ଏହି ଠାରେ ବିକ୍ରି ହୁଏ ମଣିଷର ଆତ୍ମା { ସୈତାନ ସମାଜ } । ଜାଣନ୍ତୁ ଏଲୁମିନଟି ର ରହସ୍ୟ…..

ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆ ରେ ଏଇ ଏମିତି ସ୍ଥାନ ରହିଛି ଯେଉଁଠି ମଣିଷ ନିଜ ଆତ୍ମା କୁ ମଧ୍ୟ ବିକ୍ରି କରି ପାରିବ। ବାଇବେରିଆ ଜର୍ମାନୀ ରେ ରହିଛି ଏମିତି ଏକ ସ୍ଥାନ ଯେଉଁଠି ମଣିଷ ନିଜ ଆତ୍ମା କୁ ମଧ୍ୟ ବିକ୍ରି କରି ପାରିବ । 1776 ମସିହା ରେ ଆଦେମ୍ ଉଷ୍ପୁତ୍ ନାମକ ଜଣେ ଜର୍ମାନୀ ଦାର୍ଶନିକ ଗୋଟିଏ ସଂସ୍ଥା ତିଆରି କରି ଥିଲେ ଯେଉଁ ସଂସ୍ଥା ର ନାମ ଥିଲା “ଦ ଅର୍ଡର୍ ଅଫ୍ ଇଲୁମିଟି ” । ଏହି ସଂସ୍ଥା ର ଲକ୍ଷ ଥିଲା ସାରା ଦୁନିଆ କୁ ହାତ ରେ ରଖିବା ।

ଏହି ସଂସ୍ଥା ର ଲୋକ ମାନେ ଭଗବାନ ଙ୍କୁ ପୂଜା କରିବା ବଦଳ ରେ ସୈତାନ୍ କୁ ପୂଜା କରନ୍ତି । ଯାହାକୁ ଲୁସିଭର୍ ବୋଲି କୁହାଯାଏ ।

ଲୋକ ମାନେ ଲୁସିଭର କୁ ନିଜ ଆତ୍ମା କୁ ବିକ୍ରି କରି ଦିଅନ୍ତି । ଯାହା ବଦଳ ରେ ଲୁଶିଭର୍ ତାଙ୍କ ଜୀବନ ର ଲକ୍ଷ କୁ ଶୀଘ୍ର ଆଣି ତାଙ୍କ ପାଖରେ ପହଞ୍ଚାଇ ଦିଅନ୍ତି । କୁହା ଯାଏ ଯେ ବଲିଉଡ୍ ର କିଛି ଅଭିନେତା ଅଭିନେତ୍ରୀ ସଫଳତା ହେବା ପଛରେ ଏହି ଲୁସିଭାର ର ହାତ ରହିଛି । ଏହି ସଂସ୍ଥା ର ସଂକେତ ହେଉଛି ଏକ ତ୍ରିଭୁଜ ଭିତରେ ଆଖି ର ଚିତ୍ର । ଆଉ ଇଂରାଜୀ ରେ 666 ।

କେତେକ ବଲିଉଡ୍ ଗୀତ ରେ କଳାକାର ମାନେ ଏହି ସଂକେତ ଦେଖାଇ ଆମକୁ ଇଲୁମିନଟି ର ସଂକେତ ଦେଇ ଥାଆନ୍ତି । ଏହି ସଂସ୍ଥା ର ସମସ୍ତ ସଦସ୍ୟ ତାଙ୍କ ର କାମ କୁ ଗୁପ୍ତ ଭାବେ କରନ୍ତି । ଯଦି ଏହି ସଂସ୍ଥା ର କୌଣସି ସଦସ୍ୟ ଏହି ବିଷୟ ରେ କାହାକୁ କହି ଦିଏ ତାହେଲେ ତାର ଅକାରଣ ରେ ମୃତ୍ୟୁ ହୋଇ ଜାଏ । ଏହାର ଜଳନ୍ତ୍ଵ ଉଦାହରଣ ହେଉ ଅଛନ୍ତି ମାଇକେଲ ଜେକ୍ସନ୍ ।

ମାଇକେଲ ଯେକ୍ସନ୍ ଏକ ଟିଭି ସୋ ରେ ସେ ଇଲୁମିନତୀ ସଂସ୍ଥା ର ସଦସ୍ୟ ଥିବାର କଥା କହି ଦେଏ ଥିଲେ । ତାପର ଦିନ ତାଙ୍କର ମୃତ୍ୟୁ ହୋଇ ଯାଇ ଥିଲା। ହେଲେ ତାଙ୍କର ମୃତ୍ୟୁ ର କାରଣ କେହି ହେଲେ ବି ଜାଣି ପାରି ନଥିଲେ । 1785 ମସିହା ରେ ଚାର୍ଲ ଥିଆରଦସ୍ ନାମକ ଜଣେ ସଦସ୍ୟ ଏହି ସଂସ୍ଥା କୁ ବନ୍ଦ କରିବା ର ଆଦେଶ ଦେଇ ଥିଲେ। ସେତେବେଳେ ଏହି ସଂସ୍ଥା ରେ 2000 ରୁ ଅଧିକ ସଦସ୍ୟ ଥିଲେ।

ଏହା ପରେ ଏହି ସଂସ୍ଥା ର ଲୋକ ମାନେ କୁଆଡ଼େ ଗଲେ କେହି ଜାଣି ପାରି ନଥିଲେ । କୁହାଯାଏ ଯେ ଏହି ସଂସ୍ଥା ଏବେବି ତାର କାମ କୁ ଗୁପ୍ତ ଭାବେ କରୁ ଅଛି । ତେବେ ଆଜି କାଲି ବିଜ୍ଞାନ ଏତେ ଆଗେଇ ଗଲା ପରେ ମଧ୍ୟ ଲୋକ ମାନେ ଏହି ପରି ବିଷୟ କୁ ବିଶ୍ୱାସ କରନ୍ତି ଓ ଏହାର ସତ୍ୟତା ମଧ୍ୟ କେଉଁଠି ନା କେଉଁଠି ରହି ଅଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।