( ତୁଳସୀ ଚଉରା ) ଏପରି ପୂଜା କଲେ ହୋଇଥାଏ ସର୍ବନାଶ, କରନ୍ତୁ ନାହିଁ ଏହି ସବୁ ଭୁଲ

ତୁଳସୀ ଆମ ସନାତନ ଧର୍ମ ଓ ବାସ୍ତୁ ଶାସ୍ତ୍ର ର ଏକ ଗୁରୁତତ୍ୱପୂର୍ଣ ତତ୍ତ୍ଵ ବୋଲି କୁହାଯାଏ । ଏହାର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଆମ ଜୀବନ ରେ ରହି ଅଛି। ତୁଳସୀ ର ଘରେ ଉପସ୍ଥିତି ଘରେ ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି କୁ ଦୂରେଇ ଦେଇ ଥାଏ । ତେବେ ଏହାର ଉପସ୍ଥିତ ରେ ଘର ର ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହୋଇ ଯାଇ ଥାଏ । ତେବେ ଏହାର ସଠିକ୍ ପ୍ରଭାବ ସେତେ ବେଳେ ପଡ଼ିଥାଏ ।

ଯେତେ ବେଳେ ଏହାର ସଠିକ୍ ପୂଜା କରା ଯାଇ ଥାଏ । ତେବେ ଆଜି ଆମେ ତୁଳସୀ ର ପୂଜା ବିଧି ଓ କଣ ସବୁ ନକରିବା ଉଚିତ୍ ଆଜି ଜାଣିବା । ତେବେ ଆସନ୍ତୁ ଜାଣିବା ।

ତୁଳସୀ କୁ ସ୍ଥାପନ କରିବା ପାଇଁ ଉଚିତ୍ ଦିନ ହେଉଛି ଗୁରୁବାର ଏକାଦଶୀ ତିଥି ଓ କାର୍ତ୍ତିକ ମାସ ଅଟେ । ତୁଳସୀ ଗଛ କୁ ଘର ର ଅଗଣା ରେ ସ୍ଥାପନ କରନ୍ତୁ ।ତୁଳସୀ ଗଛ କୁ ଦକ୍ଷିଣ ଦିଗ ରେ ଲଗାଇବା ଦ୍ଵାରା ଏହା ବାସ୍ତୁ ଜନିତ ସମସ୍ୟା ହୋଇ ଥାଏ। ତୁଳସୀ ଗଛ ଲଗାଇବା ସ୍ଥାନ ରେ ଏଠାରେ ଅନ୍ୟ କୌଣସି ବୃକ୍ଷ ଯେମିତି କି କଣ୍ଟା ଜାତୀୟ ବୃକ୍ଷ କିଛି ଲଗାନ୍ତୁ ନାହିଁ । ତୁଳସୀ ଚଉଁରା ମୂଳରେ କୌଣସି ଧାରୁଆ ଅସ୍ତ୍ର ଯେମିତି କି ଛୁରୀ , କଟୁରୀ ଆଦି ରଖନ୍ତୁ ନାହିଁ।

ଏହି ବାସ୍ତୁ ସମସ୍ୟା ଘର ର ଆର୍ଥିକ ଅବସ୍ଥା ଉପରେ ପ୍ରଭାବ ପକାଇ ଥାଏ । ଘର ର ମହିଳା ମାନେ ଏହି ତୁଳସୀ ଗଛ ମୂଳ ରେ ବସି ଦେହ ରେ କିମ୍ବା କେଶ ରେ ତେଲ ଲଗାନ୍ତୁ ନାହିଁ । ଏହା ସହିତ କେବେ ମଧ୍ୟ ଏହି ତୁଳସୀ ଗଛ ମୂଳ ରେ ମୁଣ୍ଡ ଖୋଲା କରି ବସାନ୍ତୁ ନାହିଁ । ପବିତ୍ର ତୁଳସୀ ପତ୍ର କୁ ସେବନ କରିବା ସମୟ ରେ କେବେ ବି ସେହି ତୁଳସୀ ପତ୍ର କୁ ଚୋବେଇ ଚୋବେଇ ଖାଇବା ଉଚିତ୍ ନୁହେଁ ।

ଏହା କୁ ସେବନ କରିବା ଦ୍ଵାରା ଶରୀର କୁ ଅନେକ ପ୍ରକାର ଫାଇଦା ମିଳି ଥାଏ । ଯେଉଁ ମହିଳା ମାନଙ୍କ ଙ୍କ ର ମାସିକ ଧର୍ମ ଚାଲିଛି ତେବେ ସେହି ସମୟରେ ତୁଳସୀ ଗଛ କୁ ପୂଜା କରିବା ଓ ତୁଳସୀ ପତ୍ର ଛିଦାଇବା ଅନୁଚିତ୍ ଅଟେ । ଏହା ସହିତ ଯଦି ଆପଣ ଙ୍କ ର ଶୁଦ୍ଧି କ୍ରିୟା ରହୁଚି ସେହି ସମୟ ରେ ମଧ୍ୟ ତୁଳସୀ ଗଛ କୁ ଛୁଇଁବା ଅନୁଚିତ୍ ଅଟେ । ଏହା ସହିତ ଯଦି ଆପଣ ଙ୍କ ର ଶୁଦ୍ଧି କ୍ରିୟା ରହୁଚି ସେହି ସମୟ ରେ ମଧ୍ୟ ତୁଳସୀ ଗଛ କୁ ଛୁଇଁବା ଅନୁଚିତ୍ ଅଟେ ।

ତୁଳସୀ ଗଛ ର ମୃତ୍ୟୁ ପରେ ବା ତୁଳସୀ ଶୁଖି ଯିବା ପରେ ଏହାକୁ ବେଶୀ ଦିନ ଜାଏ ରଖିବା ଅନୁଚିତ୍ ହୋଇ ଥାଏ। ଏହା କୁ ସାଙ୍ଗେ ସାଙ୍ଗେ ପାଣି ରେ ବିସର୍ଜନ କରି ଦିଅନ୍ତୁ। ତୁଳସୀ ଗଛ ମୁଁ କୌଣସି ଛାଇ ଯାଗା ରେ ସ୍ଥାପିତ କରନ୍ତୁ ନାହିଁ।

ଏହା କୁ ଘର ର ଅଗଣା ଯେଉଁ ସ୍ଥାନ ରେ ସୂର୍ଯ୍ୟ କିରଣ ପଡୁ ଥିବ ସେହି ସ୍ଥାନ ରେ ସ୍ଥାପିତ କରନ୍ତୁ । ଭୁଲ୍ ରେ ମଧ୍ୟ ଭଗବାନ ଶିବ କିମ୍ବା ଗଣେଶ ଙ୍କ ପାଖ ରେ ଏହି ତୁଳସୀ ଚଢ଼ାନ୍ତୁ ନାହିଁ । ତୁଳସୀ କୁ ସର୍ବଦା ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ଙ୍କ ନିକଟ ରେ ଚଢ଼ାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।