ଶାରୀରିକ ସମ୍ବନ୍ଧ ପାଇଁ ବଶିକରଣ କରିବା ପାଇଁ କରନ୍ତୁ ଏହି ଉପାୟ, ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ…..

ଆଜି ମୁଁ ଆପଣ ଙ୍କୁ ଏଇ ଏମିତି ବାସିକରଣ ଉପାୟ ରେ କହିବି ଯାହା ଦ୍ଵାରା ଆପଣ ନିଜ ପ୍ରେମିକା ଓ ପ୍ରେମିକ କିମ୍ବା ପତି ପତ୍ନୀ ଙ୍କୁ ନିଜ ଆୟତ ରେ ରଖି ପାରିବେ ବା ତାଙ୍କୁ ବଶୀଭୂତ କରି ପାରିବେ। ଏବଂ ଆପଣ ସେମାନ ଙ୍କ ସହିତ ଶାରିରୀକ ସମ୍ପର୍କ ମଧ୍ୟ ରଖି ପାରିବେ । ମନେ ରଖନ୍ତୁ ଦୁନିଆ ରେ ଯେକୌଣସି ବ୍ୟକ୍ତି କୁ ଏହି ଉପାୟ ରେ ଆପଣ ସହଜ ଭାବେ ବଶୀଭୂତ କରି ରଖି ପାରିବେ ।

ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟ ରେ । କିନ୍ତୁ ଏହି ଉପାୟ କରିବା ମାତ୍ରେ ଏହା ବହୁତ୍ ଶୀଘ୍ର ପ୍ରଭାବ ପକାଇ ଥାଏ ।

ତେବେ କହିବା ପୂର୍ବରୁ ଆପଣ ଙ୍କୁ ଅନୁରୋଧ କରୁଛି ଯେ ଏହି ଉପାୟ କୁ କୌଣସି ଖରାପ୍ କାର୍ଯ୍ୟ ପାଇଁ ପ୍ରୟୋଗ କରନ୍ତୁ ନାହିଁ । ଯଦି ଆପଣ କାହାକୁ ସଚା ପ୍ରେମ କରୁଛନ୍ତି ତେବେ ସେମାନଙ୍କ ପାଇଁ ଏହି ଉପାୟ ଆପଣ କରି ପାରିବେ । ତେବେ ଆସନ୍ତୁ ଜାଣିବା –

ଆବଶ୍ୟକ ସାମଗ୍ରୀ –

1- 2 ଟି ଲବଙ୍ଗ ଫୁଲ

2- ଖଣ୍ଡେ ଧଳା କାଗଜ

3- ମୁଠାଏ ଅରୁଆ ଚାଉଳ

ଏହା କୁ ଆପଣ ସ୍ନାନ ସାରି ବୁଧବାର ଦିନ ରାତି 10 ରୁ ରାତି 12 ଭିତରେ କରି ପାରିବେ । ପ୍ରଥମେ ଆପଣ ଏହି ଅରୁଆ ଚାଉଳ କୁ ସେହି ଲବଙ୍ଗ ସହିତ ଏକ ଧଳା କାଗଜ ରେ ନେବେ । ତେବେ ଅରୁଆ ଚାଉଳ କୁ ବାରମ୍ବାର ଲବଙ୍ଗ ରେ ବାରମ୍ବାର ସ୍ପର୍ଶ କରାଇବେ । ଯେମିତି ଅରୁଆ ଚାଉଳ ଲବଙ୍ଗ କୁ ସ୍ପର୍ଶ କରିବ।ଏହାକୁ ଏମିତି କରିବା ସମୟ ରେ ଏହି ମନ୍ତ୍ର କୁ ଜପ କରନ୍ତୁ । ମନ୍ତ୍ର ଟି ହେଉଛି –

