ଦେଖନ୍ତୁ ୩ଟି ଗଜବ ଆବିଷ୍କାର ଯାହା ଆପଣଙ୍କୁ ମଣିଷରୁ ଭଗବାନ ବନେଇଦେବ…..

ଆପଣ ମାନେ ସୁପର୍ ପାୱାର ବଲିଉଡ୍ ଚଳଚ୍ଚିତ୍ର ଗୁଡିକ ନିଶ୍ଚିତ ଭାବେ ଦେଖି ଥିବେ । ଏହି ଚଳଚ୍ଚିତ୍ର ଦେଖିବା ପରେ ଆପଣ ଙ୍କୁ ନିଶ୍ଚୟ ଲାଗୁଥିବ ଯେ ଆମକୁ କି ବି କିଛି ଏହି ପରି ସୁପର୍ ପାୱାର ମିଳନ୍ତା କି । କେବଳ ଏଇଥୀ ପାଇଁ ଆଜି ଆମେ ଆପଣ ଙ୍କୁ କିଛି ଏପରି ଅଜବ ଆବିଷ୍କାର ବିଷୟ ରେ କହିବୁ ଯାହା ଆପଣ ଙ୍କ ଇଛା କୁ ପୂରଣ କରି ଦେବ । ଏହି ଆବିଷ୍କାର ଗୁଡିକ ସୁପର୍ ହିରୋ ଙ୍କ ଇଂସ୍ପିରେସନ୍ ରୁ କରାଯାଇଛି ।

ଏହା ଆପଣ ଙ୍କୁ ସୁପର୍ ପାୱାର ଦେବା ପାଇଁ ସକ୍ଷମ ଅଟେ । ଆଇରନ ମ୍ୟାନ ର ପାୱାର ଠାରୁ ଆରମ୍ଭ କରି ବୁଲେଟ ପ୍ରୁଫ ଶୁଟ ପର୍ଯ୍ୟନ୍ତ । ତେବେ ଆସନ୍ତୁ ଜାଣିବା –

1- ହାଇୱ , ଆପଣ ଙ୍କ ର କଣ କେବେ ଇଚ୍ଛା ହୁଏ ଆପଣ ଙ୍କ ଘର ର ଗ୍ୟଜେଟ୍ କୁ କେବଲ ନିଜ ହାତ ର ବ୍ୟବହାର କରି ଚଳେଇବା ପାଇଁ । ତେବେ ଏମିତି ଇଛା କୁ ସତରେ ପରିଣତ କରିବା ପାଇଁ ଆସି ଯାଇଛି ହାଇୱ । ଏହି ମଜାଦାର ଡିଭାଇସ୍ ଆପଣ ଙ୍କ ଇଛା ରେ ହାତ ର ଇଶରା କୁ ବୁଝି କାମ କରି ଥାଏ । ଟିଭି ଚଳେଇବା ହେଉ କିମ୍ବା ଲାଇଟ୍ କୁ ଅନ୍ ଅଫ୍ କରିବା ହେଉ ଏହି ଡିଭାଇସ୍ ଆପଣ ଙ୍କ ଇଶରା କୁ ବୁଝି କାର୍ଯ୍ୟ କରି ଥାଏ ।

ଏହି ଗ୍ୟଯେଟ୍ ରେ ଆପଣ ରିମୋତ୍ କୁ ଫିଟ୍ କରି ପାରିବେ । ଆପଣ ଯେତେବେଳେ ଯେଉଁ ଡିଭାଇସ୍ ଉପରେ କ୍ଲିକ୍ କରିବେ ଏହା ସେହି ଡିଭାଇସ୍ କୁ ଅନ୍ ଅଫ୍ କରିବ । ଏମିତି ଭିନ୍ନ ଭିନ୍ନ ଉପାୟ ରେ ଆପଣ ସୁପର୍ ପାୱାର ର ବ୍ୟବହାର କରି ପାରିବେ।

2- ଆଇରନ ମ୍ୟାନ ଲେଜର ଗ୍ଲୋଭ୍ , ଏହା ଏକ ଗଜବ୍ ଆବିଷ୍କାର। ଏହି ଆବିଷ୍କାର କୁ ଆଇରନ ମ୍ୟାନ ଫିଲ୍ମ୍ କୁ ଦେଖି ତିଆରି କରିଛନ୍ତି । ଏହି ଡିଭାଇସ୍ ବହୁତ୍ ମଜାଦାର ଅଟେ ଏହି ଆଇରନ ମ୍ୟାନ ଲେଜର ଗ୍ଲୋଭ୍ କୁ ଆପଣ ଗନ ପରି ବ୍ୟବହାର କରି ପାରିବେ। ଏଥିରେ ଗୋଟିଏ ହାତ ରୁ ନୀଳ ଲେଜର୍ ତ ଅନ୍ୟ ହାତ ରୁ ନାଲି ଲେଜର୍ ବାହାରି ଥାଏ ।

ଯାହା ଛୋଟ ଛୋଟ ଜିନିଷ କୁ କାଟିବା ପାଇଁ ସାହାର୍ଯ୍ୟ କରି ଥାଏ । ଏହା କୌଣସି ଧାତୁ କି ଵିଲ୍ଡିଂ କୁ କାଟି ପାରେ ନାହିଁ କିନ୍ତୁ ବେଲୁନ କୁ ଫଟାଇ ପାରେ ଓ କାଠ ରୁ ଧୁଆଁ ବାହାର କରି ପାରେ ।

3- ରୋବୋଟିକ୍ ଶୁଟ୍ , ଆଇରନ ମ୍ୟାନ ର ରୋବୋତିକ୍ ଶୁତ୍ ସମସ୍ତ ଙ୍କୁ ପସନ୍ଦ ଆସିଥାଏ । ସମସ୍ତେ ଚାହାଁନ୍ତି ଆମ ପାଖରେ ଏମିତି ସୁଟ ଥାଆନ୍ତି କି । ଜାପାନ ର ଏକ କମ୍ପାନୀ ଏହା କୁ କରି ଦେଖାଇଛି । ଏହି ସୁଟ ଏତେ ଅଧିକ ଶକ୍ତିଶାଳୀ ଅଟେ ଯେ ଏହାକୁ ଯେଉଁ ବ୍ୟକ୍ତି ପିନ୍ଧେ ତାର ଶକ୍ତି ଦୁଇ ଗୁଣ ହୋଇଥାଏ ।

ଏହା ଆପଣଙ୍କ ଶରୀର ର ସ୍ନାୟୁ ର ସିଗ୍ନାଲ କୁ ମାପି ଦିଏ । ଏବଂ ଆପଣଙ୍କ ଶରୀରର ମାଂସ ପେଶି କୁ ଶକ୍ତି ଯୋଗାଇ ଥାଏ । ଓ ସେହି ଶରୀର କୁ ଶକ୍ତି ଯୋଗାଇ ଥାଏ ଯେଉଁଠି ଆପଣ ଙ୍କୁ ଦରକାର ହୋଇ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।