କରିସ୍ମା କପୁର ଙ୍କ ପୂର୍ବ ସ୍ବାମୀଙ୍କ ସ୍ତ୍ରୀ ବହୁତ୍ ସୁନ୍ଦର ଏବଂ ହଟ୍, ଫଟୋ ଦେଖିଲେ ହୋଇଯିବେ ଫିଦା…..

କରୁସ୍ମା କପୁର ଙ୍କ ପୂର୍ବ ସ୍ବାମୀ ର ସ୍ତ୍ରୀ ବହୁତ ହଟ୍ ଅଟନ୍ତି । ଆପଣ ନିଜେ ହିଁ ତାଙ୍କ ଫଟୋ ଦେଖି ନିଅନ୍ତୁ । କପୁର ଖନ୍ଦାନ ର ଝିଅ କରିଶ୍ମା କପୁର ବଲିଉଡ୍ ରେ ବହୁତ ନା କରିଛନ୍ତି। କିନ୍ତୁ ଯେତେବେଳେ କଥା ପ୍ରେମ ସମ୍ପର୍କ ର ଆସିଲା ତେବେ ତାକୁ କେବେ ବି ନିଜ ପ୍ରେମ ସମ୍ପର୍କ ରେ ସଫଳତା ପ୍ରାପ୍ତି ହୋଇ ନାହିଁ ।

ବଲିଉଡ୍ ରେ ପ୍ରଥମେ ପ୍ରଥମେ ତାଙ୍କ ର ନିଜ ସହ କଳାକାର ଙ୍କ ସହିତ ଆଫେୟର ଥିବା ର ଖବର ବହୁତ ଚର୍ଚ୍ଚା ହେଉଥିଲା କିନ୍ତୁ ଏହା କେବଳ ଖବର ହୋଇ ରହିଗଲା ।

କିନ୍ତୁ କିଛି ସମୟ ଜାଏ କରିସ୍ମା କପୁର ଙ୍କ ନାମ ବଲିଉଡ୍ ର ମହାନ୍ ନାୟକ ଅଭିଷେକ ବଚନ ସହିତ ଯୋଡ଼ା ହେଉ ଥିଲା କିନ୍ତୁ କଥା ବିବାହ ଜାଏ ଆସୁ ଆସୁ ଶେଷ ହୋଇଗଲା । ଧୀରେ ଧୀରେ ସମୟ ସରିବା ସହ କରିଷ୍ମା ଅଭିଷେକ ବଚନ ଙ୍କ ହାତ ଛାଡ଼ି ସଞ୍ଜୟ ଙ୍କ ହାତ ଧରି ନେଲେ । ଦୁଇ ଜଣ ଙ୍କୁ ପ୍ରେମ ହେଲା । ଏହି ପ୍ରେମ ସମ୍ପର୍କ ଟି ତାଙ୍କ ର ବିବାହ ରେ ମଧ୍ୟ ପରିଣତ ହେଲା । ଦୁଇଜଣ ଙ୍କ ର ଦୁଇଟି ଛୁଆ ମଧ୍ୟ ହେଲେ ।

କିନ୍ତୁ କରୀଷ୍ମା ଙ୍କ ର ଏହି ଖୁସି ଅଧିକ ଦିନ ଜାଏ ରହିଲା ନାହିଁ । କରିଷ୍ମା କପୁର ଙ୍କ ର ଓ ସଞ୍ଜୟ କପୁର ଙ୍କ ର ସମ୍ପର୍କ ଦିନେ ଭାଙ୍ଗିବା ର ପରିସ୍ଥିତି କୁ ଆସି ଯାଇଥିଲା । ଓ ଶେଷ ରେ ଭାଙ୍ଗି ବି ଯାଇଥିଲା । ସଞ୍ଜୟ ଏହି ବିବାହ ଭାଙ୍ଗିବା ର ଦୋଷ କରିଷ୍ମା କୁ ଦେଲେ ଓ ଅନ୍ୟ ପକ୍ଷରେ କରିଶ୍ମା ଏହି ବିବାହ ଭାଙ୍ଗି ବାର ଦୋଷ ସଞ୍ଜୟ କୁ ଦେଲେ ।

ଏହି ବିବାହ ଭାଙ୍ଗି ବା ପରେ କରିଶ୍ମା ନିଜ ଦୁଇ ଜଣ ଛୁଆ ଙ୍କ ସହିତ ସାଧାରଣ ଜୀବନ ବଞ୍ଚୁଛନ୍ତି କିନ୍ତୁ ସଞ୍ଜୟ କପୁର ଦ୍ଵିତୀୟ ବିବାହ କରି ନେଲେ । କିନ୍ତୁ ଏହା ଦ୍ଵିତୀୟ ବିବାହ ନୁହେଁ ଏହା ସଞ୍ଜୟ ଙ୍କ ର ତୃତୀୟ ବିବାହ । ହଁ କରିଷ୍ମା ସଞ୍ଜୟ ଙ୍କ ର ଦ୍ଵିତୀୟ ସ୍ତ୍ରୀ ଥିଲେ ।

ତେବେ ଆପଣ ଙ୍କୁ ଜଣାଇ ଦେଉଚୁ ଯେ ସଞ୍ଜୟ ଙ୍କ ର ଏହି ତୃତୀୟ ପତ୍ନୀ ଆଉ କେହି ନୁହେଁ । ସେ ବଲିଉଡ୍ ରେ ନାୟିକା ଓ ମଡେଲ ଭାବେ କାର୍ଯ୍ୟ କରି ସାରିଥିବା ପ୍ରିୟା ସଚଦେବ ଅଟନ୍ତି । ପ୍ରିୟା ଙ୍କ ର ବି ସଞ୍ଜୟ ସହିତ ଏହା ଦ୍ଵିତୀୟ ବିବାହ ଅଟେ । ପ୍ରିୟା ଓ ସଞ୍ଜୟ ଆଜି କାଲି ଖୁବ୍ ଖୁସିରେ ଜୀବନ ବଞ୍ଚୁଥିବା ର ଖବର ଆସିଛି ।

 

ତେବେ ଆଜି ଆମେ ଫଟୋ ମାଧ୍ୟମ ରେ ଆପଣଙ୍କୁ ଦେଖାଉ ଅଛୁ ଯେ ପ୍ରକୃତ ରେ ପ୍ରିୟା କରିଶ୍ମା ଙ୍କ ଠାରୁ ଅଧିକ ସୁନ୍ଦର୍ ଅଟନ୍ତି । ଆପଣଙ୍କୁ ଏହା ମଧ୍ୟ ଜଣାଇ ଦେଉଚୁ ଯେ କରିଶ୍ମା କପୁର ନିଜ ବିବାହ ରେ ଆସିଥିବା ସମସ୍ତ ସମସ୍ୟା ର କାରଣ ପ୍ରିୟା ଙ୍କୁ ହିଁ କହୁଥିଲେ ଓ ତାଙ୍କୁ ଦୋଷୀ ବୋଲି ମଧ୍ୟ କହିଥିଲେ, ଏବଂ ପ୍ରିୟା ଓ ସଞ୍ଜୟ ଙ୍କ ବିବାହ ଏବେ ପୂର୍ବ ବର୍ଷ ହିଁ ହୋଇ ଅଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।