ଭଗବାନ ଶିବଙ୍କ କୈଳାସ ପର୍ବତ ରହସ୍ୟ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ, ଯେଉଁଠି ବୈଜ୍ଞାନିକ ବି ହାରମାନିଲେ…..

କୈଳାସ ପର୍ବତ ଦେଖିବା ପାଇଁ ଯେତେ ସୁନ୍ଦର୍ ହୋଇ ଥାଏ ସେତିକି ରହସ୍ୟ ମୟ ହୋଇ ଥାଏ । ଏହି ଗୋଟିଏ ପର୍ବତ ରେ ଅନେକ ରହସ୍ୟ ଯୋଡ଼ି ହୋଇ ରହିଛି । ତେବେ ଏଥିରେ ଯେତିକି ରହସ୍ୟ ରହିଛି ତାହାକୁ ଆଲୋଚନା କରିବା ସମ୍ଭବ ନୁହେଁ ତେଣୁ ଆଜି ଆମେ ଏଇ ବିଶେଷ ରହସ୍ୟ ଉପରେ ଆଲୋଚନା କରିବା। କୈଳାସ ପର୍ବତ ର ଉଚ୍ଚତା ୬୬୭୮ ମିଟର ଅଟେ ଏବଂ ଏହା ଉପରେ ପହଞ୍ଚିବା ଅସମ୍ଭବ ବୋଲି କୁହାଯାଏ ।

ଆଜି ଏମିତି କିଛି ତଥ୍ୟ ସାମ୍ନା କୁ ଆସିଛି ଯେଉଁଥି ପାଇଁ ଗବେଷକ ମାନେ ଦାବି କରିଛନ୍ତି ଯେ କୈଳାସ ପର୍ବତ ଭିତର ଆଡୁ ପୋଳ ବୋଲି ।

ପୂର୍ବରୁ ବହୁତ୍ ଗବେଷଣା ରୁ ଜଣା ପଡିଛି ଯେ କୈଳାସ ପର୍ବତ ବହୁତ୍ ରେଡ଼ିଓ ଆକ୍ତିଭ ଅଟେ । ଏହାର ଚାରି ପାଖରେ ସମାନ ଭାଗ ରେ ରେଡ଼ିଓ ଆକ୍ଟିଭ୍ ଅନୁଭୂତ ହୁଏ । ଏମିତି ରେ ବି କୈଳାସ ପର୍ବତ କୁ ଆମ ସଂସ୍କୃତି ର ଏକ ପବିତ୍ର ସ୍ଥଳ ବୋଲି କୁହାଯାଏ । କୁହାଯାଏ ଯେ ଏଠାରେ ଭଗବାନ ଶିବ ଏଠାରେ ତପସ୍ୟା କରି ଥିଲେ ।

କେତେକ ଗବେଷକ ଏମିତି ଦାବି କରନ୍ତି ଯେ କୈଳାସ ପର୍ବତ ପ୍ରାକୃତିକ ନୁହେଁ ବରଂ ଏହାକୁ ବନା ଯାଇଛି ଯେମିତି କି ଇଜିପ୍ଟ ର ପିରାମିଡ୍ ବନା ଯାଇଛି । ପିରାମିଡ୍ ତ ଭିତରୁ ପୋଲା ଅଟେ ଯାହା ଭିତରେ କି ରାଜା ମହାରାଜା ଙ୍କ ମମ୍ମି କୁ ରଖା ଯାଇଛି । କିନ୍ତୁ କୈଳାସ ପର୍ବତ ପିରାମିଡ ଠାରୁ ଲକ୍ଷ ଲକ୍ଷ ବର୍ଷ ର ପୁରୁଣା ଅଟେ ।

ଏହା ଅଧିକ ଶକ୍ତ ମଧ୍ୟ ହୋଇ ଥାଏ। ଯଦି କୈଳାସ ପର୍ବତ ନର୍ଥ ପୋଲ ଠାରୁ ୬୬୬୭ ବର୍ଷ ମିଟର ଦୁର ରେ ଅବସ୍ଥିତ ଏବଂ ସାଉଥ୍ ପୋଲ ଠାରୁ ୧୩୩୨ କିଲୋମଟର ରେ ଅବସ୍ଥିତ ଯାହା ନର୍ଥ ପୋଲ ରୁ ବିଲକୁଲ୍ ଦୁଇ ଗୁଣ କମ୍ ରେ ଅବସ୍ଥିତ । ଯାହାକୁ ଏକ ଚମତ୍କାର ବୋଲି କୁହାଯାଏ । ଜଣେ ରସିଆନ ପ୍ରଫେସର୍ ଏମିତି ଏକ ତଥ୍ୟ ଦେଇଥିଲେ ଯାହା ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗି ପାରେ ।

ସେ କହିଥିଲେ ଯେ ପୂର୍ବରୁ ରୁ ଏକ ବଡ଼ ସଫେତ୍ ଥିଲା ଯାହା ସମୟ କ୍ରମେ ବିଲୁପ୍ତ ହୋଇ ଯାଇଛି । ତାଙ୍କ ମତରେ ପୂର୍ବରୁ ଲୋକ ମାନେ ଏହାର ଉପର କୁ ଯାଉ ଥିଲେ । ଯାହା ବର୍ତ୍ତମାନ ଆମ ପକ୍ଷ ରେ ଅସମ୍ଭବ ଅଟେ ଏବଂ ତାଙ୍କର ଅନୁମାନ ଯେ କୈଳାସ ପର୍ବତ ଉପରେ ଏବେ ମଧ୍ୟ କିଛି ଗୁମ୍ଫା ରହିଛି । ଯାହା ମଧ୍ୟରେ ଏହା ଭିତର କି ଯାଇ ହେବ ତେବେ ବର୍ତ୍ତମାନ ଏହା ଆମ ମନରେ ପ୍ରଶ୍ନ ଯେ କଣ କୈଳାସ ପର୍ବତ ସତରେ ଭିତରୁ ପୋଲା ଅଟେ ।

ଏହା ଭିତରେ କଣ ପିରାମିଡ୍ ପରି ଅନ୍ୟ ଜିନିଷ ରଖା ଯାଇଛି । ତେବେ ବର୍ତ୍ତମାନ ଗବେଷଣା ଜାରି ରହିଛି । ଗବେଷଣା ପରେ ସତ୍ୟ ଜଣା ପଡିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।