ଭାରତର ସବୁଠାରୁ ରହସ୍ୟମୟ ମନ୍ଦିର, ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…..

ଆପଣ ମାନେ ଜାଣନ୍ତି ଯେ ଭାରତ ହେଉଛି ମନ୍ଦିର ମାଳିନୀ ଦେଶ l ଏହି ମନ୍ଦିର ଗୁଡ଼ିକରୁ ଯେତେକ ହେଉଛି ରହସ୍ୟ ମୟ ମନ୍ଦିର ଯାହାର ରହସ୍ୟ ଆଜି ଯାଏ ଉନ୍ମୋଚନ ହୋଇ ପlରି ନାହିଁ l ଆଜି ଆମେ ଆପଣକୁ ଭାରତର ରହସ୍ୟ ମନ୍ଦିର ମଧ୍ୟରୁ ଗୋଟିଏ ମନ୍ଦିର ବିଷୟରେ କହିବୁ ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଯାଇଛି l ସେହି ମଦିର ହେଉଛି କେରଳ ର ବିଷ୍ଣୁ ମନ୍ଦିର l

ଏହି କେରଳ ସ୍ଥିତ ବିଷ୍ଣୁ ମନ୍ଦିର ଯାହାର ରହସ୍ୟ ଜାଣିବା ପାଈଁ ବହୁତ ଦୀର୍ଘ ଵର୍ଷ ପୂର୍ବରୁ ଚେଷ୍ଟା କରାଯାଇଛି l ଯାହାର ଆଜି ଯାଏ କୌଣସି ସମାଧାନ ହୋଇ ପାରିନାହିଁ l ତେବେ ଚାଲନ୍ତୁ ଜାଣିବା କେରଳର ଏହି ବିଷ୍ଣୁ ମନ୍ଦିରରେ କଣ ସବୁ ରହସ୍ୟ ରହିଛି l ଯାହାର ଆଜି ଯାଏ କୌଣସି ସମାଧାନ ହୋଇ ନାହିଁ l

କେରଳ ରେ ଏହି ବିଷ୍ଣୁ ମଦିର ର ନାମ ହେଉଛି ପଦ୍ମନାଭ ମନ୍ଦିର l ଯାହା ଭଗବାନ ବିଷ୍ଣୁଙ୍କ ମନ୍ଦିର ଅଟେ l ଏହି ମନ୍ଦିରରେ ବହୁତ କରୁ କାର୍ଯ୍ୟ ରହିଛି l କିନ୍ତୁ ବେଶୀ ଆଶ୍ଚର୍ଯ୍ୟ ହେଉଛି ଏଠାରେ ବହୁତ ଗୁଡିଏ ମାଟି ତଳର ଘର ରହିଛି l ଯାହାର ଆଜି ଯାଏ ରହସ୍ୟ ଜଣା ପଡୁନାହିଁ l

ପ୍ରଥମେ ଇଂରେଜ ବୈଜ୍ଞାନିକ ମାନେ ଏହି ମନ୍ଦିର ର ରହସ୍ୟ ଜାଣିବା ପାଈଁ ବହୁତ ଚେଷ୍ଟା କରିଥିଲେ ବୋଲି ଜଣେ ଇଂରେଜ ଲେଖକ ଙ୍କର ପୁସ୍ତକରୁ ଜଣା ପଡିଛି l ଏହି ପୁସ୍ତକର ନାମ ହେଉଛି ‘Travancore for the Indian visitor book ‘ ଏହି ବହିରେ ଲେଖା ଯାଇଛି ଯେ ପ୍ରଥମେ ଇଂରେଜ 1931 ମସିହା ରେ ଏହି ମନ୍ଦିରରରହସ୍ୟ ଖୋଲିବା ପାଈଁ ପ୍ରଥମେ ଚେଷ୍ଟା କରିଥିଲେ ।

ଆଉ ଯେତେ ବେଳେ ଏହି ଘରକୁ ଖୋଲିଲେ ସେହି ଘରେ ବହୁତ ଗୁଡିଏ ବିଷାକ୍ତ ସାପ ରହିଥିଲା ଯାହା ଯୋଗୁଁ କେହି ସେହି ଘରକୁ ଜୀବା ପାଈଁ ସକ୍ଷମ ହେଲେ ନାହିଁ l ଆଉ ଯେଉଁମାନେ ଯାଇଥିଲେ ସେମାନଙ୍କୁ ରାତିରେ ଦୁଃସ୍ବପ୍ନ ହେଲା l

ଏହାପରେ ଏହା ସେମିତି ରହିଯାଇଥିଲା ଆଉ ଭାରତ ସ୍ୱାଧୀନ ହେବl ପରେ ସର୍ବଉଚତ୍ତମଃ ନୟାଳୟ ଦ୍ୱlରା ଏକ ଦଳ ଗଠନ କରି ଏହି ମନ୍ଦିରର ରହସ୍ୟ ଉନ୍ମୋଚନ କରିବାର ଚେଷ୍ଟା କରାଯାଇଥିଲା l ଏହି ଦଳରେ ସବୁ ବୈଜ୍ଞାନିକ ବିଶେଷଜ୍ଞ ମାନେ ଥିଲେ l ସେମାନେ ପ୍ରଥମେ ମାଟି ତଳ ଘର ୮ ଟି ଠାବ କରିଥିଲେ l ଏହି ଘରକୁ ଖୋଲିବାରୁ ବିଷ୍ଣୁଙ୍କର ସୁବର୍ଣ୍ଣ ମୂର୍ତ୍ତି, ନାନାଦି ବହୁମୂଲ୍ୟ ଧାତୁ ପାଇଥିଲେ l

ଏହି ଘର ଗୁଡିକରେ ଏତେ ପରିମାଣରେ ହୀରl, ସୁନl, ରୁପା ଥିଲା ଯେ ଯାହାର ମୂଲ୍ୟ ପ୍ରାୟ 300 କୋଟି ହେବ l ଏହି ଘର ସlତଟିର ଦ୍ୱାର ଖୋଲି ହୋଇଥିଲା ଶେଷ ଗୃହର ଦ୍ୱାର ଖୁଲା ଜାଇ ପାରିଲା ନାହିଁ କାରଣ ସେହି ଘରର ଦ୍ୱାରରେ ଦୁଇଟି ସାପର ଚିହ୍ନ ଥିଲା ଆଉ ଯେତେ ଦ୍ୱାରକୁ କଟl ଯାଉଥିଲା ସେତେ ଦ୍ୱାର ବାହାରୁ ଥିଲା l

ଏହାପରେ ସେମାନେ ବହୁତ ବଡ ବଡ଼ ବାବା ସହିତ ପରାମର୍ଶ କରି ଜଣା ଯାଇଥିଲା ଯେ ଏହା ନାଗ ମନ୍ତ୍ର ଦ୍ୱାରା ବନ୍ଦ କରାଯାଇଛି ଯାହାକୁ ସେହି ମନ୍ତ୍ର ଜାଣିଥିବା ବ୍ୟକ୍ତି ଖୋଲିବେ l ଏହି ପରି ରହସ୍ୟ ମୟ ହୋଇ ରହିଛି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।