ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ଆଜି ଆମେ ଓଡ଼ିଆ ର କିଛି ମଜାଳିଆ ପ୍ରଶ୍ନ ଓ ଏହା ର ଉତ୍ତର କଣ ହୋଇ ପାରିବ ଏହି ବିଷୟ ରେ ଜାଣିବା। ତେବେ ଏହି ପ୍ରଶ୍ନ ଗୁଡିକ ବହୁତ୍ ମାଜଳିଆ ଅଟେ ଓ ଏହା ର ଉତ୍ତର ଜାଣିବା ମଧ୍ୟ ବହୁତ୍ କଷ୍ଟ ହୋଇ ଥାଏ । ତେବେ ଆସନ୍ତୁ ସେହି ପ୍ରଶ୍ନ ବିଷୟ ରେ ଜାଣିବା ଓ ଏହା ର ଉତ୍ତର ବିଷୟ ରେ । ତେବେ ଏହି ସବୁ ପ୍ରଶ୍ନ ଉତ୍ତର ଦେବା ପାଇଁ ଆପଣ ୧୦ ସେକେଣ୍ଡ ସମୟ ନେଇ ପାରିବେ ଓ ଏହି ସମୟ ରେ ଏହାର ଉତ୍ତର ଦେଇ ପାରିବେ। ତେବେ ଆସନ୍ତୁ ଆରମ୍ଭ କରିବା।

୧- ଏମିତି କେଉଁ ଟେବୁଲ୍ ଅଛି ଯାହା କୁ ଆମେ ଖାଇ ଥାଉ ?…..
ଉତ୍ତର – ଏହାର ଉତ୍ତର ଅଟେ ଭେଜିତେବୁଲ୍ , vegetable

୨- ତାହା କେଉଁ ଜିନିଷ ଅଟେ ଯାହା ଫ୍ରିଜ ରେ ରହିଲେ ମଧ୍ୟ ଥଣ୍ଡା ହେବା ବଦଳ ରେ ଗରମ୍ ରୁହେ ?…..
ଉତ୍ତର – ତେବେ ଏହା ର ଉତ୍ତର ଅଟେ ଗରମ୍ ମସଲା

୩- କାହାର ଡେଣା ନଥିଲେ ମଧ୍ୟ ସେ ଉଡି ପାରେ ?….
ଉତ୍ତର – ତେବେ ଏହା ର ଉତ୍ତର ଅଟେ ଗୁଡି

୪- ତାହା କେଉଁ ଜିନିଷ ଯାହାକୁ ଝିଅ ମାନେ ବର୍ଷ ରେ କେବଳ ଥରେ କିଣି ଥାଆନ୍ତି ?

ଉତ୍ତର – ତେବେ ଏହା ର ଉତ୍ତର ଅଟେ ରାକ୍ଷୀ ଯାହା କୁ ଝିଅ ମାନେ ବର୍ଷ ରେ କେବଳ ଥରେ କିଣି ଥାଆନ୍ତି ।

୫- କିଏ ପାଣି ପିଇବା ମାତ୍ରେ ମରିଯାଏ ?…..

ଉତ୍ତର – ତେବେ ଏହା ର ଉତ୍ତର ଅଟେ ଶୋଷ ଯାହା କି ପାଣି ପିଇବା ମାତ୍ରେ ମରିଯାଏ ।

୮- ଗଛ ଟି ଲଣ୍ଡା ତାହା ଉପରେ ବସିଚି ଫକିର ପଣ୍ଡା ଏହାର ଅର୍ଥ କଣ ଅଟେ ?….ଉତ୍ତର – ତେବେ ଏହା ର ଉତ୍ତର ଅଟେ ଚୁଲି ଉପରେ ହାଣ୍ଡି ।।

୯- ଏମିତି ଏକ ନାମ କୁହା ଯେଉଁ ରେ ତାଲା ଓ ଚାବି ଦୁଇ ଟି ଯାଙ୍କ ରହି ଅଛି ?…

ଉତ୍ତର – ଲକି ( lock + key ) ।।।

୧୦ – ଗାଈ କ୍ଷୀର ଦିଏ କୁକୁଡ଼ା ଅଣ୍ଡା ଦିଏ କିନ୍ତୁ ସେ କିଏ ଯିଏ ଦୁଇଟି ଯାକ ଦିଏ ?….

ଉତ୍ତର – ଦୋକାନୀ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।