ଏହି ୪ଟି ରାଶିର ବ୍ୟକ୍ତି କଦାପି ପିନ୍ଧନ୍ତୁ ନାହିଁ କଇଁଛ ମୁଦି, ନଚେତ ହୋଇପାରେ ଅଘଟଣ

କେବେ ବି ଭୁଲ୍ ରେ ଏହି ଚାରୋଟି ରାଶି ର ବ୍ୟକ୍ତି ପିନ୍ଧନ୍ତୁ ନାହିଁ କଇଁଛ ର ମୁଦି । ପଡ଼ିପାରେ ଖରାପ୍ ପ୍ରଭାବ । ଅଧିକ ଧନ ଆଶା ରେ ହୋଇ ପାରେ କ୍ଷତି । ପ୍ରତ୍ୟେକ ବ୍ୟକ୍ତି ଧନ ସଂପତ୍ତି ପାଇବା ପାଇଁ କିଛି ଉପାୟ କରି ଥାଏ । କିନ୍ତୁ ଉପାୟ ଯଦି ଠିକ୍ ଭାବେ କରାଯାଏ ନାହିଁ ତେବେ ବ୍ୟକ୍ତି କୁ ବହୁତ୍ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ି ଥାଏ । କହି ଦେଉଚୁ ଯେ ଜ୍ୟୋତିଷ ଉପାୟ ଭଲ ରୂପେ ନକରିବା ଫଳ ରେ ଏହାର ଦୁଷ୍ପ୍ରଭାବ୍ ପଡି ଥାଏ ।

ଏଥି ପାଇଁ ଯାହା ବି ଜ୍ୟୋତିଷ ଉପାୟ କରୁଛନ୍ତି ତାକୁ ଭଲ ଭାବରେ ଚିନ୍ତା ବିଚାର କରି କରନ୍ତୁ । ପ୍ରଥମେ ସେହି ଉପାୟ ବିଷୟ ସଠିକ୍ ଜ୍ଞାନ ରଖିବା ମଧ୍ୟ ନିହାତି ଆବଶ୍ୟକ ।

ଦେଖିଥିବେ କେତେ ଲୋକ ମାନଙ୍କ ହାତ ରେ କଇଁଛ ର ମୁଦି ଆଙ୍ଗୁଳି ରହି ଥାଏ । କିନ୍ତୁ ଏହାର ଭଲ ଓ ଖରାପ୍ ପ୍ରଭାବ ବିଶୟ ରେ ସେମାନେ ଜାଣି ନଥାନ୍ତି। ତାଙ୍କୁ କେବଳ ଜଣା ଥାଏ ଯେ ହାତ ରେ କଇଁଛ ର ମୁଦି ପିନ୍ଧିବା ଅର୍ଥ ଧନ କୁ ନିଜ ଆଡକୁ ଆକର୍ଷଣ କରିବା ହୋଇ ଥାଏ। କିନ୍ତୁ ଆପଣ ଙ୍କୁ କହି ରଖୁଛୁ ଯେ ଏମିତି କରିବା ଠିକ୍ ନୁହେଁ । କିଛି ରାଶି ଏମିତି ରହି ଥାଆନ୍ତି ଯେଉଁ ମାନେ ଭୁଲ୍ ରେ ମଧ୍ୟ କଇଁଛ ର ମୁଦି ପିନ୍ଧିବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟ ରେ –

1- ବୃଷ ରାଶି , ବୃଷ ରାଶି ର ଦେବତା ମାନେ ମଙ୍ଗଳ ଗ୍ରହ ଅଟେ। ଓ ଏମିତି ସ୍ଥିତି ରେ ଆପଣ ଙ୍କୁ କଇଁଛ ର ମୁଦି ପିନ୍ଧିବା ଉଚିତ୍ ନୁହେଁ । ଯଦି ଆପଣ ଏମିତି କରନ୍ତି ତେବେ ଆପଣ ଙ୍କ ଉପରେ ମଙ୍ଗଳ ର ଦୋଷ ଲାଗି ପାରେ । ଏହି ପରି ସ୍ଥିତି ରେ ଆପଣଙ୍କ କାମ ଧନ୍ଦା ଉପରେ ମଧ୍ୟ ଖରାପ୍ ପ୍ରଭାବ ପଡ଼ି ଥାଏ । ତେଣୁ ଏମିତି ଭୁଲ୍ କରନ୍ତୁ ନାହିଁ ।

