ଲଣ୍ଡନର ଚାନ୍ଦର ଟୁକୁଡ଼ା, ଆପଣଙ୍କୁ କେମିତି ମିଳିବ ଜାଣନ୍ତୁ….

ଏହି ସାୟରିଟି ଜଣେ ଲେଖକ ଙ୍କ ଲେଖା ।ସେ ଏହି ସାୟରୀ କୁ ଖୁବ୍ ସୁନ୍ଦର୍ ଭାବେ ଲେଖିଛନ୍ତି । କିନ୍ତୁ ବର୍ତ୍ତମାନ ଚାନ୍ଦ କୁ ଡାକିବା ପାଇଁ ଇଶରା କରିବାକୁ ପଡ଼ିବ ନାହିଁ ,ଯଦି ଦରକାର କେବଳ ପଇସା ର । ତେବେ ଏବେ ଆପଣ ଚାହିଁଲେ ଚାନ୍ଦ କୁ ଛାତ କୁ ଡାକି ପାରିବେ । ବେଡ୍ ରେ ସଜାଇ ପାରିବେ କିମ୍ବା ବାଲକୋନୀ ରେ ମଧ୍ୟ ରଖିପାରିବେ ।

କେମିତି କାରଣ ବର୍ତ୍ତମାନ ଚାନ୍ଦ ର ଖଣ୍ଡ ବିକ୍ରି ହେଉଛି , ୧୯ କୋଟି ଟଙ୍କା ରେ । ତେବେ ଏହା ଯଦିଓ ମାହାଙ୍ଗା କିନ୍ତୁ ଚାନ୍ଦ ର ତୁକୁଡା ଏତେ ସହଜ ରେ ମିଳେ ନାହିଁ । ତେବେ କଣ ଅଟେ ସଂପୂର୍ଣ୍ଣ ଘଟଣା ଚାଲନ୍ତୁ ଜାଣିବା ।

ଚାନ୍ଦ ର ତୁକୁଡ଼ା ଓ ଚାନ୍ଦ ପରି ମୁହଁ କୁ ସବୁ ବେଳେ ତୁଳନା କରା ଯାଏ । କିନ୍ତୁ ଚାନ୍ଦ ପରି ମୁହଁ ଅଲଗା ଓ ଚାନ୍ଦ ର ତୁକୁଦା ଅଲଗା କାରଣ ଚାନ୍ଦ ର ତୁକୁଡ଼ା ଗୋଟିଏ ମେଟାଲାୟେଡ୍ ଅଟେ । ପ୍ରକୁଟ ଲଣ୍ଡନ ରେ ଗୋଟିଏ ମୁନ ମେଟାଲୟେଡ୍ ନିଲାମ ହେଉ ଅଛି । କୌଣସି ଏକ କମ୍ପାନୀ ରେ ଏହା କୁ ବିକ୍ରି କରା ଯାଇଛି ।

ମୁନ ମେଟାଲଏଡ୍ କୁ ଯଦି ଆମେ ସରଳ ଭାଷା ରେ କହିବା ତେବେ ଏହା ଚାନ୍ଦ ର ଏକ ଖଣ୍ଡ ଅଟେ ଯାହା କି କୌଣସି କାରଣ ରୁ ଖସି ଯାଇ ଅଛି । ଓ ସେହି ଟୁକୁଡ଼ା କୁ ସେଇ କମ୍ପାନୀ ବିକ୍ରି କରୁଛନ୍ତି ।ଏହା ୨୦୧୭ ରେ ଖସି ପୃଥିବୀ ପୃଷ୍ଠ ରେ ପଡ଼ିଥିଲା , ରାଜସ୍ଥାନ ର ସାହାରା ରେଗିସ୍ତନ୍ତ୍ ର ପାଖା ପାଖି । ବୈଜ୍ଞାନିକ ମାନଙ୍କୁ ଏହି ଟୁକୁଡା ମିଳିଲା ସେମାନେ ଏହା ଉପରେ ରିସର୍ଚ୍ଚ କଲେ । ଏହା ର ବୈଜ୍ଞାନିକ ନାମ ମଧ୍ୟ ରଖିଲେ ଯାହା NWA ୧୨୬୯୧ ।

