ବାଛନ୍ତୁ ନିଜ ପାର୍ଟନର ର ପସନ୍ଦ ର ଖାଦ୍ୟ ଆଉ ଜାଣନ୍ତୁ ଏକ ଗୁପ୍ତ ଲଭ୍ ସୀକ୍ରେଟ୍ ବିଷୟରେ…..

ସବୁବେଳେ ଦେଖା ଯାଏ କି ଝିଅ ମାନେ ଖାଇବା ପିଇବା ର ବହୁତ୍ ସୌକିନି ଅଟନ୍ତି । କେଉଁ ଝିଅ ଚଟପଟ୍ ଖାଇବା ପସନ୍ଦ କରନ୍ତି ତ ଆଉ କେତେ ଲୋକ ମିଠା ପସନ୍ଦ କରି ଥାଆନ୍ତି । ତେବେ ଝିଅ ର ଫୁଡ୍ ହାବିଟ୍ ରୁ ବହୁତ୍ କିଛି ତାଙ୍କ ଲଭ୍ ଲାଇଫ ବିଷୟ ରେ ଜାଣି ହୁଏ । ତେବେ ଆଜି ଆମେ ଆପଣ ଅଲଗା ଅଲଗା ଖାଦ୍ୟ ଦେଖାଇବୁ ଯାହା ମଧ୍ୟ ରେ ଆପଣ ଙ୍କ ଗାଲ ଫ୍ରେଣ୍ଡ୍ ର ପସନ୍ଦ ର ଖାଇବା ବାଛିବେ ଯାହା ଦ୍ଵାରା ଆପଣ ତାଙ୍କ ର ଏକ ଶିକ୍ରେଟ୍ ବିଷୟ ରେ ଜାଣି ପାରିବେ ।

ତେବେ ଏଥି ପାଇଁ ଆମେ ଆପଣ ଙ୍କୁ 5 ସେକେଣ୍ଡ ସମୟ ନିଅନ୍ତୁ ।

ଆଇଶିକ୍ରୀମି – ଆଇଶିକ୍ରୀମି ର କଥା ଶୁଣିବା ମାତ୍ରେ ସମସ୍ତଙ୍କ ମୁହଁ ରେ ପାଣି ଆସି ଯାଇଥାଏ । ତେବେ ଝିଅ ମାନଙ୍କୁ ଅଧିକତର ସ୍ତ୍ରବେରୀ ବା ଚକ୍ଲେଟ୍ ଆଇଶିକ୍ରୀମି ବହୁତ୍ ପଶନ୍ଦ ହୋଇ ଥାଏ। ତେବେ କଣ ଆପଣ ଜାଣିଛନ୍ତି ଯେଉଁ ଝିଅ ମାନଙ୍କୁ ଆଇଶିକ୍ରୀମି ପସନ୍ଦ ହୋଇ ଥାଏ ସେମାନେ ବହୁତ୍ ରୋମାଣ୍ଟିକ ଝିଅ ହୋଇ ଥାଆନ୍ତି ।

କଫି – ଯେଉଁ ଝିଅ ମାନେ କଫି ପସନ୍ଦ କରି ଥାଆନ୍ତି କରି ଥାଆନ୍ତି ସେହି ଝିଅ ମାନେ ରୋମାଣ୍ଟିକ ହେବା ସହିତ ଆତ୍ମନିର୍ଭରଶୀଳ ମଧ୍ୟ ହୋଇ ଥାଆନ୍ତି । ସେ ନିଜ ପାର୍ଟନର କୁ ବହୁତ୍ ଭଲ ପାଇ ଥାଆନ୍ତି । ତେବେ ଏହି ଭଳି ଝିଅ ମାନେ ସାମାନ୍ୟ ଅଧିକ ଖର୍ଚ୍ଚ କରି ଥାଆନ୍ତି ।

ଚକୋଲେଟ୍ – ଚକୋଲେଟ୍ ଅଧିକ ଲୋକ ମାନଙ୍କୁ ପସନ୍ଦ ହୋଇ ଥାଏ । ତେବେ ଏହି ଝିଅ ମାନେ ସାଧାରଣ ନରମ ହୃଦୟ ର ହୋଇ ଥାଆନ୍ତି। ଏମାନେ ସ୍ମାର୍ଟ୍ ପୁଅ ମାନଙ୍କ ଆଡ଼କୁ ବହୁତ୍ ଜଲ୍ଦୀ ଆକର୍ଷିତ ହୋଇ ଥାଆନ୍ତି । କେବେ ମଧ୍ୟ ନିଜ ପାର୍ଟନର କୁ ଧୋକା ଦେଇ ନଥାନ୍ତି ।

