ଦେଖନ୍ତୁ ମାଆ ”କାଳୀ” ଙ୍କ ଆଶ୍ଚର୍ଯ୍ୟ ଭିଡ଼ିଓ । ଆଳତୀ ବେଳେ ଜୀବନ୍ତ ହେଲେ ମା’ କାଳୀ, ଭିଡ଼ିଓ ଟି ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ….

ବନ୍ଧୁଗଣ ଆମେ ସମସ୍ତେ ଜାଣିଚୁ ଆମ ଚତୁଃପାର୍ଶ୍ଵରେ ବେଳେବେଳେ କିଛି ଏମିତି ଘଟଣା ଘଟିଥାଏ ଯାହା ଆମକୁ ଚକିତ କରି ଦେଇଥାଏ। କାରଣ ଆମେ ଏହାକୁ ସହଜରେ ବିଶ୍ୱାସ କରି ପାରି ନଥାଉ।ଆଜି ଆମେ ସେହିଭଳି ଜାଣିବା ଏକ ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ବାସ୍ତବରେ ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।

ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ ଅଟେ।

ସେହିପରି ଏକ ଘଟଣା ଏବେ ସାମ୍ନା କୁ ଆସିଛି ଯାହା ଦେଖିଲେ ଆପଣ ବି ଅବାକ୍ ହୋଇଯିବେ କାରଣ ଘଟଣାଟି ହିଁ ସେହିପରି।ଏଠାରେ ଯେଉଁ ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ରେକର୍ଡ ହୋଇଛି ମୋବାଇଲ୍ କ୍ୟାମେରା ରେ। ଏଠାରେ କିଛି ଏମିତି ଅଲୌକିକତା ଦେଖିବାକୁ ମିଳିଛି ଯାହା ସାଧାରଣରେ ଆଶ୍ଚର୍ଯ୍ୟ ର ବିଷୟ ବସ୍ତୁ।

କାରଣ ଏଠାରେ ଆଳତୀ ସମୟରେ ହଠାତ୍ ଜୀବନ୍ତ ହୋଇ ଉଠିଛନ୍ତି ମାଆ କାଳୀ।ତେବେ ମାଆ କାଳୀଙ୍କର ଏମିତି ଦୃଶ୍ୟ କ୍ୟାମେରା ରେ ରେକର୍ଡ ହେବା ପରେ ଏହା ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି। ଯଦି ଆପଣ ବି ଏହି ଭିଡିଓ ଟିକୁ ଦେଖିବେ ତେବେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ।

ଏଠାରେ ଘଟିଥିବା ଏହି ଆଶ୍ଚର୍ଯ୍ୟ କଲାଭଳି ଭିଡିଓ କୁ ଦେଖିଲା ପରେ ଯିଏ ହେଉ ନା କାହିକି ଚିନ୍ତାରେ ପଡିଯିବେ। କାରଣ ଏଭଳି ଅଦ୍ଭୁତ ଘଟଣା ପ୍ରାୟତଃ କ୍ଵଚିତ ଦେଖିବାକୁ ମିଳିଥାଏ।ଏଠାରେ ମନ୍ଦିରରେ ଘଟିଥିବା ଏହି ଘଟଣାରେ ଦେଖିବାକୁ ମିଳିଛି ଯେ ମାଆ କାଳୀ ଙ୍କ ପୂଜା ଚାଲିଥିବା ବେଳେ କେହିଜଣେ ଏହାକୁ କ୍ୟାମେରା ରେ ରେକର୍ଡ କରୁଛନ୍ତି ।

କ୍ୟାମେରା ଯେଉଁ ପଟେ ବୁଲା ଯାଉଛି ଏହା ଦେଖିବାକୁ ମିଳୁଛି ଯେ ମାଆ କାଳୀ ମଧ୍ୟ ସେହି ପଟେ ଅନେଇ ରହିଥିବାର ଦେଖା ଯାଉଛି। ଯାହା ପୁରା ଜୀବନ୍ତ ଭଳି ଲାଗୁଛି। ଯେମିତି ସତରେ ଦେବୀ ସେଠାରେ ବିରାଜମାନ କରିଛନ୍ତି ଏବଂ ଭକ୍ତ ମାନଙ୍କୁ ଦେଖୁଛନ୍ତି।

ତେବେ ମନ୍ଦିରରେ ପୂଜା ପାଉଥିବା ମାଆ କାଳୀ ଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉକ୍ତ ମନ୍ଦିରରେ ନାହିଁ ନଥିବା ଭିଡ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କର ଦେଖିବାକୁ ମିଳୁଛି। ମା ଙ୍କୁ ଦର୍ଶନ କରିବା ପାଇଁ ଅନେକ ସଂଖ୍ୟାରେ ଲୋକ ଏଠାକୁ ଆସୁଛନ୍ତି। ଆପଣ ବି ଥରେ ଏହି ଭିଡିଓ କୁ ଭଲ ଭାବରେ ଦେଖନ୍ତୁ ଏବଂ ମାଆଙ୍କ ପ୍ରତିଭା କୁ ଦର୍ଶନ ମଧ୍ୟ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।