ଅନୁମାନ କରାଯାଉଛି ଯେ କୌଣସି ଅଷ୍ଟିରାଏଡ୍ କିମ୍ବା ଧୂମକେତୁ ଚାନ୍ଦ ସହିତ ଆସି ପିଟି ହୋଇଛି ଓ ସେହି ଫଳ ରୁ ଏହି ଟୁକୁଦା ଟି ଖସି ଯାଇଛି । ଏହି ତୁକୁଡ଼ ଆସି ପୃଥିବୀ ପୃଷ୍ଠ ରେ ପଡ଼ିଛି । ନିଜ ପୃଷ୍ଠ ରୁ ବାହାରି ଆମ ପୃଥିବୀ ପୃଷ୍ଠ ରେ ପଡି ଥିବା ଏହି ମେଟାଲୟେଡ୍ ର ଓଜନ ପାଖା ପାଖି ୧୩.୫ କେଜି ଅଟେ । ଏହା ର ମୂଲ୍ୟ ୧୯ କୋଟି ଟଙ୍କା ଅଟେ ।

୧୯୬୯ ରୁ ୧୯୭୨ ମଧ୍ୟ ରେ ନାସା ଚାନ୍ଦ କୁ ଆପୋଲୋ ପଠାଇ ଥିଲ । ଯେତେବଳେ ଆପୋଲୋ ଯାନ ଟି ନିଜ ର ସମ୍ପୂର୍ଣ କାର୍ଯ୍ୟ କରି ଫେରିଲା ବେଳକୁ ବହୁତ୍ ଚାନ୍ଦ ର ଟକୁଡ଼ା ନେଇ ଆସି ଥିଲେ । ଏହା ର ଓଜନ ପ୍ରାୟ ୩୯୨ କିଲୋଗ୍ରାମ । ଏବଂ ଏତେପର୍ଯ୍ୟନ୍ତ ୩୦୦ ରୁ ଅଧିକ ମୁନ୍ ମେଟାଲାୟେଡ୍ ଖୋଜା ସରିଛି । ଏହାର ଓଜନ ପ୍ରାୟ ୬୫୦ କିଲୋଗ୍ରାମ ଅଟେ ।

ତେବେ ଏହି କଥା ରୁ ଗୋଟିଏ କଥା ଜାଣିପାରବା ଯେ ଗୋଟିଏ ମେଟାଲୟେଡ୍ ର ଓଜନ ୨-୩ କିଲୋଗ୍ରାମ ଅଟେ । କିନ୍ତୁ ଏବେ ଯାହା ନିଲାମ ହେଉ ଅଛି ତାହା ହେଉଛି ୧୩.୫ କିଲୋଗ୍ରାମ ର ଅଟେ । ପୃଥିୀବି ରେ ମିଳିଥିବା ସବୁଠୁ ଓଜନ ଚାନ୍ଦ ର ତୁକୁଡ଼ ସେଥିପାଇଁ ଏହା ବହୁତ୍ ମହଙ୍ଗା ରେ ନିଲାମ ହେଉ ଅଛି । ଯେତେବେଳେ ୩ ଲକ୍ଷ ୮୪ km ର ଯାତ୍ରା ଶେଷ କରି କିଛି ଆମ ପୃଥିବୀ ପୃଷ୍ଠ କୁ ଆସି ଅଛି ତେବେ ଏହା ଅଳ୍ପ ତ ମହଙ୍ଗା ହେବ ।

ବହୁତ ବର୍ଷ ପର୍ଯ୍ୟନ୍ତ ଚାନ୍ଦ କୁ ନେଇ ଅଷ୍ଟ୍ରୋନତ୍ ମାନେ ବହୁତ୍ ଚିନ୍ତିତ ଥିଲେ । ତାଙ୍କ ମନ ରେ ବହୁତ୍ ପ୍ରଶ୍ନ ଉଠିଥିଲା ଯେମିତି କୁ ପୃଥିବୀ ପାଖକୁ ଏହି ଚାନ୍ଦ କେମିତି ଆସିଲା । ଏହି ଚାନ୍ଦ ରେ ଦାଗ କେମିତି । ଏବଂ ନାସା ର ଆପୋଲୋ ଯାତ୍ରା ପାରେ ଯେତେବେଳ ଚାନ୍ଦ ର ତୁକୁଡ଼ା ଆଣିଲେ ସେତେବେଳେ ବୈଜ୍ଞାନିକ ମାନେ ଏହା ଉପରେ ଗବେଷଣା କରିଲେ ।

ସେତେବେଳେ ଚାନ୍ଦ ସହିତ ଜଡିତ ସମସ୍ତ ପ୍ରଶ୍ନ ର ଉତ୍ତର ପାଇଥିଲେ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।