ଦେଖନ୍ତୁ ଭିଡ଼ିଓ । ବାତ୍ୟା ର ଏହି ଛାତି ଥରା ଦୃଶ୍ୟ ଦେଖିଲେ ମାଟି ତଳୁ ଗୋଡ ଖସି ଯିବ….

ପ୍ରତି ବର୍ଷ ଆମ ଓଡ଼ିଶା ରେ ଛୋଟ ବଡ଼ ବାତ୍ୟା ହେଉଛି l କିନ୍ତୁ 2099 ମସିହା ବା ଆଜକୁ ପ୍ରାୟ 21 ବର୍ଷ ର ତଳ ର ବାତ୍ୟା ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ l ବାତ୍ୟା ହେଉଛି ପ୍ରାକୃତିକ ଝଡ଼ l ଏହି ଝଡ଼ କେତେବେଳେ ଆସେ ଆଉ କେତେବେଳେ ଯାଏ l ପ୍ରତି ବର୍ଷ ବାତ୍ୟା ଠାରୁ କିନ୍ତୁ ଏହି ବାତ୍ୟା ବାତ୍ୟା ନ ଥିଲା ଏହା ଥିଲା ଗୋଟିଏ ମରଣାତ୍ମକ ମହାବାତ୍ୟା l ଏହି ବାତ୍ୟା ବିଷୟରେ ଶୁଣିଲେ ଛାତି କମ୍ପି ଉଠେ ଆଉ ଭୟ ମଧ୍ୟ ଲାଗେ l

ଏହି ମହାବାତ୍ୟା ଟି 1999 ମସିହା ଅକ୍ଟୋବର 29 ତାରିଖ ରେ ହୋଇ ଥିଲା l ଏହି ବାତ୍ୟା ଟି ଥିଲା ଏକ ମରଣାତ୍ମକ l

ସେହି ଦିନ ଓଡ଼ିଶା କୁ ମାଡି ଆସିଥିଲା ଗୋଟେ ମହାଦୁର୍ଯୋଗ କହିଲେ କମି ଯିବ l ଏହି ମହାବାତ୍ୟା ଟି ବେଙ୍ଗାପସାଗର ରେ କିଛି ଦିନ ଧରି ସୃଷ୍ଟି ହୋଇ ଥିଲା l ଏହି ବାତ୍ୟା ସୃଷ୍ଟି ହେବା ପରେ ଏହା ଜଗତସିଂହପୁର ଜିଲ୍ଲା ରେ ଲେନ୍ଡ ଫଲ କରିଥିଲା l ଏହି ମହାବାତ୍ୟା ରେ ଅକ୍ଟୋବର 28 ତାରିଖ ରେ ପ୍ରଥମେ ସୁର ସୁର ପବନ ବହି ଥିଲା l

ସେହି ସମୟରେ ବାତ୍ୟା ରେ 260km ବେଗ ରେ ପବନ ବହି ଥିଲା l ଏହି ମହାବାତ୍ୟା ରେ 36 ଘଣ୍ଟା ଧରି 300 km ରେ ପବନ ସହିତ ବର୍ଷା ହୋଇ ଥିଲା l ଏହି ବାତ୍ୟା ରେ ସମୁଦ୍ର ମଧ୍ୟ ତାଣ୍ଡବ କରି ଥିଲା ଅଧିକ l ସମୁଦ୍ର 30 ଫୁଟ ଉଚ୍ଚ ରେ ଜୁଆର ମାଡି ଆସିଥିଲା l ଏହି ବାତ୍ୟା ଟି ଥିଲା ଏକ ମରଣ ଯନ୍ତା କାଳ ସଦୃଶ l

ଏହି ବାତ୍ୟା ଟି ଜଗତସିଂହପୁର ଜିଲ୍ଲା ରେ ଲେନ୍ଡ ଫଲ କରି ଥିବାରୁ ତାର ପାଖା ପାଖି ଜିଲ୍ଲା ରେ ଅଧିକ ବର୍ଷା ର ପ୍ରଭାବ ପକାଇ ଥିଲା l ବର୍ଷା ସହିତ ଘଡଘଡି, ବିଜୁଳି, ଚଡକ, ସହିତ ଜୁର ରେ ପବନ ବହି ଥିଲା l ଏହି ଜିଲ୍ଲା ଗୁଡ଼ିକ ହେଉଛି, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ରେ ଆଦିରେ ଏହି ମହାବାତ୍ୟା ତାଣ୍ଡବ କରି ଦେଇ ଥିଲା l

ଏହି ମହାବାତ୍ୟା ରେ ସ୍ୱାମୀ ଆଗରେ ସ୍ତ୍ରୀ ତ ମାଆ ଆଗରେ ପୁଅ ତ ସେପଟେ ଭାଇ ଭଉଣୀ ଭଳି ସମସ୍ତେ ଭାସି ଯାଇଥିଲେ l ବାତ୍ୟା ସରିଲା ପରେ ଖାଲି ଶବ ସବୁଆଡେ ଖେଳି ଯାଇଥିଲା l ଏମିତି କଳାତ୍ମକ ଛାଇ ଖେଳି ଯାଇ ଥିଲା ଓଡିଶା ରେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।