ଓଁ ଚମ୍ ଚାମଣ୍ଡାୟ (ନାମ )
ମମ୍ ସମ୍ କୁରୁ କୁରୁ ସ୍ଵାହା

ତେବେ ଯେଉଁ ବ୍ରାକେଟ୍ ରେ ନାମ ଲେଖା ହୋଇଛି ସେହି ରେ ଯାହାକୁ ଆପଣ ବଶିକରଣ କରିବା ପାଇଁ ଚାହୁଁଛନ୍ତି ବା ଯାହାକୁ ନିଜ ଆୟତ୍ତ ରେ ରଖିବା ପାଇଁ ଚାହୁଁଛନ୍ତି ତାର ନାମ ଟିକୁ ଏହି ମନ୍ତ୍ର ସହିତ ଜପ କରନ୍ତୁ । ଏମିତି ଗୋଟିଏ ଥର ଠିକ୍ ଭାବେ ସେହି ମନ୍ତ୍ର କୁ ଜପ କରି ସାରିବା ପରେ ଆପଣ ସେହି କାଗଜ ଟିକୁ ଫୋଲଡ୍ କରିବେ ଚାଉଳ ଓ ଲବଙ୍ଗ ସହିତ । ଏବଂ ସେହି କାଗଜ କୁ ନିଜ ତକିଆ ତଳେ ରଖି ଦିଅନ୍ତୁ ।

ଏହା ପର ଦିନ ସେହି କାଗଜ କୁ ଆପଣ ଯେଉଁ ବ୍ୟକ୍ତି କୁ ବସିକରନ କରିବା ପାଇଁ ଚାହୁଁଛନ୍ତି ତାର ଘର ସାମ୍ନା ରେ କିମ୍ବା ତାଙ୍କ ଛାତ ଉପରେ ପକାଇ ଦିଅନ୍ତୁ । ମନେ ରଖନ୍ତୁ ଏହାକୁ କୌଣସି ଖରାପ୍ ଉଦ୍ଦେଶ୍ୟ ରେ କରିବେ ନାହିଁ କାରଣ ଏହା ବହୁତ୍ ଶକ୍ତିଶାଳୀ ଉପାୟ ଅଟେ । ଏହି ଉପାୟ ଟିକୁ କରିବା ସମୟ ରେ ଆପଣ ଙ୍କୁ ଯେମିତି କେହି ଦେଖିବେ ନାହିଁ ।

ଏହା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ତେବେ ବାରମ୍ବାର କହି ରଖୁଛୁ ଏହା କୁ କୌଣସି ଖରାପ୍ ଉଦ୍ଦେଶ୍ୟ ପାଇଁ କରନ୍ତୁ ନାହିଁ । ଏହା ବହୁତ୍ ଶକ୍ତିଶାଳୀ ଅଟେ । ତେବେ ଏହି ଉପାୟ ଟି କୁ କରିବା ପରେ ଯେଉଁ ବ୍ୟକ୍ତି କୁ ଆପଣ ବସିକରଣ କରୁଛନ୍ତି ସେହି ବ୍ୟକ୍ତି ଆପଣ ଙ୍କ ପାଇଁ ସମ୍ପୂର୍ଣ ରୂପେ ପାଗଳ ହୋଇ ଯିବ ।  ତୁମ କୁ ପାଇବା ପାଇଁ ଓ ପ୍ରେମ କରିବା ପାଇଁ ସେ ବହୁତ୍ ଆଗ୍ରହୀ ରହିବ ।

ତେବେ ଯଦି ଆପଣ କାହାକୁ ଶଚା ହୃଦୟ ରୁ ପ୍ରେମ କରୁଛନ୍ତି ତେବେ ସେ ଆପଣ ଙ୍କୁ ନିଶ୍ଚୟ ଭଲ ପାଇବ । ତେବେ କୌଣସି ବି ଖରାପ୍ ଉଦ୍ଦେଶ୍ୟ ପାଇଁ ବା ମନ୍ଦ ଉଦ୍ଦେଶ୍ୟ ପାଇଁ ଏହି କାମ କୁ କରନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।