ନୂଆ ବୋହୂ ସିରିଏଲ ରେ ଅଭିନୟ କରୁଥିବା ଲୋପା ମୁଦ୍ରା ଏବଂ ତାଙ୍କ ପରିବାର ଦେଖନ୍ତୁ, ଏତେ ବଡ……

ଆପଣ ମାନେ ତ ତରଙ୍ଗ ଟିଭି ରେ ପ୍ରସାରିତ ନୂଆ ବୋହୂ ସୀରିଏଲ୍ ଦେଖି ଥିବେ ନିଶ୍ଚୟ। ସେଇ ନୂଆ ବୋହୂ ଶୀରିଏଲ୍ ରେ ସ୍ଵତିକ୍ ର ଭାଉଜ ଭାବେ ଅଭିନୟ କରୁଥିବା ଲୋପା ମୁଦ୍ରା କୁ ତ ନିଶ୍ଚୟ ଜାଣି ଥିବେ । କାରଣ ସେ ପୂର୍ବରୁ ଅନେକ ଫିଲ୍ମ୍ , ଧାରାବାହିକ ରେ ମଧ୍ୟ ଅଭିନୟ କରି ଥିଲେ।

ତେବେ ପୁଣି ସେ ଏବେ ନୂଆ ବୋହୂ ଶୀରିଏଲ ରେ ଏକ କିୟୁଟି ଓ ଚୁଲବୁଲି ନାୟିକା ଭାବେ ଅଭିନୟ କରି ଅଛନ୍ତି ଯେଉଁ ମାନଙ୍କୁ ଦର୍ଶକ ମାନେ ଖୁବ୍ ପସନ୍ଦ କରି ଅଛନ୍ତି । ତେବେ ଲୋପା ମୁଦ୍ରା ଙ୍କ ପ୍ରକୃତ ନାମ ଲୋପା ମୁଦ୍ରା ଅଟେ।

ସେ ନୀଳଗିରି ଅଞ୍ଚଳ ର ଝିଅ ଅଟନ୍ତି । ସେ ବର୍ତ୍ତମାନ ବିବାହ କରି ସାରିଛନ୍ତି ଓ ବିବାହ ପରେ ସେ ଭୁବନେଶ୍ୱର ରେ ରହୁ ଅଛନ୍ତି । ଭୁବନେଶ୍ୱର ରେ ହିଁ ତାଙ୍କ ସ୍ବାମୀ ରୁହନ୍ତି । ବର୍ତ୍ତମାନ ସେ ଭୁବନେଶ୍ୱର ରୁ ହିଁ ସୁଟିଂ ସେଟ୍ କୁ ଯିବା ଆସିବା କରୁଛନ୍ତି । ସେ ନିଜର ସହିତ ଶିକ୍ଷା ସ୍କୁଲ୍ ଓ କଲେଜ୍ ଆଦି ସେ ନୀଳଗିରି ରେ ହିଁ ସାରିଛନ୍ତି। ଏହା ସହିତ ତାଙ୍କ ର କହିବା କଥା ଯେ ସେ ନିଜ ସ୍ବାମୀ ଙ୍କ ସହିତ ବେଶ୍ ଖୁସି ରେ ଅଛନ୍ତି । ତାଙ୍କ ଦମ୍ପଦ୍ୟ ଜୀବନ ସୁଖମୟ ହୋଇ ଅଛି ।

ତେବେ ତାଙ୍କ ସ୍ବାମୀ ତାଙ୍କୁ ସବୁ କ୍ଷେତ୍ର ରେ ବହୁତ୍ ସପୋର୍ଟ କରନ୍ତି । ଏହା ସହିତ ତାଙ୍କ ଶାଶୁଘର ଲୋକ ମଧ୍ୟ ତାଙ୍କୁ ବହୁତ୍ ସପୋର୍ଟ କରନ୍ତି । ଅଭିନୟ କ୍ଷେତ୍ର ରେ ଆସିବା ପାଇଁ ବିବାହ ପରେ ତାଙ୍କ ଶାଶୂଘର ଲୋକ ତାଙ୍କୁ ବହୁତ୍ ସପୋର୍ଟ କରି ଅଛନ୍ତି । ତେବେ ଲୋପା ମୁଦ୍ରା ଙ୍କ ଅଭିନୀତ ଅନେକ ମିୟୂଜିକ୍ ଭିଡିଓ ମଧ୍ୟ ଆସିଚି ଓ ସେ ସେଥିରେ ବହୁତ୍ ଭଲ ଅଭିନୟ କରିଛନ୍ତି ଓ ଆଗକୁ ମଧ୍ୟ ଆଗେଇ ଚାଲିଛନ୍ତି ।

ନୂଆ ବୋହୂ ସିରୀଏଲ ତାଙ୍କ ଜୀବନ ରେ ଆଣିଦେଲା ଏକ ମାଇଲ ଷ୍ଟୋନ । କାରଣ ନୂଆ ବୋହୂ ସୀରିଏଲେ ତାଙ୍କ ଲାଇଫ ରେ ଆଣିଦେଲା ଏକ ତର୍ଣିଂ ପଏଣ୍ଟ । ଏହି ଧାରାବାହିକ ରେ ସେ ଏକ ଚୁଲବୁଲି ନାୟିକା ଭାବେ ଅଭିନୟ କରିଥିଲେ ଓ ପହଞ୍ଚି ଯାଇ ଥିଲେ ଶୀର୍ଷ ରେ।

ତେବେ ଲୋକ ମାନେ ଏବେ ତାଙ୍କୁ ନିଜ ପରିଚୟ ରୁ ଜାଣିଛନ୍ତି। ଏହା ପୂର୍ବ ରୁ ସେ ଯେଉଁ ସବୁ ମିୟୁଜିକ୍ ଭିଡିଓ ରେ କାମ କରି ଥିଲେ ସେଥିରୁ ତାକୁ ଲୋକ ମାନେ ବେଶୀ ଜାଣି ନଥିଲେ । ତେବେ ନୂଆ ବୋହୂ ସିରିଏକ୍ ତାଙ୍କ ର ପ୍ରକୃତ ନାମ ରହିଛି ।

ଏହା ସହିତ ସେ ଏହି ଶୀରିଏଲେ ରୁ ଅଧିକ ପ୍ରସିଦ୍ଧ ହୋଇ ଯାଇଛନ୍ତି ଓ ଲୋକ ମାନେ ତାଙ୍କ ର ଅଭିନୟ କୁ ବହୁତ୍ ପଶନ୍ଦ କରିଛନ୍ତି ଓ ତାଙ୍କର ଏବେ ବହୁତ୍ ଫ୍ୟାନ ମାନେ ମଧ୍ୟ ଅଛନ୍ତି ।

ଏହି ସିରିଏଲ୍ ରୁ ସେ ବହୁତ୍ ପ୍ରସିଦ୍ଧି ଲାଭ କରିଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।