2- ମୀନ ରାଶି , ମୀନ ରାଶି ର ସ୍ଵାମୀ ବୃହସ୍ପତି ଗ୍ରହ ଅଟେ । ଆପଣ ଙ୍କୁ କହି ରଖୁଛୁ ଯେ ବୃହସ୍ପତି ର ଶାନ୍ତି ପାଇଁ ଜାତକ ରେ ସୁନା , ଚିନି , ବୁଟ ଡାଲି , ହଳଦିଆ ରଙ୍ଗ ର ଫୁଲ , ପାନ ଆଦି ଦାନ କରିବା ଉଚିତ୍ । ଆଉ କଇଁଛ ମୁଦି ପିନ୍ଧିବା ଉଚିତ୍ ନୁହେଁ ନଚେତ୍ ଅନର୍ଥ ହୋଇ ପାରେ ।

3- ମେଷ ରାଶି , ମେଷ ରାଶି ର ସ୍ବାମୀ ମଙ୍ଗଳ ଗ୍ରହ କୁ ମନା ଯାଇ ଥାଏ । ଏହି ପରି ସ୍ଥିତି ରେ ଯେଉଁ ବ୍ୟକ୍ତି କଇଁଛ ର ମୁଦି ପିନ୍ଧି ଥାଆନ୍ତି ମଙ୍ଗଳ ଜାଗା ରେ ଅମଙ୍ଗଳ ହୋଇ ଥାଏ । ସେଥିପାଇଁ ଏମିତି ଭୁଲ୍ କରିବା ରୁ ବଞ୍ଚନ୍ତୁ ।

4- କନ୍ୟା ରାଶି , ଏହି ରାଶି ର ସ୍ଵମିତ୍ଵ ବୃଦ୍ଧ ଗ୍ରହ ର ଅଧିନ ଅଟେ। ଏଥିପାଇଁ ଏମିତି କିଛି କରନ୍ତୁ ନାହିଁ ଯାହା ଫଳରେ ଦୋଷ ଲାଗିବ। ଅର୍ଥାତ୍ କଇଁଛ ର ମୁଦି ପିନ୍ଧନ୍ତୁ ନାହିଁ । କଇଁଛ ର ମୁଦି ପିନ୍ଧିବା ଭୁଲ୍ ଅଟେ ।

ଏବେ ଆସନ୍ତୁ ଜାଣିବା କଣ କଣ କ୍ଷତି ହୋଇ ପାରେ ଏହି ରାଶି ମାନେ କଇଁଛ ର ମୁଦି ପିନ୍ଧିବା ଦ୍ଵାରା –

କଇଁଛ ର ମୁଦି ପିନ୍ଧିବା ଦ୍ଵାରା ଏହା ଧନ କୁ ନିଜ ଆଡକୁ ଆକର୍ଷିତ କରି ଥାଏ। କିନ୍ତୁ ଏହି ଚାରୋଟି ରାଶି ର ବ୍ୟକ୍ତି ଏହାକୁ ପିନ୍ଧିବା ଦ୍ଵାରା ଏହାର ବିପରୀତ ପ୍ରଭାବ ପଡି ଥାଏ । ଏମାନ ଙ୍କ ର ବ୍ୟାପାର ଓ କାର୍ଯ୍ୟକ୍ଷେତ୍ରରେ ସମସ୍ୟା ହୋଇ ଥାଏ । ଜୀବନ ରେ ଦୁଃଖ ସମସ୍ୟା ବଢ଼ି ଯାଇ ଥାଏ । ପରିବାର ରେ କ୍ଲେଶ ର ବାତାବରଣ ସୃଷ୍ଟି ହୋଇ ଥାଏ । ଏବଂ ଏମାନଙ୍କ ର ଧନ ସମ୍ପତି କମ୍ ହେବାରେ ଲାଗି ଥାଏ ।

ଏଥିପାଇଁ ଏହି ଚାରୋଟି ରାଶି ର ବ୍ୟକ୍ତି ମାନଙ୍କୁ କଇଁଛ ର ମୁଦି କୁ ଧାରଣ କରିବା ଠିକ୍ ବିଚାର କରାଯାଏ ନାହିଁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।