ମିଠା – ଯେଉଁ ଝିଅ ମାନଙ୍କୁ ମିଠା ବହୁତ୍ ପଶନ୍ଦ ହୋଇ ଥାଏ ସେମାନେ ଖୁବ୍ ସରଳ ସ୍ଵଭାବ ର ହୋଇ ଥାଆନ୍ତି । ଏହି ମାନଙ୍କୁ ବହୁତ୍ ଜଲ୍ଦୀ ରାଗ ଆସି ଯାଇ ଥାଏ । ଏମାନେ କଠିନ ପରିସ୍ଥିତି ରେ ମଧ୍ୟ ନିଜ ପାର୍ଟନର ଙ୍କ ହାତ ଛାଡ଼ି ନଥାନ୍ତି।

ଚଟପଟି – ଯେଉଁ ଝିଅ ମାନେ ଚଟପଟି ଖଟା ମିଠା ଜିନିଷ କୁ ବାଛି ଅଛନ୍ତି ସେହି ମାନେ ବହୁତ୍ ଖଟା ମିଠା ସ୍ଵଭାବ ର ହୋଇ ଥାଆନ୍ତି। ଲାଇଫ ରେ ସବୁ ଜିନିଷ ର ଖୁବ୍ ମଜା ନେଇ ଥାନ୍ତି । ଲଭ୍ ଲାଇଫ ରେ ମଧ୍ୟ ଏମାନେ ଖୁବ୍ ଖୁସି ରେ ରହି ଥାଆନ୍ତି।

ଚା – କିଛି ଲୋକ ଚା କୁ ଖୁବ୍ ପସନ୍ଦ କରି ଥାଆନ୍ତି। ଯେଉଁ ଝିଅ ମାନେ ଚା ପସନ୍ଦ କରି ଥାଆନ୍ତି ସେମାନେ ଖୁବ୍ ନମ୍ର ସ୍ଵଭାବ ର ଅଟନ୍ତି । ନିଜ ପରିବାର ଦାୟିତ୍ଵ କୁ ଭଲ ଭାବରେ ବହନ କରି ଥାଆନ୍ତି ।

ଆଳୁ – କିଛି ଲୋକ ମାନଙ୍କୁ ଆଳୁ ଖୁବ୍ ପସନ୍ଦ ହୋଇ ଥାଏ ଓ ଆଳୁ ରେ ତିଆରି ଜିନିଷ ଖୁବ୍ ପସନ୍ଦ ହୋଇ ଥାଏ। ତେବେ ଏହି ଝିଅ ମାନେ ଖୁବ୍ ସରଳ ସ୍ଵଭାବ ର ହୋଇ ଥାଆନ୍ତି । ଏମାନେ ଆତ୍ମନିର୍ଭରଶୀଳ ହୋଇ ଥାଆନ୍ତି। ନିଜ ପାର୍ଟନର ଓ ପରିବାର ଲୋକ ଙ୍କୁ ଖୁବ୍ ଯତ୍ନ ନେଇ ଥାଆନ୍ତି ।

ନନ୍ ଭେଜ୍ – ଯେଉଁ ଝିଅ ମାନେ ନନ୍ ଭେଜ ପସନ୍ଦ କରି ଅଛନ୍ତି ସେମାନେ ଖୁବ୍ ଏନର୍ଜେତିକ୍ ହୋଇ ଥାଆନ୍ତି । ଏମାନଙ୍କ ଚିନ୍ତା ଧାରା ଖୁବ୍ ଭଲ ହୋଇ ଥାଏ । ଏମାନେ ଲଭ୍ ମ୍ୟାରେଜ ରେ ବହୁତ୍ ବିଶ୍ୱାସ କରି ଥାଆନ୍ତି। ଏମାନେ ନିଜ ପାର୍ଟନର ଙ୍କ ସାଥ କେବେ ମଧ୍ୟ ଛାଡନ୍ତି ନାହିଁ ।

ଭାତ – ଯେଉଁ ଝିଅ ମାନଙ୍କୁ ଭାତ ଖାଇବା ବହୁତ୍ ପଶନ୍ଦ ହୋଇ ଥାଏ ସେମାନେ ଏମାନେ ନିଜ ପ୍ରେମ କୁ ଖୋଲା ଖୋଲି ଭାବରେ କହି ଥାଆନ୍ତି । ଏମାନେ ଖୋଲା ମନର ହୋଇ ଥାଆନ୍ତି । ଦରକାର ପଡ଼ିଲେ ନିଜ ପାର୍ଟନର କୁ ପ୍ରପୋଜ୍ କରିବା କୁ ମଧ୍ୟ ପଛାନ୍ତି ନାହିଁ । ଏମାନଙ୍କୁ ଦେଖେଇ ହେବାରେ ପସନ୍ଦ ହୋଇ ନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।