ଗଛ ରେ ଅନେକ ରୋଗ ସହିତ ଲଢ଼ିବାରେ କ୍ଷମତା ରହିଛି । ତୁଳସୀ ଗଛ ମୂଳ ରେ ପ୍ରତି ଦିନ ଦୀପ ଜଳାଇ ରଖିଲେ ଘରେ ସବୁ କାର୍ଯ୍ୟ ଶୁଭ ହୋଇ ଥାଏ ।

2- ଅରଖ ଫୁଲ , ଅରଖ ଫୁଲ ସାଧାରଣ ଭଗବାନ ଶିବ ଙ୍କ ର ପ୍ରିୟ ହୋଇ ଥାଏ । ଅରଖ ଗଛ କୁ ଘର ପାଖରେ ଲଗାଇବା ଦ୍ଵାରା ସେହି ଘରେ ସୁଖ ସମୃଦ୍ଧି ବଢିବା ସାଥେ କୌଣସି ପ୍ରକାର ନେଗେଟିଭ ଏନର୍ଜି ଘର କୁ ପ୍ରବେଶ କରି ପାରେ ନାହିଁ। ଏହି ବୃକ୍ଷ ନିହାତି ଘର ର ମୁଖ୍ୟ ଦ୍ଵାରା ବାହାରେ ଲଗାଇବା ଉଚିତ୍ । ଏହି ଗଛ ଲଗାଇବା ଦ୍ଵାରା ଘରେ ସୁଖ ଶାନ୍ତି ଲାଗି ରହିବ। ଏହା ସହିତ ଘର ର ସଦସ୍ୟ ମାନଙ୍କ ମଧ୍ୟ ରେ ପ୍ରେମ ଭାବ ଲାଗି ରହି ଥାଏ।

3- ନିମ ଗଛ , ଶାସ୍ତ୍ର ରେ ନିମ ଗଛ ର ଅନେକ ମାନ୍ୟତା ରହିଛି । ନିମ ଗଛ ଘର ବାହାରେ ଲଗାଇବା ଦ୍ଵାରା ଘରେ ରାହୁ , କେତୁ , ଶନି ଙ୍କ ପ୍ରଭାବ କମ୍ ହୋଇ ଥାଏ । ଆୟୁର୍ବେଦିକ ରେ ମଧ୍ୟ ନିମ କୁ ବହୁତ୍ ଲାଭ କରି କୁହା ଜାଏ । ନିମ ପତ୍ର କୁ ପ୍ରତି ଦିନ ଖାଇବା ଦ୍ବାରା ଅନେକ ରୋଗ ରୁ ମୁକ୍ତି ମିଲି ଥାଏ ।

4- ଅଁଳା ଗଛ , ଅଁଳା ଗଛ ଘରେ ଲଗାଇବା ଦ୍ଵାରା ମାତା ଲକ୍ଷ୍ମୀ ଘରେ ସବୁବେଳେ ସ୍ଥାୟୀ ହୋଇ ରହି ଥାଆନ୍ତି । ସାଧାରଣ ଏହି ଗଛ ରେ ଭଗବାନ ବିଷ୍ଣୁ ଙ୍କ ର ବାସ ହୋଇ ଥାଏ । ଯେଉଁ ଠାରେ ଭଗବାନ ବିଷ୍ଣୁ ରହି ଥାଆନ୍ତି ସେଠାରେ ମାତା ଲକ୍ଷ୍ମୀ ନିଶ୍ଚିତ ରହି ଥାଆନ୍ତି। ଏହି ଗଛ ର ଅନେକ ରୋଗ ସହିତ ଲଢ଼ିବା ର କ୍ଷମତା ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।