ସ୍ତ୍ରୀ ର ଏହି ଗୋଟେ କାମ ସ୍ୱାମୀ ଙ୍କୁ କରିଦେବ ମାଲାମାଲ୍, ଜାଣନ୍ତୁ କଣ ସେହି ଜିନିଷ

ବନ୍ଧୁ ଗଣ ଆମେ ଆପଣଙ୍କୁ ଏକ ବିଷୟରେ କହିବୁ ଯାହାକୁ ପୁରୁଷ ମାନେ ନାହାତି ରୂପେ ପାଳିବା ଉଚିତ ଯଦି ଆପଣ ପାଳନ ନକରନ୍ତି ତାହାଲେ ଆପଣଙ୍କର ଅତି ଶୀଘ୍ର ମୃତ୍ୟୁ ହେବ । କାରଣ ଭାରତୀୟ ନୀତି ବିଶାରଦ ପଣ୍ଡିତ ଚାଣକ୍ୟ କହିଛନ୍ତି ଯେ ନାରୀ ହେଉଛି ଶୃଷ୍ଟି ର ଏକ ଅଂଶ ଯାହାକୁ ଆପଣ କେବେବି ଅସ୍ବୀକାର କରିପାରିବେ ନାହିଁ । କାରଣ ହିନ୍ଦୁ ଧର୍ମ ଅନୁସାରେ ନାରୀ ମାନଙ୍କୁ ଘରର ଲକ୍ଷ୍ମୀ କୁହା ଯାଏ । ଯେଉଁ ଘରେ ଝିଅ ମାନେ ଥାନ୍ତି ସେ ଘରେ ସ୍ୱୟଂ ମହା ଲକ୍ଷ୍ମୀ ବାସ କରିଥାନ୍ତି ।

1-ଲମ୍ବା ଏବଂ ସରୁ ନାକ ଏହି ପରି ନାକ ଥିବା ମହିଳା ବା ସ୍ତ୍ରୀ ସ୍ୱାମୀ ର ଅଧିକ ଧନ ଆୟର ସୂଚନା ଦେଇଥାଏ । ଏହି ନାରୀ ଲକ୍ଷ୍ମୀ ମନ୍ତ ଅଟନ୍ତି ଅମାନଂକ ଜୀବନ ରେ କେବେବି ଅଭାବ ରହେ ନାହିଁ ।

2-ନାଲି ଓଠ ଥିବା ଲୋକ ବା ସ୍ତ୍ରୀ ନିଜର ସ୍ୱାମୀ ନୁହେଁ କେବେବି ଧନର ଅଭାବ ଦେଖନ୍ତି ନାହିଁ । ଏହି ଭଳି ନାରୀ ପଦ୍ମିନୀ ଜାତିଆ ଅଟନ୍ତି ।

3-ଯେଉଁ ନାରୀର କପାଳ ସାମାନ୍ୟ ଆଗକୁ ବାହାରି ଥାଏ । ଏହି ଭଳି ନାରୀ ମାନେ ନିଜର ଘର ତଥା ସ୍ୱାମୀ ଙ୍କର ଉନ୍ନତି କରାନ୍ତି । ଏମାନଙ୍କୁ ସୌଭାଗ୍ୟ ବତୀ କୁହାଯାଏ ll କାରଣ ଏହି ପରି କପାଳ ଥିବା ନାରୀ କେବେବି ଦୁଃଖ ପାଆନ୍ତି ନାହିଁ । ଏମାନେ ସଦା ସୁଖୀ ଅଟନ୍ତି । ଏମାନେ ଘରର ଲକ୍ଷ୍ମୀ ଅଟନ୍ତି ।

4- ଯେଉଁ ସ୍ତ୍ରୀ ର ବେକ ସାମାନ୍ୟ ଛୋଟ ଏବଂ ଜିଭ ସାମାନ୍ୟ ଲମ୍ବା ଅଟେ ଏହି ଭଳି ମହିଳା ଅତ୍ୟନ୍ତ ଶୁଭ ଅଟନ୍ତି । ଏହି ନାରୀ ମାନେ ଯେଉଁ ଘରେ ଥାନ୍ତି ଏମାନେ କେବେବି ନିଜର ସ୍ୱାମୀ ଙ୍କୁ ଅଭାବରେ ପଡ଼ିବାର ଦେଖନ୍ତି ନାହିଁ ।

5-ଯେଉଁ ମହିଳା ମାନଙ୍କର କାନ ସାମାନ୍ୟ ଲାଲ ରଙ୍ଗର ହୋଇଥାଏ ଏମାନେ ନିଜର ସ୍ୱାମୀ ଙ୍କୁ ଅତ୍ୟନ୍ତ ଧନଵାନ ର ସୂଚନା ଦିୟନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।