ମାତ୍ର ଗୋଟିଏ ଥର ନିଭିୟା କ୍ରିମ ସହିତ ଏହି ଜିନିଷ ମିଶେଇ ଦେଖନ୍ତୁ କେମିତି ଆପଣ ପୁରା ତ୍ୱଚା ଗୋରା ହୋଇଯିବେ…

ବର୍ତମାନ ସମସ୍ତେ ଗୋରାହେବା ପାଈଁ ଅନେକ ପ୍ରକାର ଚେଷ୍ଠା କରୁଛନ୍ତି । କେହି କେହି ଗୋରା ହେବା ପାଈଁ ଡାକ୍ତର ଙ୍କ ସହିତ ପରାମର୍ଶ କରୁଛନ୍ତି l ଯାହାର କିଛି ଉପଯୋଗିତା ଦେଖାଯାଉନାହିଁ । ଆପଣମାନେ ଅନେକ ସମୟରେ ଅର୍ଥାତ ଯେତେବେଳେ କୌଣସି ପାର୍ଟିରେ ଯାଆନ୍ତି ସେତେବେଳେ ଆପଣଙ୍କୁ କଳା ଗୋରାର ଫରକ ଜଣା ପଡିଥାଏ ।

ଆପଣ ସେତେବେଳେ ନିଜର କଳା ରଙ୍ଗ ପାଈଁ ବ୍ୟସ୍ତ ହୋଇଥାନ୍ତି । କୁହାଯାଏ ଯେ ଯାହାର ଯେମିତି ରଙ୍ଗ ତାହା ଯେତେ ଯାହା କଲେ ମଧ୍ୟ ନିଜର ପ୍ରକୃତ ରଙ୍ଗ ଫେରି ଆସିବ ଦିନେ ନା ଦିନେ ।

ଆପଣ ମାନେ ଜାଣିଥିବେ ଯେ ବର୍ତମାନ ମାର୍କେଟରେ ଅନେକ ପ୍ରକରର ଗୋରା ହେବାର ରାସାୟନିକ ଔଷଧ, ଅଥବା କ୍ରିମ ମିଳୁଛି ଯାହାକୁ ଆପଣ ମାତ୍ର ଥରେ ଲଗେଇଲେ ଗୋରା ହୋଇ ଯାଆନ୍ତି । କିନ୍ତୁ ଏହି ରାସାୟନିକ କ୍ରିମ ଯେତେ ପର୍ଯ୍ୟନ୍ତ ଲଗାଉ ଥିବେ ଆପଣ ଗୋରା ଥିବେ କିନ୍ତୁ ଯେତେ ବେଳେ ଏହା ନିୟମିତ ବ୍ୟବହାର କରିବl ଛାଡ଼ିଦେବେ ସେତେବେଳେ ମୁହଁରେ ନାନା ପ୍ରକାରର ରୋଗ ବାହାରି ଯାଏ । ଏଥିରୁ ପୁଣି ମୁକ୍ତି ପାଇବl ପାଈଁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିଥାଏ ।

ଏଥିରେ ଆମର ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ । ଆଉ ଆମର କୌଣସି ଲାଭ ହୁଏ ନାହିଁ । ଆପଣ ବହୁତ ଖର୍ଚ୍ଚାନ୍ତ ହୋଇଥାନ୍ତି । ଆମେ ଆପଣକୁ ଏମିତି ଏକା ବତେଇବୁ ଯାହାକୁ ଆପଣ ବିନା କୌଣସି ଚିନ୍ତାରେ ବ୍ୟବହାର କରିପାରିବେ । କାରଣ ଏହି କ୍ରିମ ର କୌଣସି ଖରାପ ପ୍ରଭାବ ଆମର ମୁହଁର ଚମଡା ଉପରେ ପଡି ନଥାଏ ବରଂ ଏହି କ୍ରିମ ଆମକୁ ଏକ ସୁନ୍ଦର ରୂପଟିଏ ଦେଇ ଥାଏ ।

ସେହି କ୍ରିମ ହେଉଛି ନିଭିୟା କ୍ରିମ ଏହାକୁ ଆପଣ ଯେକୌଣସି ସମୟରେ ନିଜର ଚେହେରା ଉପରେ ଲଗେଇ ପାରିବେ । ଆପଣ ରାତିରେ ଏହାକୁ ଲଗେଇଲେ ଅଧିକ ଲାଭ ଦେଇଥାଏ । ଏହି କ୍ରିମ ରାତିରେ ଲଗେଇଲେ ଆମର ତ୍ୱଚା ନରମ ଆଉ ଉଜ୍ଜଳ ଦେଖା ଯାଏ । ବହୁଦିନ ପର୍ଯ୍ୟନ୍ତ ନିୟମିତ ଲଗେଇଲେ ଗୋରା ମଧ୍ୟ ହୋଇଯିବେ ।

ଆଜି ଆମେ ଆପଣଙ୍କୁ ନିଭିୟା କ୍ରିମରେ କଣ ଦେଇ ମୁହଁରେ ଲଗେଇଲେ ଆପଣ ମାତ୍ର ସାତଦିନ ରେ ସମ୍ପୂର୍ଣ ଗୋରା ହୋଇଯିବେ । ପ୍ରଥମେ ଗୋଟିଏ ନିଭିୟା କ୍ରିମ ନିୟନ୍ତୁ, ତାପରେ ଲେମ୍ବୁର ଏକ ଫlଳ ନିୟନ୍ତୁ । ଏହା ପରେ ଗୋଟିଏ ଛୋଟ କାଚ ପାତ୍ରରେ ଅଧା ଚାମଚ କ୍ରିମ ନିୟନ୍ତୁ ତାପରେ ରଖିଥିବା ଲେମ୍ବୁକୁ ଚିପୁଡ଼ି ଦିୟନ୍ତୁ ସେହି କ୍ରିମ ଉପରେ, ଦୁଇଟିକୁ ଭଲ ଭାବରେ ମିଶାନ୍ତୁ ।

ଏହା ପରେ ସେହି ମିଶ୍ରଣକୁ ଭଲ ଭାବରେ ନିଜର ମୁହଁରେ ଲଗେଇ ନିୟନ୍ତୁ । ତାପରେ 15 ମିନିଟ ସେମିତି ରଖି ଦିୟନ୍ତୁ । ଏହା ପରେ ଧୋଇ ଦିୟନ୍ତୁ ତାପରେ ଗୋଟିଏ ଶୁଖିଲା କପଡ଼ାରେ ପୋଛି ଦିଅନ୍ତୁ । ଏମିତି ସାତ ଦିନ କଲେ ଗୋରା ହୋଇଯିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।