ଅପରାଧୀ କୁ ଫାଶୀ ଟାଙ୍ଗୀ ବା ପୂର୍ବରୁ ଘାତକ ଶେଷ ଥର କଣ କୁହେ ଅପରାଧୀ ର କାନ ରେ ଶୀଘ୍ର ଦେଖନ୍ତୁ…

ଜାଣିଥିବେ ଆମଦେଶର କେଉଁଠି ନା କେଉଁଠି ପ୍ରତିଦିନ ଗୋଟିଏ ନା ଗୋଟିଏ ଅପରାଧ ଲୋକ ମାନେ କରୁ ଛନ୍ତି l ମହିଳା ମାନେ ଦୁଷ୍କର୍ମ ରେ ପୀଡିତ ହେଉଛନ୍ତି l ଯାହା କିଛି ସମସ୍ତଙ୍କ ସମୁଖକୁ ଆସୁଛିତ ଆଉ କିଛି କାହାରି ଆଗକୁ ଆସି ପାରୁ ନାହିଁ l ଆମ ଦେଶରେ ଅନେକ ମହିଳା, ଝିଅ, ନାବାଳିକାଙ୍କ ସହ ଦୁଷ୍କର୍ମ ହେଉଛି l ସେମାନେ ନିଜକୁ ବିପଦ ବୋଲି ଭାବୁଛନ୍ତି l

ସେମାନେ ରାତିରେ କେଉଁ ଆଡେ ଯିବାର କଥା ଭାବିବା ଦୂରର କଥା ଦିନରେ ବାହାରକୁ ଯିବାକୁ ଡରୁଛନ୍ତି lଏହି ଭଳି କେତେକ ଘଟଣା କୁ ସାମ୍ନା କୁ ନେଇ ସରକାର ପୁଣି ଫାଶୀ ପାଈଁ ଆଦେଶ ଦେଇଛନ୍ତି l ଏହି ବର୍ଷ କେତେ ଜଣଙ୍କୁ ବି ଫାସୀ ଦିଅ ଯାଇଛି l

ଆପଣ ମାନେ ସମସ୍ତେ ଫାଶୀ ଦେବ ବେଳେ ଦେଖି ଥିବେ l ସତରେ ଦେଖି ନ ଥିଲେ ଆପଣ ମାନେ ଟିଭି ରେ ଦେଖି ଥିବେ l ଦେଖି ଥିବେ ଅପରାଧୀ କୁ ଫାଶୀ ଦେବା ପୂର୍ବରୁ ତାଙ୍କୁ ତାଙ୍କର ଶେଷ ମନ କଥା ପଚାରନ୍ତି l ତାଙ୍କର କଣ ଇଚ୍ଛା ଅଛି l

ସେମାନଙ୍କୁ ତାଙ୍କର ମନ ପସନ୍ଦ ଖାଦ୍ୟ ଖାଇବାକୁ ଦିଅ ଯାଏ l ତାଙ୍କର ମନ ର ଇଚ୍ଛା ପୁରଣ କରା ଯାଏ l କଏଦୀ କୁ ଫାଶୀ ଟାଣିବା ପୂର୍ବରୁ ସେମାନଙ୍କୁ କଳା ପୋଷାକ ପିନ୍ଧି ତାଙ୍କୁ ଫାଶୀ ଟାଙ୍ଗl ଯାଉ ଥିବା ଗୃହ କୁ ଅଣା ଯାଏ l କିନ୍ତୁ ଫାଶୀ ଟାଙ୍ଗିବା ପୂର୍ବରୁ କଏଦୀ କାନ ରେ ଘାତକ ଆସି କିଛି କହି ଥାଏ l

ଘାତକ କାନ ରେ ଧୀରେ ଧୀରେ କହେ ଯେ ମୋତେ କ୍ଷମା କରି ଦିଅ l ଏହା ସରକାର ଙ୍କର ଆଦେଶ ମୁଁ କିଛି କରି ପାରିବି ନାହିଁ l ଆଉ ଯଦି ସେହି କଏଦୀ ବା ଅପରାଧୀ ହିନ୍ଦୁ ହୋଇ ଥିବ ତେବେ ତାଙ୍କ କାନରେ ଧୀରେ ଧୀରେ’ ରାମ ରାମ କୃଷ୍ଣ କୃଷ୍ଣ ‘କୁହନ୍ତି ଘାତକ l

ଯଦି ଅପରାଧୀ ମୁସଲମାନ ହୋଇ ଥିବା ତେବେ ତାଙ୍କ କାନ ରେ ଶେଷ ସଲାମ ବା ଆଲ୍ଲା କୁ ସଲାମ କରି ଥାନ୍ତି l ଶେଷରେ ତାଙ୍କ ମୁହଁ ରେ କଳା କପଡା ଦେଇ ତାଙ୍କୁ ଫାଶୀ ଟାଙ୍ଗୀ ଦିଆଯାଏ l

ସରକାର ଫାଶୀ ଟାଙ୍ଗିବା ପାଈଁ ଦୁଇ ଟି ଲୋକ କୁ ନିଯୁକ୍ତି ଦେଇ ଥାନ୍ତି l ତାଙ୍କୁ ଦରମା ମଧ୍ୟ ଦିଆଯାଏ l ସେହି ଲୋକ ଦୁଇ ଟି ବହୁତ ସାହସୀ ଓ ଧର୍ଯ୍ୟ ବାନ ହୋଇ ଥାନ୍ତି l ସେହିପରି ଲୋକ କୁ ସରକାର ନିଯୁକ୍ତି ଦେଇ ଥାନ୍ତି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।