IAS ସାକ୍ଷାତକାରରେ ଝିଅଟିକୁ ପଚାରିଲେ ଯେ ଝିଅ ମାନଙ୍କର ଏହା କେଉଁ ଜିନିଷ ଅଟେ ଯାହା ବହୁତ୍ ଜଲଦି ବାହାରି ଯାଏ?

ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବୁ ଯାହାର ଉତ୍ତର ଅଧିକାଂଶ ଛାତ୍ର ଛାତ୍ରୀ ଓ ଲୋକ ଜାଣି ନଥିବେ । ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ପଚାରାଯାଏ। ପ୍ରଶ୍ନ ଟି ଶୁଣିବା ପେର ଆପଣ ତାହାକୁ ନକରତ୍ମାକ ଦିଗକୁ ଆଡକୁ ଅଗ୍ରସର ହେବେ ନାହିଁ କାରଣ ପ୍ରଶ୍ନର ଉତ୍ତର ବହୁତ ସରଳିଆ ଆପଣ ଖାଳି ଟିକେ ମାଇଣ୍ଡ ଖଟିଲେ ଏହାର ଉତ୍ତର ମଜାଳିଆ ହେବ ।

ଏହି ପ୍ରଶ୍ନ ଗୁଡିକର ଉତ୍ତର ପ୍ରାୟ 99 ପ୍ରତିଶଚ ଲୋକ ଜାଣନ୍ତି ନାହିିଁ । ଏମିତିକି ଏହା IAS ପରୀକ୍ଷାରେ ପଚାରାଯାଏ ।

ତେବେ ଆସନ୍ତୁ ଆମେ ଏପରି ଏକ ସରଳିଆ ପ୍ରଶ୍ନର ଉତ୍ତର ସମ୍ପର୍କରେ ବତାଇ ଦେବୁ । ସେତେ ପର୍ଯ୍ୟନ୍ତ ଆପଣ ମାନେ ଆମର ଏହି ଲେଖା କୁ ପଢନ୍ତୁ ଏବଂ ଏଠାରେ ଦିଆ ଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ନିଜେ ଦେବାକୁ ପ୍ରଥମେ ଚେଷ୍ଟା କରନ୍ତୁ। ତେବେ ଆସନ୍ତୁ ଜାଣିବା ସେହି ସବୁ ପ୍ରଶ୍ନ ବିଷୟରେ।

ପ୍ରଶ୍ନ ୧- ଝିଅ ମାନଙ୍କର ଏହା କେଉଁ ଜିନିଷ ଅଟେ ଯାହା ବହୁତ୍ ଜଲଦି ବାହାରି ଯାଏ?
ଉତ୍ତର- ଲୁହ। ଝିଅ ମାନଙ୍କର ଲୁହ ବହୁତ୍ ଜଲଦି ବାହାରି ଯାଏ, ଯଦି ଆପଣ କିଛି କହିଦିଅନ୍ତି।

ପ୍ରଶ୍ନ ୨- ଏହା କଣ ଅଟେ, ଯାହା ଖାଇବା ପାଇଁ କିଣା ଯାଇଥାଏ କିନ୍ତୁ ଖିଆ ଯାଇ ନଥାଏ?
ଉତ୍ତର- ପ୍ଲେଟ୍। ଯେଉଁଥିରେ ଖିଆ ଯାଏ କିନ୍ତୁ ଏହାକୁ ଖିଆ ଯାଇ ନଥାଏ।

ପ୍ରଶ୍ନ ୩- ମରିବା ପରେ ମସ୍ତିଷ୍କ କେତେ ସମୟ ପର୍ଯ୍ୟନ୍ତ ଜୀବିତ ରହିଥାଏ?
ଉତ୍ତର- ୭ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ।

ପ୍ରଶ୍ନ ୪- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଉଁ ସିମ୍ କାର୍ଡ ବ୍ୟବହାର କରନ୍ତି।
ଉତ୍ତର- ବି ଏସ ଏନ୍ ଏଲ

ପ୍ରଶ୍ନ ୫- ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା କେଉଁ ଦେଶରେ ରହିଛି।
ଉତ୍ତର- ଆମେରିକା ରେ।

ପ୍ରଶ୍ନ ୬- ସୂର୍ଯ୍ୟର କିରଣ ପୃଥିବୀ ପୃଷ୍ଠକୁ ଆସିବା ପାଇଁ କେତେ ସମୟ ଲାଗିଥାଏ?
ଉତ୍ତର- ୮ ମିନିଟ୍ ୨୦ ସେକେଣ୍ଡ।

ପ୍ରଶ୍ନ ୭- ଦୁନିଆରେ ମୋଟ୍ କେତୋଟି ଧର୍ମ ରହିଛି?
ଉତ୍ତର- ୮ ଟି ଧର୍ମ।

ପ୍ରଶ୍ନ ୮- କଣ ଆପଣ କହି ପାରିବେ କି ଏକ ଲିଟର ପାଣିରେ କେତୋଟି ବୁନ୍ଦା ରହିଥାଏ?
ଉତ୍ତର- ୨୦୦୦୦ ବୁନ୍ଦା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।