କଟା ଘା ଶୁଖେଇବାର ଘରୋଇ ଉପାୟ, କେବଳ ୨ ମିନିଟ ରେ କଟା ଘା ଶୁଖିଯିବ……

ମଣିଷ ଶରୀର ସବୁ ବେଳେ କିଛି ନା କିଛି କଷ୍ଟ ଅନୁଭବ କରୁଥାଏ । ମଣିଷ ମାନେ ଯେତେ ବେଳେ କିଛି ବି ବ୍ୟାଧି ହୋଇଥାଏ ସେ ଶୀଘ୍ର ଯାଇ ଡାକ୍ତରୀ ମେଡ଼ିସିନ ଖାଇ ଥାନ୍ତି । କିନ୍ତୁ ଏହା ଦ୍ୱାରା ରୋଗ ସମ୍ପୂର୍ଣ ଭଲ ହୋଇ ନଥାଏ ଆମେ କିଛି ଚେର ମୁଲିଆ ଔଷଧ କରିଥାଏ । ଯାହା ଥରେ ମାତ୍ର କଲେ ଆମେ ବହୁତ ଦିନ ପର୍ଯ୍ୟନ୍ତ ମୁକ୍ତି ମିଳିଥାଏ ।

ଏଥିରେ ଆମକୁ କିଛି ଔଷଧ ମିଳିଥାଏ । ଘରେ ମିଳୁଥିବା ଜିନିଷ ରୁ ଔଷଧ ତିଆରି କରାଯାଏ । ଯାହାକୁ ଥରେ ମାତ୍ର ସେବନ କଲେ ଆମର ରୋଗରୁ ସମ୍ପୂର୍ଣ ରୂପେ ମୁକ୍ତ ହୋଇଥାଏ ଅର୍ଥାତ ରୋଗରୁ ସମ୍ପୂର୍ଣ ଛୁଟ କlରା ମିଳେ ।

ଆପଣ ଜାଣିଥିବେ ଯେ ବେଳେ ବେଳେ ଆମର ନିତ୍ୟ କାମ କରୁଥିବା ସମୟରେ ଆମର ହାତ କାଟି ଯାଇଥାଏ, ଆଉ କେତେ ବେଳେ ଖେଳୁ ଥିବl ବେଳେ ଗୋଡ଼ ହାତ ରେ ଉପର ଚମଡା ଛିଡି ଯାଏ ଯାହା ଦ୍ୱାରା ଆମେ ବହୁତ ଯନ୍ତ୍ରଣା ଭୋଗିବାକୁ ପଡେ । ଆଉ କେତେ ବେଳେ ରୋଷଇ କରୁଥିବା ବେଳେ ଛୁରୀ ରେ ହାତ କାଟି ଯାଏ ଯାହା ପାଇଁ ଆମେ ନା ମେଡ଼ିସିନ ଖାଇପାରୁ ନା ଯନ୍ତ୍ରଣା ରୁ ମୁକ୍ତି ପାଇଁ ପାରୁ ।

ଆଜି ଆମେ ଆପଣଙ୍କୁ ଏମିତି ଏକ ଔଷଧ ବତେଇ ବୁ ଯାହା ଆପଣଙ୍କ ଘରେ ଅତି ସହଜରେ ମିଳିଯାଏ ସମସ୍ତ ଙ୍କର ଘରେ । ଯଦି ଏହାକୁ ଥରେ ମାତ୍ର ଲଗେଇବେ ଆପଣଙ୍କ ଶରୀର ର କ୍ଷତ ସ୍ଥାନରେ ଏକା ଥରକେ ଭଲ ହୋଇଯିବ । ତେବେ ଜାଣନ୍ତୁ ସେହି ସବୁ ଜିନିଷ ଗୁଡିକ କଣ ?

ଏହି ଘରୋଇ ଔଷଧ ହେଉଛି ପାନ ଆଉ ଦେଶୀ ଗାଈ ଘିଅ । ଯାହାକୁ ଥରେ ମାତ୍ର ଲଗେଇଲେ ଆମର କାଟି ଯାଇଥିବା ସ୍ଥାନରେ । ଏହି ସବୁ ଜିନିଷକୁ କେମିତି ପ୍ରସ୍ତୁତ କରାଯାଏ ଚାଲନ୍ତୁ ଜାଣିବା ।

ପ୍ରଥମେ ଆପଣ ଆପଣଙ୍କ ଘରେ ଉପଲବ୍ଧ କଞ୍ଚା ପାନ ପତ୍ର କୁ ଗୋଟିଏ ମାତ୍ର ପତ୍ର ନିୟନ୍ତୁ ଯାହାକୁ ପୁରା ପରିଷ୍କାର ରୂପେ ଧୋଇ ନିୟନ୍ତୁ । ତାପରେ ପୁରା ସୁଦ୍ଧ ଦେଶୀ ଗାଈ ଘିଅ ନିୟନ୍ତୁ । ଗୋଟିଏ ଛୋଟ ଚମଚ ରେ ଫୁଲ ନିୟନ୍ତୁ ।

ଯାହାକୁ ପ୍ରଥମେ ରଖି ଥିବl ପତ୍ର ନିୟନ୍ତୁ ସେଥିରେ ଥିବl ଘିଅ କୁ ପାନ ର ଭିତର ପଟରେ ଭଲ ଭାବରେ ଲଗେଇ ଦିଅନ୍ତୁ । ତାହାକୁ ଆପଣ ତାୱା ଗରମ କମ ଗରମ କରନ୍ତୁ ଆଉ ସେହି ଥିରେ ରଖିଥିବା ପାନ ପତ୍ର କୁ ଘିଅ ଲଗେଇ ଥିବl ପଟକୁ ଗରମ କାରି ନିୟନ୍ତୁ ।

ଏହା ପରେ ସେହି ପାନ ପତ୍ର କୁ କାଟି ଯାଇଥିବା ସ୍ଥାନରେ ଲଗାନ୍ତୁ । ଏହି ପରି ତିନି ଦିନ ମାତ୍ର ଲଗାନ୍ତୁ ସମ୍ପୂର୍ଣ ଭଲ ହୋଇଯିବ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।