ମହିଳା ମାନେ ଚୁଡି ପିନ୍ଧିଲା ବେଳେ ଏହି ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ହୋଇପାରେ ଭୟଙ୍କର

ଆଜି ଆମେ ଏକ ଗୁରୁତତ୍ୱପୂର୍ଣ ବିଷୟ ସମ୍ପର୍କ ରେ ଜାଣିବା ଯାହା ମହିଳା ମାନଙ୍କ ଚୁଡି ସହିତ ଜଡିତ ଅଟେ । କଣ ଆପଣ ଜାଣିଛନ୍ତି ମହିଳା ମାନେ ପିନ୍ଧୁ ଥିବା ପୁରୁଣା ଚୁଡି ର କଣ କରିବା ଉଚିତ୍ । ଏହି ପରି କିଛି ଅସୁବିଧା ପାଇଁ ଘର ପରିବାର ଅସୁବିଧା ରେ ପଡି ପାରେ ଓ ସ୍ବାମୀ ବହୁତ୍ ଅସୁବିଧା ର ସମ୍ମୁଖୀନ କରି ପାରନ୍ତି ।

ତେବେ ଆଜି ଆମେ ଜାଣିବା ଚୁଡି ପିନ୍ଧିବା ସମୟ ରେ କେଉଁ ସବୁ କଥା ର ଧ୍ୟାନ ଦେବା ଉଚିତ୍ ଓ ପୁରୁଣା ଚୁଡି କୁ କଣ କରିବା ଉଚିତ୍ । ତେବେ ଚାଲନ୍ତୁ ଜାଣିବା ସେହି ବିଷୟରେ ।

1- ଝିଅ ହେଉ କିମ୍ବା ମହିଳା କେବେ ବି ତମ୍ବା ରେ ନିର୍ମିତ ବସ୍ତୁ ପିନ୍ଧିବେ ନାହିଁ । ସେ ଚୁଡି ହେଉ କି ଅନ୍ୟ କିଛି । ଖାସ କରି ଚୁଡି ଓ ତମ୍ବା ର ମୁଦି ପିନ୍ଦଣ୍ଟୁ ନାହିଁ ।

2- ଅନେକ ସମୟ ରେ ଆମ ର ଚୁଡି ଫାଟି ଯାଇ ଥାଏ କିନ୍ତୁ ସମ୍ପୂର୍ଣ ଭାଙ୍ଗି ନଥାଏ । ଏମିତି କ୍ଷେତ୍ର ରେ ଆମେ ସେହି ଚୁଡି କୁ ଆମେ ହାତରେ ପିନ୍ଧି ଥାଉ ଏହାକୁ ଖୋଲି ନଥାଉ । ।କିନ୍ତୁ ଏମିତି କରିବା ଉଚିତ୍ ନୁହେଁ । ଏହା ଦ୍ବାରା ଆପଣ ଙ୍କ ପରିବାର ଓ ସ୍ବାମୀ ଙ୍କ ଉପରେ ବହୁତ୍ ଖରାପ୍ ପ୍ରଭାବ ପଡ଼ି ଥାଏ । ସେମାନେ ଯେତେ ରୋଜଗାର କଲେ ମଧ୍ୟ ଋଣ ରେ ବୁଡ଼ି ରହିବା ସହ ସ୍ବାସ୍ଥ୍ୟ ଖରାପ୍ ହୋଇ ଥାଏ ।

3- ଦୁଇ ହାତ ରେ କେବେ ସମାନ ସଂଖ୍ୟକ ଚୁଡି ପିନ୍ଧିବେ ନାହିଁ । ଯଦି ଗୋଟିଏ ହାତ ରେ 10 ଟି ଚୁଡି ପିନ୍ଧୁଛନ୍ତି ତେବେ ଅନ୍ୟ ହାତରେ ଏହା ଠାରୁ କମ୍ ଚୁଡି ପିନ୍ଧାନ୍ତୁ ।

ଏବେ ଜାଣିବା କେବେ ଚୁଡି ପିନ୍ଧିବେ ଓ କେବେ ପିନ୍ଧିବେ ନାହିଁ –

ଭୁଲ୍ ରେ ବି ମଙ୍ଗଳ ବାର ଦିନ ଚୁଡି ପିନ୍ଧିବେ ନାହିଁ । ଅନ୍ୟ ସବୁ ଦିନ ପିନ୍ଧି ପାରିବେ । ଗୁରୁବାର ଦିନ ଚୁଡି ପିନ୍ଧିଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି । ଚୁଟି ଖୋଲା କରି ଚୁଡି ପିନ୍ଧିବେ ନାହିଁ । ସନ୍ଧ୍ୟା ସମୟରେ ଚୁଡି ପିନ୍ଧିବେ ନାହିଁ ।

ଶେଷ କଥା ମନେ ରଖିବେ ଯେ ସମସ୍ତେ ପ୍ରାୟ ଏହି ଭୁଲ୍ କରି ଥାଆନ୍ତି ଯେ ଚୁଡି ପିନ୍ଧିବା ବେଳେ ପ୍ରଥମେ ସବୁ ଚୁଡି କୁ ଖୋଲି ଦିଅନ୍ତି ଏବଂ ଏହା ପରେ ନୂଆ ଚୁଡି ପିନ୍ଧନ୍ତି କିନ୍ତୁ ଏମିତି କରିବେ ନାହିଁ ଏମିତି କରିବା ଦ୍ୱାରା ସ୍ବାମୀ ର ଆୟୁଷ କମି ଯାଇଥାଏ । ତେବେ ଏମିତି ସମୟ ରେ କଣ କରିବେ ଆପଣ ଏମିତି ସମୟ ରେ ଏକ ହଳଦିଆ ଓ ନାଲି ରଙ୍ଗର କପଡ଼ା ହାତ ରେ ବାନ୍ଧି ଦିଅନ୍ତୁ ଓ ଏହା ପରେ ଚୁଡି ପିଂଧନ୍ତୁ ।

ଚୁଡି ପିନ୍ଧି ସାରିବା ପରେ ଏହି କପଡା କୁ ଖୋଲି ଦିଅନ୍ତୁ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।