ଏପରି ଲକ୍ଷଣ ଥିବା ନାରୀ ( ସ୍ୱାମୀ ଏବଂ ପରିବାର ) ପାଇଁ ଅଶୁଭ ହୋଇଥାନ୍ତି

ହିନ୍ଦୁ ଧର୍ମରେ ଝିଅଟିଏ ଜନ୍ମ ହେଲେ ଶୁଭ ମାନା ଯାଇଥାଏ, କାରଣ କୁହl ଯାଏ ଯେ ଝିଅ ଘରେ ଜନ୍ମ ହେଲେ ମାତା ଲକ୍ଷ୍ମୀ ଘରକୁ ଆସିଥାନ୍ତି l କିନ୍ତୁ କେତେକ ଝିଅ ଘରେ ଜନ୍ମ ନେଲେ ଗଘରେ ଧନ ସମ୍ପତି ଆଦି ଭାରି ଯାଇଥିଲା ବେଳେ କେତେକ ଝିଅ ଘରେ ଜନ୍ମ ହେଲେ ତାର ବିପରୀତ ହୋଇଥାଏ l ଝିଅ ଘରର ସୁଖ ହୋଇଥାଏ ଅର୍ଥାତ ହିନ୍ଦୁ ଧର୍ମରେ ଯେଉଁ ଘରେ ଝିଅ ସେହି ଘରେ ସୁଖ ଶାନ୍ତି ଆଦି ରହିଥାଏ l

ଝିଅ ମାନେ ଘରର ଲକ୍ଷ୍ମୀ ବୋଲି ମାନl ଯାଏ, କିନ୍ତୁ ଆଜି ଆମେ ଏମିତି କିଛି ଝିଅ ମାନଙ୍କ ବିଷୟରେ କହିବୁ ଯେ ଝିଅ କିଛି ଖରାପ ଲକ୍ଷଣ ଥିଲେ ଝିଅ ଘର ପାଇଁ ଅଭିଶାପ ହୋଇଯାଏ, ସେ ଘରକୁ ମାତା ଲକ୍ଷ୍ମୀ ମଧ୍ୟ ଆସନ୍ତି ନାହିଁ, ସବୁବେଳେ ସେ ଘରେ ଅଶାନ୍ତି ଲାଗି ରହିଥାଏ l

ଏହି ଭଳି ନାରୀ ଘର ପାଇଁ କଳଙ୍କ ବୋଲି କୁହା ଯାଇଥାଏ l ହିନ୍ଦୁ ଧର୍ମରେ ନାରୀ ମାନଙ୍କୁ ସବୁବେଳେ ଉପର ସ୍ଥାନ ଦିଆ ଯାଇଛି କାରଣ ନାରୀଙ୍କୁ ଆଦିଶକ୍ତି, ଅର୍ଥାତ ଘରର ମୂଳ ବୋଲି ମାନl ଯାଏ, ଯେଉଁ ଘରେ ନାରୀ ନଥାଏ ସେ ଘରକୁ ଘର ବୋଲି କୁହା ଯାଏ ନାହିଁ l ଆହୁରି ମଧ୍ୟ କୁହା ଯାଏ ଯେ ଗୋଟେ ସଫଳ ପୁରୁଷ ପଛରେ ଜଣେ ନାରୀ ହାତ ଥାଏ ବୋଲି l

କିନ୍ତୁ ଏହି ନାରୀ ଘରର ସବୁକିଛି ହୋଇଥିଲା ବେଳେ ଏହି ନାରୀ ଯେ କି ଘରକୁ ସମ୍ପୂର୍ଣ ନଷ୍ଟ କରିଦେଇ ଥାଏ l ଏମିତି କିଛି ଲକ୍ଷଣର ନାରୀ ଅଛନ୍ତି ଯେଉଁ ମାନେ ଘରେ ଥିଲେ ସେ ଘରେ ଖାଇବାକୁ ମିଳେ ନାହିଁ ତଥା ଅଶାନ୍ତି ଲାଗିରହି ଥାଏ l ତେବେ ଚାଲନ୍ତୁ ଜାଣିବା କେଉଁ ଭଳି ଲକ୍ଷଣ ଥିଲେ ନାରୀ ଘର ପାଇଁ ଅଭିଶାପ ହୋଇଥାଏ l

ଯେଉଁ ନାରୀ ସ୍ୱାମୀ ଥାଇ ମଧ୍ୟ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିଥାଏ ସେପରି ନାରୀ ଘର ପାଇଁ ଅଶୁଭ ହୋଇଥାଏ l ସ୍ୱାମୀଙ୍କ ସହ ଭଲ ବ୍ୟବହାର କରେ ନାହିଁ ତଥା ସ୍ୱାମୀ ଥାଇ ମଧ୍ୟ ପର ପୁରୁଷ ସହ ସମ୍ପର୍କ ରଖିଥାଏ ସେ ଘରେ କେବେବି ମାତା ଲକ୍ଷ୍ମୀ ରହନ୍ତି ନାହିଁ l

ଯେଉଁ ନାରୀ ସବୁବେଳେ କଟୁ ବଚନ କହିଥାଏ ଅନ୍ୟକୁ ସେ ଭଳି ନାରୀ ଘର ପାଇଁ ଅଶୁଭ ହୋଇ ଥାନ୍ତି l ଏହି ଭଳି ନାରୀ ଯେଉଁ ଘରେ ଥାନ୍ତି ସେ ଘରେ ଅଭାବ ସବୁବେଳେ ଲାଗି ରହିଥାଏ l ଯେତେ ଆୟ କଲେ ମଧ୍ୟ ଖାଇବାକୁ ମିଳେ ନାହିଁ l

ଯେଉଁ ନାରୀ ଅନ୍ୟର ସୁଖ ଦେଖି ସହି ପରେ ନାହିଁ, ଆଉ ଈର୍ଷା ରେ ନିଜେ ଜଳି ଥାଏ, ଏପରି ନାରୀ ଘର ପାଇଁ ଅଶୁଭ l

ତେବେ ଜାଣନ୍ତୁ ଏହି ଭଳି ସବୁ ଲକ୍ଷଣ ଥିଲେ ସେହି ନାରୀଙ୍କ ପ୍ରତି ସତର୍କ ହୋଇ ଯାଆନ୍ତୁ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।