ଗୁପ୍ତ ସମସ୍ୟାର ସମାଧାନ । ଏହି ସମୟରେ ସହବାସ କରିବା ଉଚିତ ନୁହେଁ, ନଚେତ ହୋଇପାରେ ଅଘଟଣ

ଜୀବନ ରେ ଏମିତି କିଛି ମୁହୂର୍ତ୍ତ ଥାଏ ଯେଉଁଠି ଆମେ ବହୁତ୍ ଖୁସି ହୋଇ ଥାଉ । ଏହି ସବୁ ବିଷୟ ରେ କଥା ହେବା ବେଳେ ଆମ ମନ ଙ୍କୁ ସ୍ବାମୀ ଓ ସ୍ତ୍ରୀ ଙ୍କ କଥା ଆସି ଥାଏ । କାରଣ ସ୍ବାମୀ ସ୍ତ୍ରୀ ହିଁ କେବଳ ପ୍ରେମ ଆନନ୍ଦ ନେଇ ଥାଆନ୍ତି ଓ ପ୍ରେମ କୁ ଭଲ ଭାବରେ ବୁଝି ଥାନ୍ତି । ଏହା ଛଡ଼ା ଏହି ସମ୍ପର୍କ ରେ ବୁଝିବା ପାଇଁ କେହି ବି ସଠିକ୍ ସମର୍ଥ ହୋଇ ପାରି ନଥାନ୍ତି ।

ତେବେ ଏହି ସବୁ ବେଳେ ଆମେ ଆଜି ଜାଣିବା ସ୍ବାମୀ ଓ ସ୍ତ୍ରୀ ଙ୍କୁ ଯେଉଁ ଅଜଣା ଡୋର ବାନ୍ଧି କୁ ରଖି ଥାଏ ସେହି ସମ୍ପର୍କ କୁ କିପରି ପାଳନ କରିବା ଉଚିତ୍ ।ତେବେ ଆସନ୍ତୁ ଜାଣିବା ।

ଶାରିରୀକ ସମ୍ପର୍କ ଏକ ଏମିତି ସମ୍ପର୍କ ହୋଇ ଥାଏ ଯାହା ପରସ୍ପର କୁ ପରସ୍ପର ଆଡ଼କୁ ଆକର୍ଷଣ କରି ଟାଣି ଥାଏ । ତେବେ ଏହି ସବୁ ବିଷୟ ରେ ଆପଣ ଙ୍କୁ ଜାଣିବା ଆବଶ୍ୟକ ଯେ କିପରି କେଉଁ ସମୟ ରେ ଆପଣ ଏହି ସମ୍ପର୍କ ସ୍ଥାପନ କରିବା ଉଚିତ୍ । ତେବେ ଏହି ଶାରୀରିକ ସଂପର୍କ କିପରି ଓ କେବେ ସ୍ଥାପନ କରିବା ଉଚିତ୍ ଏହି ବିଷୟ ରେ ଜାଣିବା। ଏହା ସହିତ ଭୁଲ୍ ସମ୍ପର୍କ ରେ ଶାରୀରିକ ସଂପର୍କ ରଖିଲେ କଣ ଅସୁବିଧା ହୁଏ ଏହି ବିଷୟ ରେ ଜାଣିବା ।

ତେବେ ଯଦି ଆପଣ ନିଜ ସ୍ତ୍ରୀ ଙ୍କ ସହିତ ଭୋର୍ ସମୟ ରେ ଶାରିରୀକ ସମ୍ପର୍କ ରଖିବେ ତେବେ ଆପଣ ଏକ ବହୁତ୍ ବଡ଼ ରୋଗ ର ଶିକାର ହେବେ । ଏହା ସହିତ ଜନ୍ମ ହେବା ପାଇଁ ଯାଉ ଥିବା ଶିଶୁ ଉପରେ ମଧ୍ୟ ଏହାର ଖରାପ୍ ପ୍ରଭାବ ପଡି ଥାଏ । ସନ୍ଧ୍ୟା ସମୟ ରେ ଶାରିରୀକ ସମ୍ପର୍କ ରଖିବା ଦ୍ଵାରା କଣ ଅସୁବିଧା ହୋଇ ଥାଏ ଆସନ୍ତୁ ଜାଣିବା ।

ବହୁତ୍ ବଡ଼ ବଡ଼ ପଣ୍ଡିତ ମାନେ କହି ଅଛନ୍ତି ଯେ ସନ୍ଧ୍ୟା ସମୟ ରେ ପତ୍ନୀ ସହିତ ଶାରିରୀକ ସମ୍ପର୍କ ରଖିବା ଦ୍ଵାରା ଆପଣ ବହୁତ୍ ବଡ଼ ଧନ ହାନି ର ସମସ୍ୟା ସମ୍ମୁଖୀନ କରିବା ପାଇଁ ପଡି ଥାଏ । ଏପରିକି ଆପଣ ଙ୍କ ଉପରୁ ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ହଟି ଯାଇ ଥାଏ।

ମଧ୍ୟାହ୍ନ ସମୟ ରେ ଶାରିରୀକ ସମ୍ପର୍କ ରଖିବା ଦ୍ଵାରା କଣ ଅସୁବିଧା ହୁଏ , ଯଦି ଆପଣ ମଧ୍ୟାହ୍ନ ସମୟ ରେ ଶାରିରୀକ ସମ୍ପର୍କ ରଖୁ ଅଛନ୍ତି ତେବେ ଆପଣ ଙ୍କ ଜନ୍ମ ହେବା ପାଇଁ ଯାଉ ଥିବା ଶିଶୁ ଟି ପୁତ୍ରି ହୋଇ କିମ୍ବା ପୁତ୍ର ସେ କଳା ବର୍ଣ୍ଣ ର ହେବ।

ଆଲୁଅ ରେ ଶାରିରୀକ ସମ୍ପର୍କ ରଖିବା ଦ୍ଵାରା କଣ ଅସୁବିଧା ହୁଏ ଆସନ୍ତୁ ଜାଣିବା । ଶାରିରୀକ ସମ୍ପର୍କ କୁ ସାଧାରଣ ଅନ୍ଧାର ରେ ସ୍ଥାପନ କରିବା ଉଚିତ୍ । ଆଲୁଅ ରେ ଶାରିରୀକ ସମ୍ପର୍କ ରଖିବା ଦ୍ଵାରା ଆପଣ ଙ୍କ ଜନ୍ମ ହେବା ପାଇଁ ଯାଉ ଥିବା ଛୁଆ ବୋକା ଓ ଟେରା ହେବାର ସମ୍ଭାବନା ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।