ଏହି ୨ଟି ରାଶି ଉପରେ ଭଗବାନ ଶିବ ଙ୍କର ଆଶୀର୍ବାଦ ସବୁବେଳେ ରହିଥାଏ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣେ ଲୋକ ଯେତେବେଳେ ଜନ୍ମ ନିଏ ସେହି ସମୟର ଗ୍ରହ ନକ୍ଷତ୍ର ଅନୁସାରେ ରାଶି ନକ୍ଷତ୍ର ଆଦିର ନିର୍ଧାରଣ କରାଯାଏ । ଆଉ ସେହି ରାଶି ଅକ୍ଷର ଅନୁସାରେ ମଧ୍ୟ ପିଲାର ନାମ କରଣ କରାଯାଏ । ଜ୍ୟୋତିଷ ଶାସ୍ତ୍ରରେ ରାଶି ଅନୁସାରେ ସେମାନଙ୍କ ର ଭାଗ୍ୟ ବଦଳି ଯାଇ ଥାଏ । ଏହି ରାଶି ଗୁଡିକରେ ଗ୍ରହ ଚଳନ ଆଉ ଗ୍ରହ ମାନଙ୍କର ଅବସ୍ଥିତି ଅନୁସାରେ ଏହି ରାଶି ମାନଙ୍କର ଶୁଭ ସମୟ ଏବଂ ଖରାପ ସମୟ ଚାଲି ଥାଏ ।

ଏହିପରି ଏକ ଶୁଭ ମହାଦେବ ଶିବ ଦେବତା ଙ୍କର ଗତି ହୋଇଛି । ଶିବ ଦେବତା ହେଉଛନ୍ତି ସବୁବେଳେ ସମସ୍ତ ଙ୍କର ଭଲ କାମନା କରୁ ଥିବା ଦେବତା ।

ଏହି ଦେବତା ସବୁବେଳେ ନୀତି ନିୟମ ଅନୁସାରେ ଚାଲିଥଏ । କିନ୍ତୁ ଏହି ଗ୍ରହର ସିଧା ଗତି ହେଉଛି ଲଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗ୍ରହ ମାନଙ୍କର ଗତି ଉପରେ ଶିବ ଦେବତା ଶୁଭ ପ୍ରଭାବ ପକାଇ ଥାନ୍ତି । ଏହି ଦେବତା ର ଗତି ଏହି ମାସ ଠାରୁ ଆରମ୍ଭ ହୋଇଛି ଆଉ ଏହିପରି ଗତି ପ୍ରାୟ 500 ବର୍ଷ ପରେ ହୋଇଛି । ତେବେ ଚାଲନ୍ତୁ ଜାଣିବା କଉଁ ରାଶି ଉପରେ କେମିତି ପ୍ରଭାବ ପଡିବ ।

ଆସନ୍ତୁ ଜାଣିବା ସେହି ରାଶି ଗୁଡିକୁ । ସେହି ରାଶି ଗୁଡିକ ହେଲା ସିଂହ ଓ କୁମ୍ଭ । ଆସନ୍ତୁ ଜାଣିବା ସେହି ରାଶି ବିଷୟ ରେ ।

ଏହି ରାଶି ର ମହିଳା ମାନେ ବହୁତ ଶାନ୍ତ ସରଳ ସ୍ୱାଭିମାନୀ ଲୋକ ହୋଇ ଥାନ୍ତି । ସେ ମାନେ ସମସ୍ତ ଙ୍କୁ ସମ୍ମାନ ଦେଇ କଥା କହି ଥାନ୍ତି । ଏହି ରାଶି ମାନଙ୍କର ଲୋକ ମାନେ ତାଙ୍କର ମାନ ପ୍ରତିଷ୍ଠା ହେବ । ଏମାନଙ୍କୁ ସମସ୍ତେ ସମ୍ମାନ ମିଳିବ । ଏହି ରାଶି ଲୋକ ମାନେ ଦୀର୍ଘ ଯାତ୍ରା କରିବେ । ସମସ୍ତ କାର୍ଯ୍ୟ ରୁ ସଫଳତା ପିଇବେ ।

ସେମାନେ ତାଙ୍କର ଚାକିରୀ ହେବା ର ସମ୍ଭାବନା ରହିଛି । ଯଦି ଚାକିରୀ କରି ଛନ୍ତି ତେବେ ଆପଣ ଙ୍କର ଚାକିରୀ ରେ ପ୍ରମୋସନ ହେବ ଓ ଦରମା ବଢିବ । ଏହି ମାସରେ ତାଙ୍କର ସମସ୍ତ କଷ୍ଟ କାର୍ଯ୍ୟ ଶେଷ ହେବ ।

ନୂତନ କାର୍ଯ୍ୟ ରେ ପ୍ରବେଶ କରିବେ । ବହୁତ ଧନ ଦୌଲତ ମିଳିବ । ଯିଏ ବିବାହ କରି ନ ଥିବେ ସେମାନ ଙ୍କର ବିବାହ ହେବ ଯଦି ପ୍ରେମ ବିବାହ କରି ପାରନ୍ତି । ଯଦି ବିବାହିତ ତେବେ ବୈବାହିକ ଜୀବନ ସୁଖ ପ୍ରାପ୍ତି ହେବ । ଏମିତି ଅନେକ ପରିବର୍ତ୍ତନ ହେବ ଏହି ରାଶି ର ଲୋକ ମାନଙ୍କର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।