ଦେଖନ୍ତୁ ଭିଡ଼ିଓ । ଓଃ କି ମାଡ଼ ! ବିଚ ରାସ୍ତାରେ ୫ ଜଣ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ, ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ….

ବାସ୍ତବିକ ଭାବରେ ଲକ୍ ଡାଉନ୍ ର ପ୍ରଭାବ ସମସ୍ତଙ୍କ ଉପରେ ପଡିଛି। ଏଥିରୁ ମୁକ୍ତି ପାଇବାକୁ ସମସ୍ତେ ଚେଷ୍ଟା କରୁଥିଲେ ମଧ୍ୟ କେହି ସହଜରେ ଏହି ମାରାତ୍ମକ ଭୂତାଣୁ ସଂକ୍ରମଣ ରୁ ନିଜକୁ ରକ୍ଷା କରି ପାରୁ ନାହାଁନ୍ତି। କାରଣ ମହାମାରୀ କରନା ରେ ସାମାଜିକ ସ୍ଥିତି ସଂପୂର୍ଣ୍ଣ ଭାବରେ ବନ୍ଦ୍ ଭଳି ରହିଛି। ତେବେ ଏହି କାରଣରୁ ଅନେକ ଲୋକ ସେମାନଙ୍କର ଜୀବନ ଜୀବିକା ହରାଇଥିବା ବେଳେ ନିଜକୁ ସମାଜରେ ତିଷ୍ଠି ରଖିବା ପାଇଁ ବହୁତ୍ ଅଭାବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଚୋରି ଡକାୟତି ଭଳି ଅସାମାଜିକ କାର୍ଯ୍ୟ କଲାପ ବଢ଼ିବାରେ ଲାଗିଛି।ତେବେ ଏହି ଘଟଣା ସବୁର ସମ୍ପର୍କ ଲକ୍ ଡାଉନ୍ ସହ ରହିଛି କାରଣ ଏହି ସମୟରେ ସମସ୍ତେ ସମସ୍ତ ପ୍ରକାରର କାର୍ଯ୍ୟକୁ ବନ୍ଦ୍ କରି ଘରେ ରହିଛନ୍ତି ଓ ନିଜର ଜୀବିକା ହରାଇ ବସିଛନ୍ତି।

ଏହିଭଳି ମୁହୂର୍ତ୍ତରେ ନିଜକୁ ସମାଜରେ ତିଷ୍ଠି ରଖିବା ପାଇଁ ଗରିବ ଓ ଖଟିଖିଆ ଲୋକ ମାନଙ୍କୁ ବହୁତ୍ ସମସ୍ୟା ର ସମୁଖୀନ ହେବାକୁ ପଡୁଛି। ତା ମଧ୍ୟରେ ମଧ୍ୟ ଅନେକ ନିଜର କାମ ଧନ୍ଦା ଯୋଗାଡ଼ ନକରି ପାରିବାରୁ ଚୋରି ଡକାୟତି ଭଳି କାର୍ଯ୍ୟ କରୁଛନ୍ତି। ଏମିତି ରେ ଚୋରି କରିବାର ମାନସିକତା ବହୁତ୍ ଜଣଙ୍କ ପାଖରେ ଦେଖା ଦେଇଥାଏ।

ଏହାକୁ ଏକ ସ୍ବତନ୍ତ୍ର ପେଶା ଭାବରେ କିଛି ଲୋକ ଧରି ନେଇଥାନ୍ତି। ବିନା ପରିଶ୍ରମରେ ଟଙ୍କା ରୋଜଗାର କରିବାର ଏହା ଏକ ମାଧ୍ୟମ ବୋଲି ବହୁତ୍ ଜଣ ଏହାକୁ ସହଜ ରାସ୍ତା ଭାବରେ ଗ୍ରହଣ କରି ନିଅନ୍ତି। କିନ୍ତୁ କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ। ଅର୍ଥାତ୍ ଏହିଭଳି କାର୍ଯ୍ୟ ର ଶେଷ ପରିଣତି ବହୁତ୍ କରୁଣ ହୋଇଥାଏ।

କାରଣ ଚୋରି କରିବା ଭଳି ଅଭ୍ୟାସ ମଣିଷକୁ ବହୁତ୍ ଅମାନବିକ କାଣ୍ଡ କରିବାକୁ ମଧ୍ୟ ବାଧ୍ୟ କରିଥାଏ। ଧୀରେ ଧୀରେ ଏହା ଅଭ୍ୟାସ ରେ ପରିନତ ହେବା ପରେ ମଣିଷ ଏହାକୁ ତାର ବୃତ୍ତି ଭାବରେ ଗ୍ରହଣ କରି ନେଇଥାଏ।

କିନ୍ତୁ ବେଳେବେଳେ ବିନା ଦୋଷରେ ମଧ୍ୟ ଲୋକେ ଏହିଭଳି ଘଟଣାର ଶିକାର ହୁଅନ୍ତି।ଶେଷରେ ଧରା ପଡ଼ିବା ପରେ ଉତ୍ତମ ମଧ୍ୟମ ମଧ୍ୟ ଖାଇଥାନ୍ତୀ। ସେହିଭଳି ଏକ ଘଟଣା ପ୍ରୟାଗରାଜ ସହର ରେ ଘଟିଛି। ଏଠାରୁ ୨୦ କିମି ଦୁରରେ ଥିବା ଥରବାଇ ଥାନା କ୍ଷେତ୍ରରେ ଘଟିଛି ଏକ ଅଭାବନୀୟ ଘଟଣା।

ଏଠାରେ କିଛି ଯୁବକ ମନ୍ଦିରକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୋବାଇଲ୍ ହଜି ଯାଇଥିବା ବେଳେ ତାହା ଆଉ ଏକ ଯୁବକ ତଳେ ପଡିଥିବା ବେଳେ ଉଠାଉଥିବା ସମୟରେ,ସେ ଏହାକୁ ଚୋରି କରୁଛନ୍ତି ସନ୍ଦେହ କରି ଉକ୍ତ ଦବାଙ୍ଗ ଯୁବକ ମାନେ ୫ ଜଣ ବ୍ୟକ୍ତିଙ୍କୁ ମନ ଇଛା ମାଡ଼ ମାରିଥିଲେ।ଏହାର ଭିଡିଓ ଭାଇରାଲ ହେବା ପରେ ପୋଲିସ୍ ଏହି ଘଟଣାରେ ଅଭିଯୁକ୍ତ ମାନଙ୍କ ଉପରେ ମାମଲା ରୁଜୁ କରି ଘଟଣାର ତଦନ୍ତ ମଧ୍ୟ କରୁଚି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।