ଦେଖନ୍ତୁ ଭିଡ଼ିଓ । ଛିଃ ଛିଃ କିପରି ନିବସ୍ତ୍ର ହୋଇ ମହିଳା କରୁଛନ୍ତି ଆନ୍ଦୋଳନ, ଭିଡ଼ିଓ ଟି ସୋସିଆଲ ମିଡିଆରେ ଭାଇରାଲ…….

ଏ ଦୁନିଆ ରେ ଦିନକୁ ଦିନ କିଛି ଏମିତି ଘଟଣା ମାନ ଘଟିବାରେ ଲାଗିଛି ତାହାକୁ ସାଧାରଣରେ ଆଲୋଚନା କରିବା ସମ୍ଭବ ନୁହଁ। କିଛି ଏମିତି ଘଟଣା ଯାହା ଲୋକ ଲୋଚନକୁ ଆସିଛି ସତ କିନ୍ତୁ ତାହା ସଭ୍ୟ ସମାଜ ରେ ଗ୍ରହଣୀୟ ହୋଇ ପାରେ ନାହିଁ। ସେହିଭଳି ଏକ ଘଟଣା ଯାହା ଏବେ ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।

ଯାହାକୁ ଦେଖିଲେ କେହି ଜଣେ ବି ଆଶ୍ଚର୍ଯ୍ୟ ହୋଇଯିବ ନିଶ୍ଚିତ ଭାବରେ। କାରଣ ଘଟଣାଟି ସେମିତି ଯାହା ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ।

ଆପଣ ଦେଖିଥିବେ କିମ୍ବା ଜାଣିଥିବେ ଯେ ଯେତେବେଳେ ଜନ ସାଧାରଣ କୌଣସି ଆନ୍ଦୋଳନ କିମ୍ବା ଧର୍ମଘଟ କୁ ଆସନ୍ତି ସେତେବେଳେ ସେମାନେ ସରକାର୍ ହେଉ କିମ୍ବା କୌଣସି ବେସରକାରୀ ସଂସ୍ଥା ହେଉ ସେଥିପାଇଁ ବହୁତ୍ ମାତ୍ରାରେ ଉତ୍ତେଜିତ ମଧ୍ୟ ହୋଇଥାନ୍ତି। ଅନେକ ନାରା ବାଜି ମଧ୍ୟ ଶୁଣିବାକୁ ମିଳିଥାଏ କୌଣସି ଧର୍ମଘଟ ସମୟରେ ଏହିଭଳି କାର୍ଯ୍ୟ କଳାପ ଆଦି ହେବାର ନଜିର ମଧ୍ୟ ରହିଛି।

ଅନେକା ମାତ୍ରାରେ ଲୋକ ସମାଗମ ମଧ୍ୟ ହୋଇଥାଏ ଏହି ଭଳି କାର୍ଯ୍ୟରେ।ତେବେ ଆମେ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ସେଥିରେ ମଧ୍ୟ ଅନେକ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି କିନ୍ତୁ ଏଥିରେ ଜଣେ ଝିଅ ଭିନ୍ନ ତାରିକାରେ ବିଦ୍ରୋହ କରୁଛନ୍ତି। ଲଜ୍ୟା ର ସବୁ ସୀମା ଟପି ଯାଇ ଜଣେ ଯୁବତୀ ଗାଡ଼ି ଉପରକୁ ଚଢି ନୀବସ୍ତ୍ର ହୋଇ ଦେହରେ ପୋଷାକ ନରଖି ଏକ ଭିନ୍ନ ପ୍ରକାରର ଆନ୍ଦୋଳନ ବା ବିଦ୍ରୋହ କରୁଛନ୍ତି।

ନିଜର ଶରୀରକୁ ଫୁଙ୍ଗୁଳା କରି ସେ ଗାଡ଼ି ଉପରକୁ ଚଢି ବୁମ୍ କୁ ଧରି କିଛି କହିବାକୁ ଚାହୁଁ ଥିବା ବେଳେ ପୋଲିସ ଅଧିକାରୀ ଜଣଙ୍କ ତାଙ୍କୁ ରୋକିବାକୁ ଚେଷ୍ଟା କରିଛନ୍ତି ଏବଂ ତାଙ୍କ ସ୍ତନ କୁ ଘୋଡାଇ ଦେବାକୁ ଚେଷ୍ଟା କରିଛନ୍ତି ଏବଂ ପୋଲିସ ଜଣଙ୍କ ତାଙ୍କ ହାତକୁ ମହିଳାଙ୍କ ବକ୍ଷ ରେ ରଖି ତାଙ୍କୁ ସୁରକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି।ତେବେ ମହିଳା ଜଣଙ୍କ ଏମିତି ଭାବରେ ପୋଷାକ ଖୋଲି ସମସ୍ତଙ୍କୁ ଦେଖାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

କେବଳ ଏତିକି ନୁହେଁ ଆପଣ ଦେଖିବାକୁ ପାଉଥିବେ ଏହି ଭିଡିଓରେ କିଭଳି ଭାବରେ ଅନ୍ୟ ଯୁବତୀ, ମହିଳା ମାନେ ମଧ୍ୟ ନିବସ୍ତ୍ର ହୋଇ ଛିଡା ହୋଇଛନ୍ତି। ଅନେକ ସଂଖ୍ୟକ ମହିଳା ମାନେ ପଛ କରି ପିଠି ଦେଖାଇ ଛିଡ଼ା ହୋଇଛନ୍ତି ପୋଷାକ ନପିନ୍ଧି। ତେବେ ଏହା କେଉଁ ସ୍ଥାନର ଅଟେ ତାହା ଜଣା ପଡିନାହିଁ କିମ୍ବା ଆମେ ସେହି ବିଷୟରେ ଆପଣଙ୍କୁ ସ୍ପଷ୍ଟ ଭାବରେ କହି ପାରୁ ନାହିଁ।

ଏହା ଆମ ଦେଶ ଭାରତର ନୁହଁ। ତଥାପି ଏହି ଘଟଣା ଦେଖିଲା ପରେ ଜଣେ ନିଶ୍ଚିତ ଭାବରେ ଲଜ୍ୟା ବୋଧ କରିବ।ତେବେ ଏହିଭଳି କଣ ଆନ୍ଦୋଳନ ର ତରିକା ହେବା ଉଚିତ୍ ଯେଉଁଥିରେ ନିଜର ଲଗ୍ନ ଶରୀରକୁ ଅନ୍ୟକୁ ଦେଖାଇବାକୁ ପଡିବ, ତାହା ଆପଣ ମାନେ ବିଚାର କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।