ଦେଖନ୍ତୁ ଭାଇରାଲ ଭିଡ଼ିଓ । ହୋଟେଲ୍ ରେ ସ୍ତ୍ରୀ କରୁଥିଲା ଅନ୍ୟ ପୁରୁଷ ସହ ଖେଳ, ଠିକ ସେହି ସମୟରେ ପହଞ୍ଚି ଗଲା ସ୍ୱାମୀ, ଆଉ ତା’ ପରେ…..

ଆମ ସମାଜରେ ବିବାହ ଏକ ବଡ଼ ଉତ୍ସବ ସଦୃଶ ହୋଇଥାଏ। ବିବାହ ରେ ଉଭୟ ପୁଅ ଓ ଝିଅ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହେଲା ପରେ ସେମାନଙ୍କ ସମ୍ପର୍କ କୁ ପବିତ୍ର ବନ୍ଧନ ର ଅାଖ୍ୟା ଦିଆ ଯାଇଥାଏ। ଦୁହେଁ ଦୁହିଙ୍କ ସୁଖ ରେ ସୁଖୀ ଓ ଦୁଃଖ ରେ ସମ ଦୁଃଖୀ ହୋଇ ଥାଆନ୍ତି। ସେମାନଙ୍କ ସଂପର୍କ ସାତ ଜନ୍ମ ର ବୋଲି କୁହା ଯାଏ। ସବୁ ଝିଅ ନିଜ ବିବାହ କୁ ନେଇ ଅନେକ ସ୍ବପ୍ନ ଦେଖି ଥାଆନ୍ତି।

ସ୍ବାମୀବି ନିଜ ସ୍ତ୍ରୀ କୁ ଦୁନିଆର ସମସ୍ତ ଖୁସି ଭଲ ପାଇବା ଦେବାକୁ ମନସ୍ଥ କରିଥାଏ।ତେବେ କହିବାକୁ ଗଲେ ଦୁନିଆର ସବୁଠାରୁ ମୂଲ୍ୟବାନ ଏବଂ ପବିତ୍ର ସମ୍ପର୍କ ହେଉଛି ସ୍ବାମୀ ସ୍ତ୍ରୀ ର ସମ୍ପର୍କ।

କାରଣ ସେମାନେ ଯେତେବେଳେ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି ସେତେବେଳେ ସେମାନେ ପରସ୍ପର ଙ୍କ ସୁରକ୍ଷା କବଚ ହୋଇ ସମସ୍ତ ସୁଖ ଦୁଃଖ ରେ ସହଭାଗୀ ହୋଇଥାନ୍ତି। ସେଥିପାଇଁ କୁହାଯାଏ ବିବାହ ଜନ୍ମ ଜନ୍ମର ବନ୍ଧନ ଯାହା ସ୍ଵର୍ଗରେ ସ୍ଥିର ହୋଇଥାଏ।ଯାହାକୁ ସେହି ଈଶ୍ୱର ହିଁ ଭାଗ୍ୟରେ ଲେଖି ଦେଇଥାନ୍ତି ।

ଏଥିପାଇଁ ଏକ ଭଲ ବୈବାହିକ ଜୀବନକୁ ଅତିବାହିତ କରିବାକୁ ହେଲେ ଉଭୟ ସ୍ଵାମୀ ଓ ସ୍ତ୍ରୀ ପରସ୍ପର ପ୍ରତି ନୈତିକତା ବଜାୟ ରଖିବା ଦରକାର। ପ୍ରଥମେ ପରସ୍ପର ପ୍ରତି ବିଶ୍ୱାସୀ ହୋଇ ପାରିଲେ ହିଁ ସମ୍ପର୍କ ମଜବୁତ ହେବ।ତେବେ ଯଦି ବାହାଘର ପରେ ଜଣେ ସ୍ତ୍ରୀ ହେଉ କିମ୍ବା ସ୍ବାମୀ ହେଉ, ଆଉ କାହା ସହ ଅନୈତିକ ସମ୍ପର୍କ ରଖିବ ତେବେ ଏଇଠି ସମ୍ପର୍କରେ ଫାଟ ଦେଖିବାକୁ ମିଳିଥାଏ।

ସେହିଭଳି ଏକ ଘଟଣା ଘଟିଛି ନିକଟରେ, ଯେଉଁଠି ଜଣେ ସ୍ବାମୀ ତାର ସ୍ତ୍ରୀ କୁ ଚପଲରେ ପିଟୁ ଥିବାର ଭିଡିଓ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ନିଜେ ସ୍ବାମୀ ଭାଇରାଲ କରିଛି।ତେବେ ଘଟଣାଟି ହେଉଛି ତାଜଗଞ୍ଜ ଅଞ୍ଚଳରେ ଥିବା ଏକ ହୋଟେଲ୍ ରୁମ୍ ର ।

ଏଠାରେ ସ୍ତ୍ରୀ ଜଣଙ୍କ ତାର ସ୍ୱାମୀ ସହିତ କରିଛି ଧୋକା। ହୋଟେଲ୍ ରେ ନିଜର ବୟ ଫ୍ରେଣ୍ଡ୍ ସହିତ ଥିବା ବେଳେ ସ୍ବାମୀ ତାକୁ ଆପତ୍ତି ଜନକ ଅବସ୍ଥାରେ ଧରିଛି।ଏହାପରେ ନିର୍ଦ୍ଧୁମ ପିଟି ଚାଲିଛି ତାର ଚପଲରେ।୧ ମିନିଟ୍ ର ଏହି ଭିଡିଓ ରେ ସ୍ବାମୀ ଜଣଙ୍କ ସ୍ତ୍ରୀ କୁ ୩୧ ଥର ପିଟିଚି।

ସ୍ତ୍ରୀ ମଧ୍ୟ ସ୍ବାମୀ କୁ ଖରାପ୍ ଭାଷା ରେ ଗାଳି ଗୁଲଜ କରୁ ଥିବାର ଦେଖିବାକୁ ମିଳିଛି। ସ୍ବାମୀ ଉତ୍ୟକ୍ତ ହୋଇ ପିଟି ଚାଲିଛି। ନିଜର କିଛି ସହୋଜୋଗି ମାନଙ୍କୁ ଧରି ସ୍ବାମୀ ଏଠାକୁ ଆସିଥିବା ବେଳେ ସେମାନଙ୍କୁ ମଧ୍ୟରୁ କେହି ଜଣେ ଏହି ଭିଡିଓ ଟି କରିଛି।ତେବେ ସ୍ତ୍ରୀକୁ ଚପଲରେ ପୀଟୁ ଥିବାର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।